Odia News Portal
Browsing Tag

odisha news

ରାଜ୍ୟରେ ଆଉ ୧୭୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୮ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୩୧୨୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

୯ ଦିନ ପରେ ମିଳିଲା ଗଳିତ ମୃତଦେହ

ରାୟଗଡା: ନିୟମଗିରିରେ ହତ୍ୟା । ୯ ଦିନ ପରେ ମିଳିଲା ଗଳିତ ମୃତ ଦେହ । ହତ୍ୟା ସନ୍ଦେହରେ ଦୁଇ ଜଣକୁ ଅଟକ ରଖିଛି ପୋଲିସ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ନିୟମଗିରି ପର୍ବତ ଅଞ୍ଚଳରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରା ଯାଇଥିବା ଜଣା ପଡ଼ିଛି । ମୁନିଗୁଡ଼ା ପୋଲିସ ଖବର ପାଇ ମଣ୍ଡା ଗାଁ

ଭଦ୍ରକରେ ଟିକାକରଣର ମହା ଅଭିଯାନ

ଭଦ୍ରକ: ମହାମାରୀ କରୋନା ବିରୋଧରେ ଆରମ୍ଭ ହୋଇଛି ମହା ଅଭିଯାନ | ଶେଷ ଲଢେଇ ସଦୃଶ ଆଜିଠୁ ଦେଶ ସମେତ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଏହି କ୍ରମରେ ଆଜି ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଛି ଟିକାକରଣ| ଜିଲ୍ଲାରେ ପ୍ରଥମ ପର୍ଯାୟରେ ୮,୫୬୬ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ଟିକାକରଣ

ରବିବାର ଦିଆଯିବ ନାହିଁ ଟିକା

ଭୁବନେଶ୍ୱର: କରୋନା ବିରୁଦ୍ଧରେ ଆରମ୍ଭ ହୋଇଯାଇଛି ମହାସମର | ସାରା ଦେଶ ସମେତ ରାଜ୍ୟରେ ଆରମ୍ଭ ହୋଇଛି ଟିକାକରଣ ।ତେବେ ରାଜ୍ୟରେ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟା ସକାଳ ସାଢେ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ମୋଟ ୧୬୧ଟି ଟିକାକରଣ କେନ୍ଦ୍ରରେ ଦିଆଯାଉଛି କରୋନା

ଟିକାକରଣର ଫିଡବ୍ୟାକ୍‌ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଫିଡବ୍ୟାକ୍‌ ନେଲେ ମୁଖ୍ୟମନ୍ତ୍ରୀ | ଟିକାକରଣ ନେଇ ଫିଡବ୍ୟାକ୍‌ ନେଲେ ମୁଖ୍ୟମନ୍ତ୍ରୀ ନବୀନ | ଭିଡ଼ିଓ କନଫରେନସିଂ ଜରିଆରେ ବିଭିନ୍ନ ହସ୍ପିଟାଲରୁ ଫିଡବ୍ୟାକ୍‌ ନେଇଛନ୍ତି | ଭିଡ଼ିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ନେଇଥିବା ସଫେଇ

କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ

ଭୁବନେଶ୍ୱର: କରୋନା ବିରୁଦ୍ଧରେ ମହାସମର | ସାରା ଦେଶ ସମେତ ରାଜ୍ୟରେ ଆରମ୍ଭ ହୋଇଛି ଟିକାକରଣ । ରାଜ୍ୟରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ଟିକାକରଣ |ତେବେ ପ୍ରଥମେ ଜଣେ ସଫେଇ କର୍ମଚାରୀଙ୍କୁ ଦିଆଯାଇଛି କରୋନା ମହାମାରୀର ପ୍ରଥମ ଟିକା। ପ୍ରଥମ ପର୍ଯାୟରେ ପ୍ରାୟ ରାଜ୍ୟର ୧