ଆଡ଼ିବନ୍ଧ ପାଇଁ ୨୭୩୮ କୋଟି: ୫ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର
ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା’କୁ ତୃତୀୟ ପର୍ଯ୍ୟାୟରେ ପୁଣି ସମ୍ପ୍ରସାରଣ କରାଯାଇଛି। ଏଥର ପାଞ୍ଚ ବର୍ଷ ପାଇଁ ଅର୍ଥାତ ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୨୭୩୮ କୋଟି ଟଙ୍କା ବରାଦ କରାଯାଇଛି। ଆଜି କ୍ୟାବିନେଟ୍ ବୈଠକରେ ଏହି ଯୋଜନାରେ ମୋହର ବାଜିଛି। ପାଞ୍ଚ…