Odia News Portal
Browsing Tag

new delhi

ଦିଲ୍ଲୀରେ ଦିଦି

ନୂଆଦିଲ୍ଲୀ: ଶୀତ ଅଧିବେଶନ ଆଗାମୀ ୨୯ ତାରିଖରୁ ଆରମ୍ଭ ହେବ ଯାଉଛି। ଶୀତ ଅଧିବେଶନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ଆଜି | ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସୁଛନ୍ତି। ସେଠାରେ ମମତା ତିନି ଦିନ ରହିବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀରେ ପହଞ୍ଚି…

ଖାଇବାକୁ ଡାକିଲେ, ଦୁଷ୍କର୍ମ କଲେ

ନୂଆଦିଲ୍ଲୀ: ଲଜ୍ଜା । ପୁଣି ଲଜ୍ଜା । ଥମିବାର ନାଁ ଧରୁନି ଲଜ୍ଜା । ସାମାନ୍ୟ ଦେହର ସୁଖ ଲାଗି ମଣିଷ ପାଲଟି ଯାଉଛି ନରରାକ୍ଷସ । ସମ୍ପର୍କର ମୋହ ମାୟାକୁ ଭୁଲିଯାଇ ଘଟାଉଛି ଅଘଟଣ । ତେବେ ବିଶ୍ୱାସରେ ବିଷ ଦେଇ ଦୁଷ୍କର୍ମ କରିଥିବା ଘଟଣା ନଜରକୁ ଆସିଛି । ଘଣକୁ ଖାଇବାକୁ ଡାକି ଜଣେ ଡାକ୍ତର…

ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା କୋଠା

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ନୂଆଦିଲ୍ଲୀର ସବ୍ଜି ମଣ୍ଡି ଅଞ୍ଚଳରେ ଭୁଶୁଡ଼ିଲା ୪ ମହଲା କୋଠା। ବହୁ ଲୋକ ଦବି ରହିଥିବା ଆଶଙ୍କା ରହିଛି। ଖବର ପାଇ ଦିଲ୍ଲୀ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ କରୁଛନ୍ତି। ଏଯାବତ୍ କେବଳ ଜଣେ ଲୋକଙ୍କୁ…

ପାଣିରେ ବିମାନ

ନୂଆଦିଲ୍ଲୀ:ଦିଲ୍ଲୀରେ ବାଦଲ ଫଟା ବର୍ଷା । ଆଉ ବର୍ଷା ପରେ ସ୍ଥତି ଅସମ୍ଭାଳ । ସକାଳୁ ଲଗାତର ବର୍ଷା ହେବାପରେ ଦିଲ୍ଲୀରେ ଦେଖାଦେଇଛି ଜଳସ୍ତର ବୃଦ୍ଧି ସମସ୍ୟା । ଏହା ସହ ଦକ୍ଷିଣ ଦିଲ୍ଲୀର ମହିପାଲପୁର ଏବଂ ମୁନିରକାର ରାସ୍ତା ଗୁଡ଼ିକ ମଧ୍ୟ ବର୍ଷା ପାଣିରେ ବୁଡ଼ି ରହିଥିବା ବେଳେ ଜନଜୀବନ ଅସ୍ତ…

ପାଣି ପାଣି ଦିଲ୍ଲୀ, ୪୬ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ବାଦ ଫଟା ବର୍ଷା । ଯୁଆଡେ ଯିବ ସିଆଡେ ପାଣି । ରେଲୱେ ଷ୍ଟେସନ କି ମାର୍କେଟ ସବୁଠି ଭରି ରହିଛି ପାଣି । ଶନିବାର ସକାଳେ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ହୋଇଥିବା ବର୍ଷାର ପରିମାଣ ବିଗତ ୪୬ ବର୍ଷର ରେକର୍ଡ ଭାଙ୍ଗିଛି। ଏହାର ପ୍ରଭାବ କେବଳ ରାସ୍ତାଘାଟରେ ନୁହେଁ…

ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ । ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ୧୯୬୮ ବ୍ୟାଚର ଆଇପିଏସ ଥିଲେ ଉମାଶଙ୍କର ମିଶ୍ର । ଓଡ଼ିଶାର ଏକମାତ୍ର ଆଇପିଏସ ଭାବେ ସିବିଆଇ ନିର୍ଦ୍ଦେଶକ ହୋଇଥିଲେ । ୨୦୦୩ରେ ସିବିଆଇ ନିର୍ଦ୍ଦେଶକ…

ଦିଲ୍ଲୀରେ ପ୍ରବଳ ବର୍ଷା ପାଇଁ ଟ୍ରାଫିକ୍ ଜାମ୍

ନୂଆଦିଲ୍ଲୀ: ଗତ ଦିନ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ହୋଇଛି । ଯାହାର ପ୍ରଭାବ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଦେଶର ରାଜଧାନୀ ହୋଇ ମଧ୍ୟ ଏପର୍ୟ୍ୟନ୍ତ ବର୍ଷା ସମୟରେ ରାସ୍ତାଘାଟ ଜଳମଗ୍ନ ହେବା ସହ ଟ୍ରାଫିକ ସମସ୍ୟା ଦେଖାଦେବା ସ୍ୱାଭାବିକ ହୋଇଗଲାଣି । ଦିଲ୍ଲୀରେ…

ଦିଲ୍ଲୀ ବିମାନ ବନ୍ଦରକୁ ଉଡ଼ାଇବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରକୁ ବିସ୍ଫୋରଣରେ ଉଡ଼ାଇବାକୁ ଧମକ । ଦିଲ୍ଲୀ ପୋଲିସକୁ ଅଲକାଏଦାର ଇ-ମେଲ୍ ଯୋଗେ ଧମକ । ୩ଦିନ ଭିତରେ ବିମାନ ବନ୍ଦରକୁ ଉଡ଼ାଇବାକୁ ଧମକ ଦିଆଯାଇଛି । ମେଲ ପଠାଇଥିବା ସନ୍ଦିଗ୍ଧ ନିଜକୁ ଅଲକାଏଦା ସଦସ୍ୟ କହୁଛି । ମେଲ ମିଳିବା ପରେ ବିମାନବନ୍ଦରରେ କଡ଼ା ସୁରକ୍ଷା…

ରାଜଧାନୀରେ ଖୋଲିଲା ମଲ୍ଟିପ୍ଲେକ୍ସ ଓ ସିନେମା ହଲ

ନୂଆଦିଲ୍ଲୀ: ନୂଆଦିଲ୍ଲୀ : ଆଜି ଠାରୁ ରାଜଧାନୀ ଦିଲ୍ଲୀରେ ମଲ୍ଟିପ୍ଲେକ୍ସ ଓ ସିନେମା ହଲ୍ ଖୋଲାଯାଇଥିବା ବେଳେ ଶହେ ପ୍ରତିଶତ ସିଟିଂରେ ଚାଲିଲା ମେଟ୍ରୋ ଓ ବସ୍ । ମାତ୍ର ମେଟ୍ରୋରେ କୌଣସି ବ୍ୟକ୍ତି ଠିଆ ହୋଇ ଯାଇପାରିବେ ନାହିଁ ବୋଲି ଦିଲ୍ଲୀ ସରକାର ଗାଇଡଲାଇନ ଜାରି କରିଛନ୍ତି । ଡିଡିଏମଏ…

ଶସ୍ତାହେଲା ସୁନାଦର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ହେବା କାରଣରୁ ଅନୁରୂପ ଭାବେ ଦିଲ୍ଲୀ ସର୍ରାଫା ବଜାରରେ ଗୁରୁବାର ସୁନା ପ୍ରତି ୧୦ ଗ୍ରାମ ପିଛା ୨୦୮ ଟଙ୍କା ଶସ୍ତା ହୋଇଛି । ସେହିଭଳି ରୂପା ମୂଲ୍ୟରେ ୧୧୪୩ ଟଙ୍କା କିଲୋଗ୍ରାମ ପ୍ରତି ହ୍ରାସ ହୋଇଥିବା ରେକର୍ଡ କରାଯାଇଛି । ଋିପୋର୍ଟ…