Odia News Portal
Browsing Tag

odisha news

୧୨୪୨ କୋଟିର ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର: କ୍ୟାବିନେଟ ବୈଠକରେ ୮ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମୋହର ବାଜିଛି ।ବୈଠକରେ ୧୨୪୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।ତେବେ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ପ୍ରକଳ୍ପକୁ ଅନୁମତି ମିଳିଛି ।ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟର ୩୧୩୫ ଜଣଙ୍କୁ ନୂଆ

ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତିଙ୍କ ସ୍ୱାଗତ

ପୁରୀ: ବାଇ-ଲ ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତିଙ୍କ ସ୍ୱାଗତ | ଶ୍ରୀ ଜଗନ୍ନାଥ ମନ୍ଦିରରେ ବାଇ-ଲ ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତି ମହାରାଜା ସ୍ୱାଗତ କରିଛନ୍ତି । ଏହା ବ୍ୟତୀତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କିତ କୌଣସି ପଦକ୍ଷେପ ନେବା ପୂର୍ବରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଲୋଚନା

ସୁପ୍ରିମକୋର୍ଟ ଯିବେ ଓଡ଼ିଶା ସରକାର

କୋରାପୁଟ: କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯିବେ ଓଡ଼ିଶା ସରକାର| କୋଟିଆରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ମୁହାଁ ହୋଇଛନ୍ତି ଓଡ଼ିଶା ସରକାର। ଏନେଇ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ କରିବାକୁ ରାଜ୍ୟ ସରକାର ପ୍ରାରମ୍ଭିକ ପ୍ରସ୍ତୁତି ଚଳାଇଛନ୍ତି।

ନୀତିଶଙ୍କ ମନ୍ତ୍ରୀମଣ୍ଡଳରେ ୧୭ ନୂଆ ଚେହେରା

ବିହାର: ନୀତିଶ ସରକାର ନିଜର ମନ୍ତ୍ରୀମଣ୍ଡଳ ବିସ୍ତାର କରିଛନ୍ତି । ମଙ୍ଗଳବାର ଆଉ ୧୭ ଜଣ ନେତା ନୀତିଶ ସରକାରରେ ମନ୍ତ୍ରୀ ପଦ ପାଇବା ସହିତ ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ଭାଳିବା ଆରମ୍ଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପି ନେତା ଶହନବାଜ୍ ହୁସେନଙ୍କୁ ନୀତିଶ

ଅଭିନେତା ରାଜୀବ କପୁରଙ୍କ ପରଲୋକ

ନୂଆଦିଲ୍ଲୀ: ଋଷି କପୁର ଏବଂ ରଣଧୀର କପୁରଙ୍କ ସାନ ଭାଇ ରାଜୀବ କପୁରଙ୍କ ପରଲୋକ । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ସମୟରେ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚେମ୍ବୁରର ଇନଲାକ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା

ଘରୋଇ ମାଟିରେ ଟିମ ଇଣ୍ଡିଆର ହାର

ଚେନ୍ନାଇ: ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ । ୨୨୭ ରନରେ ଭାରତ ଇଂଲଣ୍ଡଠାରୁ ପରାଜୟବରଣ କରିଛି ।ତେବେ ଏହି ବିଜୟ ସହ ଇଂଲଣ୍ଡ ୪ ଟିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି । ଦୀର୍ଘ ୪ ବର୍ଷ ପରେ ଭାରତ ଘରୋଇ ମାଟିରେ ଏହି ଟେଷ୍ଟ ମ୍ୟାଚ

ପୋଲିସ କବଜାରେ ଫେରାର୍ ଦୀପ୍‌ ସିଦ୍ଧୁ

ନୂଆଦିଲ୍ଲୀ: ପୋଲିସ ହାତରେ ଧରିପଡିଲେ ଦୀପ୍‌ ସିଦ୍ଧୁ । ଦିଲ୍ଲୀ ହିଂସା ଘଟଣାର ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦୀପ ସିଦ୍ଧଙ୍କୁ ଗିରଫ କରିଛି। ତେବେ ସିଦ୍ଧୁଙ୍କୁ ଧରାଇବା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଦିଲ୍ଲୀ ପୋଲିସ। ଜାନୁଆରୀ

୧୫ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ୧୫ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ । ୧୫ ତାରିଖ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା । ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ଦଳ । ପିସିସି ସଭାପତି ନିରଞ୍ଜନ

ଉତ୍ତରାଖଣ୍ଡରେ ଓଡ଼ିଆ ଯୁବକ ନିଖୋଜ

ଭଦ୍ରକ : ଦେବଭୂମି ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ଚାନ୍ଦବାଲି ବ୍ଲକରେ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାଯାଇଛି। ତେବେ ପ୍ରାପ୍ତ ଖବର ଅନୁଯାୟୀ ବାଂଶଡା ଥାନା ଯଶିପୁର ପଂଚାୟତ କୁଦକାନ୍ଥି ଗାଁର ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସ, ସେ ଉତ୍ତରାଖଣ୍ଡ ଠାରେ ଥିବା ଋଷିଗଙ୍ଗା ଶକ୍ତି

ପୁରୀରେ ଫେଲ୍‌ ମାରୁଛି ବିଜେପିର ରଣନୀତି

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ବିଜେପିର ରଣନୀତି ବାରମ୍ବାର ଫେଲ୍‌ ମାରୁଛି ।ବିଭିନ୍ନ ପ୍ରସଙ୍ଗକୁ ଆଳ କରି ସରକାରଙ୍କୁ ଘେରିବାାଇଁ ଯେତେ ଯାହା କଲେ ବି ତାହା ଦାନା ଧରୁନାହିଁ । ସାଧାରଣ ଲୋକେ ବି ବିଜେପି ସହିତ ପୁରୀ ଯିବା ପାଇଁ ରାଜି ନୁହନ୍ତି । ଏଭଳି ବିଫଳତାକୁ ସାଧାରଣ ଲୋକେ ‘ସବୁ