Odia News Portal
Browsing Tag

odisha news

କରୋନା କଟକଣା ଭିତରେ ଗଡ଼ିବ ପାସେଞ୍ଜର/ମେମୁ ଟ୍ରେନ୍‌

ଭୁବନେଶ୍ବର: କରୋନା କଟକଣା ମଧ୍ୟରେ ଆସିଲା ଯାତ୍ରୀଙ୍କ ପାଇଁ ଖୁସି ଖବର। ପାସେଞ୍ଜର/ମେମୁ ଟ୍ରେନ୍‌ ଚଳାଚଳ ହେଉ ନ ଥିବାରୁ ଯାତ୍ରୀ ହଇରାଣ ହେଉଥିବା ନେଇ ଖବର ପ୍ରକାଶ ପାଇବା ପରେ ପୂର୍ବତଟ ରେଳପଥ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ବର ଓ

ଶ୍ରୀମନ୍ଦିରକୁ ପୁଣି ଫେରିପାରେ ଦର୍ଶନ କଟକଣା!

ପୁରୀ: ଶ୍ରୀମନ୍ଦିରକୁ ପୁଣି ଫେରିପାରେ ରବିବାରିଆ ଦର୍ଶନ କଟକଣା ।ତେବେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି । ଆଗାମୀ ସପ୍ତାହରୁ ଲାଗିପାରେ ଏହି କଟକଣା । ଶ୍ରୀମନ୍ଦିର ପ୍ରଶାସନ ଦିନ ସ୍ପଷ୍ଟ କରିନଥିଲେ ମଧ୍ୟ କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି

ଖରାଦିନେ ତ୍ଵଚାର ସୁରକ୍ଷା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ…

ଭୁବନେଶ୍ବର: ଖରାଦିନେ ଚେହେରାରେ ଚମକ ଆଣିବା ପାଇଁ ଆପଣ ଅନେକ କିଛି କରିବା ସହିତ ବେଳେବେଳେ ମହଙ୍ଗା ପ୍ରଡକ୍ଟସ ମଧ୍ୟ ବ୍ୟବହାର କରିଥାନ୍ତି । ଯାହାକି ଚେହେରାକୁ ଅଧିକରୁ ଅଧିକ ଖରାପ କରିଥାଏ । ଏଥିପାଇଁ ଚେହେରାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଣିବା ପାଇଁ ଆୟୁର୍ବେଦିକ ଉପଚାର ସବୁଠାରୁ ବେଷ୍ଟ

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଛାଡିବାକୁ ନାରାଜ କର୍ମଚାରୀ

ଭୁବନେଶ୍ୱର: ଚାକିରିରେ ଯୋଗଦେବା ଦିନଠାରୁ ଗୋଟିଏ ସ୍ଥାନରେ କାମ କରୁଛନ୍ତି । କାହାର ୨୫ ବର୍ଷ ତ ଆଉ କାହାର ୩୦ବର୍ଷ । ପ୍ରଥମ ଶ୍ରେଣୀ ପାହ୍ୟାର ଅଫିସରଙ୍କ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ୧୨୦ଜଣ କର୍ମଚାରୀ କେହିହେଲେ ଦପ୍ତର ଛାଡିଯିବାକୁ ନାରାଜ । ଯେତେ ଅଭିଯୋଗ ଆସିଲେ ବି ସରକାର

ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ସମୟରେ ଦେଶରେ ଦିନକୁ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଆୟତ କରିବାକୁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ମୁତାବକ, ଏପ୍ରିଲ