Odia News Portal
Browsing Tag

odisha news

ଯାତ୍ରୀବାହୀ ବସ୍ -ଟ୍ରକ୍ ମୁହାଁମୁହିଁ ଧକ୍କା,‌ ଜଣେ ମୃତ

ନବରଙ୍ଗପୁର: ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ।ଆନ୍ଧ୍ରର ସୋମପେଟାରେ ଘଟିଛି ଏହି ସାଙ୍ଘାତିକ ବସ ଦୁର୍ଘଟଣା। ଆଜି ଭୋରରେ ଯାତ୍ରୀବାହୀ ବସ ସହିତ ଟ୍ରକ୍ ମୁହାଁମୁହିଁ ହୋଇଛି। ମୁହାଁମୁହିଁ ହେବା ଫଳରେ ପବସଟି ପୁରା ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା

ଖରାଦିନେ ନିହାତି ଖାଆନ୍ତୁ ତରଭୁଜ, ଏହି ସମସ୍ୟାରୁ ମିଳିବ ମୁକ୍ତି…

ଭୁବନେଶ୍ବର: ତରଭୁଜ ଗ୍ରୀଷ୍ମ ଋତୁର ଫଳ। ଏହାର ସ୍ୱାଦ ମିଠା ଏବଂ ରସଯୁକ୍ତ। ତରଭୁଜରେ ପାଖାପାଖି ୯୨ ପ୍ରତିଶତ ପାଣି ଓ ୮ ପ୍ରତିଶତ ଚିନି ରହିଛି।ତେବେ ଯଦି ଆପଣ ମଧ୍ୟ ଖାଇବାକୁ ଭଲ ପାଆନ୍ତି ତେବେ ଜାଣି ରଖନ୍ତୁ ତରଭୁଜର କିଛିଟା ଚମତ୍କାରିତା । ଯାହା ଦ୍ୱାରା ଆପଣ ରହିବେ ସବୁ ବେଳେ ସତେଜ ।

ଜଳୁଛି ଗଡଖୋର୍ଦ୍ଧା ଜଙ୍ଗଲ

ଖୋର୍ଦ୍ଧା: ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାକୁ ନେଇ ରାଜନୈତିକ ସରଗରମ ରହିଥିବା ସମୟରେ ସହରୀ ଜଙ୍ଗଲରେ ଲାଗିଛି ନିଆଁ । ଏପଟେ ଖୋର୍ଦ୍ଧା ବରୁଣେଇ ପାହାଡ ସଂଲଗ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ଗଡଖୋର୍ଦ୍ଧା ନିକଟ ଜଙ୍ଗଲ ଜଳୁଛି । Barunei Temple

ଆଉ ୭୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୧୯୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

ହୋଲଡ଼ିଂ ଟ୍ୟାକ୍ସ ନଦେଲେ ଘର ହେବ ନାହିଁ ସିଲ୍: ବିଏମସି

ଭୁବନେଶ୍ୱର: ହୋଲଡ଼ିଂ ଟ୍ୟାକ୍ସ ନଦେଲେ ଘର ସିଲ୍ ହେବ ନାହିଁ । ଘର ସିଲ୍ ହେବା ଖବର ସମ୍ପୂର୍ଣ୍ଣ ମିଛ । ଏଭଳି କୌଣସି ଚିଠି ବିଏମସି ପକ୍ଷରୁ ଜାରି କରାଯାଇନାହିଁ ବୋଲି କହିଛନ୍ତି ବିଏମସି ରେଭେନ୍ୟୁ ଡେପୁଟି କମିଶନର, ଶ୍ରୀମନ୍ତ ମିଶ୍ର । ସେ କହିଛନ୍ତି ଯେ, ଜନସାଧାରଣ ବ୍ୟସ୍ତ ହେବା

ଜିରୋ ଇନଫେକସନ ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଯେ, କରୋନାକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଓଡ଼ିଶା ଭଲ ସ୍ଥିତିରେ ଅଛି । ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ଏବଂ ଆମର ଦୈନିକ ସଂକ୍ରମଣ ୧୦୦