Odia News Portal
Browsing Tag

odisha assembly

ଚପଲ ଫିଙ୍ଗା ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସର ଉଦବେଗ

ଭୁବନେଶ୍ୱର: ବାଚସ୍ପତିଙ୍କୁ ଚପଲ ଫିଙ୍ଗା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ। ଉଦବେଗ ପ୍ରକାଶ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ। ଶାସକ ଦଳ ସଦସ୍ୟ ଭୁପିନ୍ଦର ସିଂ କହିଛନ୍ତି ଘଟଣା ଅତ୍ୟନ୍ତ ଦୁଖଦାୟକ। ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବରେ ଦେଶରେ ସବୁଦୃଷ୍ଟିରୁ ସମ୍ନାନ ରହିଛି। ଆପଣଙ୍କ…

ରାଜ୍ୟରେ କମିବକି ବିଜୁଳି ଦର ?

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ବିବୃତି ରଖିଲେ ଶକ୍ତି ମନ୍ତ୍ରୀ | ବିଧାନସଭାରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତି | ଓଇଆରସିରେ ଆବେଦନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର |ତେବେ ବିଜୁଳି ଦର ବୃଦ୍ଧି ନେଇ ଆଜି ଅଚଳ ହୋଇଥିଲା ବିଧାନସଭା |ଆଜି ଉଭୟ…

ବିଧାନସଭାରେ ଗାନ୍ଧୀଙ୍କ ଚର୍ଚ୍ଚା: ପ୍ରଦୀପ୍ତଙ୍କ ବିବୃତିରେ ୩ ମୁଖ୍ୟ ପ୍ରସଙ୍ଗ

ଭୁବନେଶ୍ବର: ମହାତ୍ମା ଗାନ୍ଧୀ ଓଡ଼ିଶା ଆସିବାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆଜି ବିଧାନସଭାରେ ଗାନ୍ଧୀଙ୍କ ଚର୍ଚ୍ଚା ହୋଇଥିଲା । ମହାତ୍ମା ଗାନ୍ଧୀ ଓଡ଼ିଶା ଆସିବା ଅବସରରେ ଇତିହାସରେ କ’ଣ ଘଟିଥିଲା ତାକୁ ଉପସ୍ଥାପନ କରିବା ଯେତିକି ଜରୁରୀ,ତାଙ୍କ ନୀତି ଓ ବିଚାରକୁ ଆମେ କେତେ ଦୂର ପାଳନ…

୩୧ ସୁଦ୍ଧା କିଣାଯିବ ପଞ୍ଜିକୃତ ଚାଷୀଙ୍କ ଧାନ: ମନ୍ତ୍ରୀ

ଭୁବନେଶ୍ୱର: ଲଗାତାର ୬ ଦିନ ଧରି ଗୃହରେ ଅଚଳ ଅବସ୍ଥା ପରେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି |ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୃହରେ ଧାନ କିଣା ପ୍ରସଙ୍ଗକୁ ନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, ଏବେ ବି…