Odia News Portal
Browsing Tag

murder

ପୋଲିସ-ମାଓବାଦୀ ଗୁଳିବିନିମୟ, ଯବାନଙ୍କ ଗୁଳିରେ ମହିଳା ମାଓବାଦୀ ନିହତ

ମାଲକାନଗିରି ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ । ପୋଲିସ ଗୁଳିରେ ତିନି ଜଣ ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା । ନିହତ ୩ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଓ ଜଣେ ପୁରୁଷ ରହିଥିବା ସୂଚନା ମିଳିଛି । ସେପଟେ ମାଓବାଦୀଙ୍କ ଗୁଳିରେ ଜଣେ ଏସ୍ ଓଜି…

ଗୋରୁପଲ ବିରି ଖାଇବାରୁ ଯୁବକଙ୍କୁ ତୀର ମାରି ହତ୍ୟା

କେନ୍ଦୁଝର: ବାଂଶପାଳ ବ୍ଲକ ନୟାକୋଟ ଥାନା କୋଡାକଳା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି.ଗୋରୁ ପଲ ବିରି ଖାଇଦେବାରୁ ଯୁବକଙ୍କୁ ତୀର ମାରି ହତ୍ୟା କରିଥିବା ଜଣାପଡିଛି । ମୃତକ ଜଣକ କୋଡାକଳା ଗ୍ରାମର ନୀଳ ଗିରି (୨୮) । ସୂଚନା ନୁ ସାରେ ଗତକାଲି ଅପରାହ୍ନରେ ଗ୍ରାମର ଜଗଦୀଶ…

ବିଜେଡି ନେତାଙ୍କୁ ଗୁଳି କରି ହତ୍ୟା

ଢ଼େଙ୍କାନାଳ: ବିଚ୍ ରାସ୍ତାରେ ଗୁଳି କରି ହତ୍ୟା । ବିଜେଡି ନେତାଙ୍କୁ ମାରିଦେଲେ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବରୁଅାଁ ପଞ୍ଚାୟତର ସମିତିସଭ୍ୟ ଦୀପକ ମହନ୍ତଙ୍କୁ ଗୁଳି କରି ହତ୍ୟା । ତେବେ କିଏ ଏବଂ କାହିଁକି ତାଙ୍କୁ ଗୁଳି କରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତନାଘନା…

ସ୍ୱାମୀକୁ ମାରିଦେଲା ସ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ସ୍ୱାମୀହନ୍ତା ସ୍ତ୍ରୀ । ସ୍ୱାମୀକୁ କାଠ ଫାଳିଆରେ ସ୍ତ୍ରୀ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଡମଣା ମଣ୍ଡପ ବସ୍ତିରେ ଘଟିଛି ଏଭଳି ହତ୍ୟାକାଣ୍ଡ। ତେବେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ପ୍ରାଥମିତ ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀକୁ ଅଟକ ରଖି…

ମଦ ବେପାରୀଙ୍କୁ ମାରିଦେଲେ

ଗଞ୍ଜାମ: ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡ଼ିଘାଇ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ମିଳିଥିବା ସୂଚନା ଅନୁଯାୟୀ, ମଦ ବ୍ୟବସାୟୀ ବିନାୟକ ପ୍ରଧାନ ଠାକୁରାଣୀ ମନ୍ଦିର ନିକଟରେ ରାତିରେ ଶୋଇଥିଲା ବେଳେ ତାଙ୍କୁ ପଥରରେ…

ଡିଏଫଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ DFOଙ୍କ ଲାଇ ଡିଟେକ୍ସନ ଟେଷ୍ଟ । ଭୁବନେଶ୍ୱର ଫୋରେନସିକ ଲ୍ୟାବରେ ତାଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି । ପ୍ରାୟ ୩ ଘଣ୍ଟା କାଳ ତାଙ୍କୁ ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଛି । ଶହେରୁ ଅଧିକ ପ୍ରଶ୍ନ ତାଙ୍କୁ…

୨ ବଡ଼ପୁଅଙ୍କ ସହ ମିଶି ସାନପୁଅକୁ ମାରିଦେଲା ବାପା

କନ୍ଧମାଳ: ସଇତାନ ସାଜିଲା ବାପା । ନିଜ ଜନ୍ମକଲା ପୁଅକୁ ମାରି ପୋତିଦେଲା । ଦୁଇ ବଡ଼ପୁଅଙ୍କ ମିଶି ସାନପୁଅ ହତ୍ୟା କରିଛି ବାପା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପାଙ୍ଗୁରିମିଲା ଗାଁରୁ ଆସିଛି ଏଭଳି ଖବର । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି…

ସାଙ୍ଗହୋଇ ରହୁଥିଲେ, ପ୍ରେମିକାକୁ ମାରି ଛୁ ହେଲା ପ୍ରେମିକ

ଭୁବନେଶ୍ୱର: ବାହା ହୋଇ ନଥିଲେ, ସାଙ୍ଗ ହୋଇ ରହୁଥିଲେ । ପ୍ରେମିକ ପ୍ରେମିକା ଘର ଭଡ଼ା ନେଇ ଗୋଟିଏ ଘରେ ରହୁଥିଲେ । ଆଉ ଏବେ ବନ୍ଦଘରୁ ଉଦ୍ଧାର ହୋଇଛି ପ୍ରେମିକାର ମୃତଦେହ । ଦୀର୍ଘ ୩ରୁ ୪ଦିନ ହେବ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ରାଜଧାନୀ ଭୁବନେଶ୍ୱର ବରମୁଣ୍ଡା ନିକଟସ୍ଥ ମହାବୀର…

ଗେମ୍ ଖେଳିବାକୁ ମନାକଲେ ବାପା, ରାଗରେ ବାପାଙ୍କ ଗଳା କାଟିଦେଲା ପୁଅ

ଗୁଜୁରାଟ: ମୋବାଇଲ ଆଜିକାଲି ସମସ୍ତଙ୍କ ଲାଗି ଏକ ଦରକାରୀ ବସ୍ତୁ ପାଲଟିଯାଇଛି । ପିଲାଠାରୁ ବୁଢ଼ା ସମସ୍ତେ ମୋବାଇଲ ବିନା ଚଳିବା କଷ୍ଟାସାଧ୍ୟ ହୋଇଯାଇଛି । ତେବେ ଜଣେ ୧୭ ବର୍ଷୀୟ ନାବାଳକ ଦିନରାତି ମୋବାଇଲରେ ଗେମ୍ ଖେଳୁଥିଲେ । ତେବେ ତାଙ୍କ ବାପା ମନା କରିବାରୁ ସେ ବାପାଙ୍କ ଗଳା କାଟି…

ଶାଶୁକୁ ମାରିଲା ଜ୍ୱାଇଁ

ଯାଜପୁର: ଜିଲ୍ଲା କୋରାଇ ଥାନା ମୁଳୁସରଗଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ଶାଶୂଙ୍କୁ ମରଣାନ୍ତକ ଆକ୍ରମଣ ଜ୍ୱାଇଁ କରିଛନ୍ତି। ଜ୍ୱାଇଁଙ୍କ ଛୁରା ମାଡ଼ରେ ଶାଶୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ଯାଜପୁର ରୋଡ଼ ମେଡିକାଲରେ ପ୍ରାଥମିକ…