ରକ୍ତ ରଞ୍ଜିତ ହେବ ସୁଲିଆ ପୀଠ
ବଲାଙ୍ଗୀର: ବଲାଙ୍ଗିର ପ୍ରସିଦ୍ଧ ସୁଲିଆ ଯାତ୍ରା ଆୟୋଜନ ନେଇ ନିଷ୍ପତ୍ତି । ୧୯ ତାରିଖରେ ସୁଲିଆ ଯାତ୍ରା ହେବ । ଖଇରିଗୁଡ଼ା ଠାରେ ସୁଲିଆ ଯାତ୍ରା କମିଟି ପକ୍ଷରୁ ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ସବୁଥର ଭଳି ଏଥର ମଧ୍ୟ ବଳି ପକାଯିବ ବୋଲି ନିଷ୍ପତ୍ତି ହୋଇଛି। କୋଭିଡ଼ କଟକଣା ମାନି!-->…
