Odia News Portal
Browsing Tag

odisha news

ଅନୁଭବ-ଅପରାଜିତାଙ୍କ ବାଇ-ଲ ଯୁଦ୍ଧ

ଭୁବନେଶ୍ୱର: ୨ ସାଂସଦଙ୍କ ମଧ୍ୟରେ ଟ୍ୱିଟ ୱାର | ଭୁବନେଶ୍ୱର ସାଂସଦ ଅପରାଜିତା ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ଭିତରେ ଦେଖିବାକୁ ମିଳିଛି ଟ୍ୱିଟ ୱାର । ବାଇ-ଲ ପ୍ରସଙ୍ଗକୁ ନେଇ ଦୁଇ ନେତା ଏବେ ଟ୍ୱିଟରରେ ମୁହାଁମୁହିଁ । ଶନିବାର ବାଇ-ଲ ପ୍ରସଙ୍ଗକୁ ନେଇ ବିଜେଡି ନେତା କେନ୍ଦ୍ର

କର୍ଲାପାଟରେ ବିଲୋପ ହୋଇଯିବେ କି ହାତୀ ?

କଳାହାଣ୍ଡି: କର୍ଲାପାଟରେ ହାତୀ ମଡ଼କ | ୧୩ ଦିନ ମଧ୍ୟରେ ଆଖି ବୁଜିଲେଣି ୫ ହାତୀ | ପୂର୍ବରୁ ୪ ହାତୀଙ୍କ ମୃତ୍ୟୁ ହୋଇ ସାରିଥିବା ସମୟରେ ଆଉ ଏକ ହାତୀ ଅସୁସ୍ଥ ଥିଲା। ତେବେ ଆଜି ଆଉ ଏକ ହାତୀର ମୃତ୍ୟୁ ଘଟିଛି | ତେବେ ହାତୀଙ୍କ ମୃତ୍ୟୁ ହାମରେଜ୍ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ଘଟୁଥିବା

କଟାମୁଣ୍ଡ ମାମଲା: ଡେମୋ ଦେଖାଇଲେ ଅଭିଯୁକ୍ତ

ଭୁବନେଶ୍ୱର: ରାଜଧାନୀରେ ମୁଣ୍ଡବିହୀନ ହତ୍ୟା ମାମଲାର ସିନ ରିକ୍ରିଏସନ କଲା ପୋଲିସ । ହତ୍ୟାର ୨ ଅଭିଯୁକ୍ତଙ୍କୁ ଧରି ଫୁଲେଶ୍ୱରୀ ବସ୍ତିକୁ ନେଇ ସିନ ରିକ୍ରିଏସନ କଲା ପୋଲିସ । ପୁଷ୍ପଲତାଙ୍କୁ ସଂଜୟ କିପରି ହତ୍ୟା କରିଥିଲା ସେ ନେଇ ଗୋଟି ଗୋଟି କରି ଡୋମୋ ଦେଖାଇଛି ଅଭିଯୁକ୍ତ ।

ଅହିରାଜ-ନେଉଳ ଲଢେଇ, ଜୀବନ ବିକଳରେ ସାପ……

ବାଲେଶ୍ଵର: ସାପ-ନେଉଳର ଘମାଘୋଟ ଲଢେଇ |ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ଦେଖିବାକୁ ମିଳିଛି ସାପ-ନେଉଳ ଫାଇଟ । ଏକ ବିରାଟକାୟ ଅହିରାଜ ସାପ ସହ ନେଉଳର ଘମାଘୋଟ ଲଢେଇ ଚାଲିଥିବା ଦେଖିବାକୁ ମିଳିଥିଲା । ଅହିରାଜକୁ ଦେଖିଲେ ଯେ କେହି

ହିଟମ୍ୟାନ୍ ରୋହିତଙ୍କ ଦମଦାର ଶତକ

ଚେନ୍ନାଇ: ଟେଷ୍ଟ ମ୍ୟାଚରେ ରୋହିତ ଶର୍ମାଙ୍କ ଦମଦାର ଶତକ | ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ଅର୍ଜନ କରିଛନ୍ତି । ରୋହିତ ଓପନିଂରେ ଆସି ଦମଦାର୍ ବ୍ୟାଟିଂ କରିଥିଲେ । ୧୩୦ ବଲରୁ ଶତକ କରିଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା ।

