Odia News Portal
Browsing Tag

new rule

ରାଜ୍ୟରେ ସଂକ୍ରମଣ ବଢ଼ିଲେ ମାସ୍କ ଲାଗି ନୂଆ ନିୟମ ଆସିପାରେ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କରୋନା ରୋକିବା ପାଇଁ ମାସ୍କ ପିନ୍ଧିବା ସହ ଭିଡରୁ ଦୂରେଇ ରହିବା ଦରକାର । ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଆମକୁ ବି ସତର୍କ ରହିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଦିଲ୍ଲୀ, ପଞ୍ଜାବରେ ସଂକ୍ରମଣ ହାର ବଢିବା ପରେ ମାସ୍କ ପୁଣି ବାଧ୍ୟତାମୂଳକ…

ଆକ୍ସନ ମୁଡ଼ରେ ଗଞ୍ଜାମ ଜିଲ୍ଲାପାଳ, ଟିକା ନ ନେଲେ ଦୋକାନ ବନ୍ଦ

ଗଞ୍ଜାମ: ପୁଣି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସବୁବେଳେ ନିଆରା ନିଷ୍ପତି ଲାଗି ସେ ଚର୍ଚ୍ଚାରେ ରହିଥାନ୍ତି । ତେବେ ଆଜି ପୁଣି ଏକ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲାପାଳ । ଏଣିକି ସମସ୍ତ ଦୋକାନୀ ଟିକା ନେବା ବାଧ୍ୟତା ମୂଳକ କରିଛନ୍ତି । ଟିକା ନଦେଲେ ଦୋକାନ…

୧୫ରୁ ଗୁଜୁରାଟରେ ଲାଗୁହେବ ଲଭ୍‌ଜିହାଦ ଆଇନ୍‌

ଅହମଦାବାଦ: ଆସନ୍ତା ୧୫ ତାରିଖରୁ ଗୁଜୁରାଟରେ ଲାଗୁ ହେବାକୁ ଯାଉଛି ଲଭହିହାଦ୍ ଆଇନ୍ । ଏନେଇ ଆଜି ସୂଚନା ଦେଇଛନ୍ତି ଆଚାର୍ଯ୍ୟ ଦେବବ୍ରତ । ଲଭ୍ ଜିହାଦ୍ ଆଇନ୍ ଆସନ୍ତା ଜୁନ୍ ୧୫ ତାରିଖ ଠାରୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ଏହି ଆଇନକୁ ରାଜ୍ୟରେ ଲାଗୁ ହେବାକୁ ଯାଉଥିବା ଏହି ଆଇନ୍ ବଳରେ…