ଜୀବିକା ଉଜାଡ଼ି ଦେଇଛି କରୋନା
ନୂଆପଡ଼ା: ଦୁର୍ଦ୍ଦିନରେ କୁମ୍ଭାର ପରିବାର । ଯିଏ ଦିନେ ମାଟିକୁ ଜୀବନ ଦେଉଥିଲା ଆଜି ତାରି ଜୀବନ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇ ଯାଇଛି । ତାଲାବନ୍ଦର ପ୍ରଭାବରେ ଜୀବନ ଜିବିକା ଲକ୍ ହୋଇ ଯାଇଥିବା ବେଳେ ବେଶୀ ପ୍ରଭାବିତ ହୋଇଛି କୁମ୍ଭାର ଶିଳ୍ପ । ହାଟ ବଜାର ସବୁଆଡ ବନ୍ଦ ଥିବାରୁ ମାଟି ତିଆରି!-->…