Odia News Portal
Browsing Tag

nuapada

ନୂଆପଡ଼ାରେ ନିର୍ମାଣ ହେବ ପବ୍ଲିକ ପ୍ଲାଜା

ନୂଆପଡ଼ା: ଜିଲ୍ଲାରେ ନିର୍ମାଣ ହେବ ପବ୍ଲିକ ପ୍ଲାଜା । ତେଲପଡ଼ା ଶିବମନ୍ଦିର ପାଖରେ ଥିବା ପୋଖରୀର ହେବ ସୌନ୍ଦର୍ଯ୍ୟ କରଣ । ସ୍ଥାନୀୟ ସହରର ପାରମ୍ପାରିକ ଜଳ ଉତ୍ସର ଉନ୍ନତୀକରଣ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ଥାନୀୟ ତେଲିପଡା…

ନୂଅପଡ଼ା ଜିଲ୍ଲାରେ ମେଟ୍ରିକ୍ ପରୀକ୍ଷା ପାସ୍ ହାର ୯୭.୫୬% , ଦୁଇ ଜଣ ଛାତ୍ରୀ ଏ ୱାନ୍

ନୁଆପଡା: ପ୍ରକାଶ ପାଇଛି ମେଟ୍ରିକ ରେଜଲ୍ଟ । କରୋନା ସଂକ୍ରମଣ ର ଭୟ ଯୋଗୁଁ ଚଳିତ ବର୍ଷ ବିନା ପରୀକ୍ଷାରେ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ କ୍ୟାରିୟର୍ କୁ ନେଇ ଚିନ୍ତା କରୁଥିବା ଛାତ୍ରଛାତ୍ରୀ ଙ୍କ ଅଶାନ୍ତ ମନରେ ଆଣିଛି ଅନେକ ଉତ୍ସାହ। ନୁଆପଡା ଜିଲ୍ଲା ରେ ଚଳିତ ବର୍ଷ ପାସ୍ ହାର ୯୭.୫୬ %…

ମଦୁଆ ସ୍ୱାମୀର ନିର୍ଯାତନା ସହି ନପାରି ୫ଝିଅଙ୍କ ସହ ଆତ୍ମହତ୍ୟା କଲେ ମହିଳା

ନୂଆପଡ଼ା: ପାରିବାରିକ କଳହର କରୁଣ ପରିଣତି । ମଦୁଆ ସ୍ୱାମୀର ଅକଥନୀୟ ନିର୍ଯାତନାକୁ ସହିପାରିଲେନି ସ୍ତ୍ରୀ । ପ୍ରତିଦିନ ମଦ ପିଇ ଘରକୁ ଆସି ଝଗଡ଼ା କରିବା ସହ ମାର ଧର କରୁଥିଲା ସ୍ୱାମୀ । ଶେଷରେ ୫ଜଣ ଝିଅଙ୍କୁ ନେଇ ଟ୍ରେନ ଆଗରେ ଡେଇଁ ପଡ଼ିଲେ ମହିଳା । ନୂଆପଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ…

ବିସ୍ଥାପିତଙ୍କୁ ମିଳିନି ମୌଳିକ ସୁବିଧା

ନୂଆପଡା: ଭିଟାମାଟି ଗଲା । ଜମିବାଡି ବି ଗଲା । ନିର୍ମାଣ ହେଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ହେଲେ ବିସ୍ଥାପତିଙ୍କୁ ମିଳିଲାନି ମୌଳିକ ସୁବିଧା । ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଠିକ୍ ଅହାର ୨୦ ବର୍ଷ ପରେ ଅର୍ଥାତ ୨୦୨୦…