ହାତୀ ମୃତ୍ୟୁ କାରଣ ଖୋଜୁଛି ବିଶେଷଜ୍ଞ ଟିମ୍

କଳାହାଣ୍ଡି: କର୍ଲାପାଟରେ ହାତୀ ମୃତ୍ୟୁକୁ ନେଇ ବଢ଼ିଲାଣି ଚିନ୍ତା। ଗତ ୧୨ ଦିନ ମଧ୍ୟରେ ଏହି ଅଭୟାରଣ୍ୟରେ ୪ ମାଈ ହାତୀ ଆଖି ବୁଜି ସାରିଥିବା ବେଳେ ଆଉ ଏକ ହାତୀ ଅସୁସ୍ଥ ଅଛି। କାହିଁକି ଏହି ଅଭୟାରଣ୍ୟରେ ଗୋଟିଏ ପରେ ଗୋଟିଏ ହାତୀଙ୍କ ମୃତ୍ୟୁ ହେଉଛି, କାରଣ ଖୋଜିବାକୁ ଆଜି କର୍ଲାପାଟରେ

ଫଟୋ ଭାଇରଲ ଘଟଣାର ତଦନ୍ତ ନିର୍ଦ୍ଦେଶ

ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ଭାଇରଲ ଘଟଣାର ହେବ କଡା ତଦନ୍ତ । ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ | ପୁଣି ଶ୍ରୀମନ୍ଦିର ଭିତରର ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେବାପରେ ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଛି ବଡ଼ ପ୍ରଶ୍ନ | ସୋସିଆଲ୍‌ ମିଡିଆରେ ମନ୍ଦିରର ଫଟୋ ଛଡ଼ା

ଓଡ଼ିଶାର କୋଟିଆରେ ଆନ୍ଧ୍ର ନିର୍ବାଚନ

କୋରାପୁଟ: କୋଟିଆରେ ଚାଲିଛି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ । ନିର୍ବାଚନ ବନ୍ଦ ପାଇଁ କୋରାପୁଟ ଜିଲ୍ଲାପାଳ ବିଜୟନଗରମ୍‌ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ମଧ୍ୟ ଆନ୍ଧ୍ର ନିଜ ଜିଦ୍‌ରେ ରହିଛି ଅଟଳ । ଆନ୍ଧ୍ର ଦ୍ୱାରା ଗଠିତ ଫାଟୁସେନେରି ପଞ୍ଚାୟତରେ ଚାଲିଛି ଭୋଟ୍ ଗ୍ରହଣ କାର୍ଯ୍ୟକ୍ରମ ।

କଳାହାଣ୍ଡି ପରେ ଫୋକସରେ ସୁନ୍ଦରଗଡ

ରାଉରକେଲା: ଫୋକସରେ ସୁନ୍ଦରଗଡ ଜିଲ୍ଲା । କରୋନା କଟକଣା ହଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ଆସନ୍ତା ୧୬ ତାରିଖରେ ରାଉରକେଲାକୁ ଦିନିକିଆ ଗସ୍ତରେ ଯାଉଛନ୍ତି ।ତେବେ ଏଥର ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଅଛି ସୁନ୍ଦରଗଡ ଜିଲ୍ଲାର ବିକାଶ | ସେନେଇ ବିଭିନ୍ନ ଯୋଜନାରେ ନବୀନ

ଉତ୍ତର ଭାରତରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଭୂକମ୍ପ ଝଟକାରେ ଥରିଲା ଉତ୍ତର ଭାରତ। ଶୁକ୍ରବାର ରାତିରେ ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ଭୂକମ୍ପର ଝଟକା ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ବୋଲି ମପାଯାଇଛି । ଭୂମିକମ୍ପର ପ୍ରଭାବ ହରିୟାଣା, ରାଜସ୍ଥାନ, ଜାମ୍ମୁ କାଶ୍ମୀରରେ ପଡ଼ିଛି। ଭୂକମ୍ପର କେନ୍ଦ୍ର