Odia News Portal
Browsing Tag

odisha news

ନାର୍କୋ ଟେଷ୍ଟକୁ ପରୀ ଅଭିଯୁକ୍ତର ନା

ନୟାଗଡ଼: ନାର୍କୋ ଟେଷ୍ଟକୁ ନାବାଳକ ଅଭିଯୁକ୍ତଙ୍କ ନା| ନାର୍କୋ ଟେଷ୍ଟ ନିମନ୍ତେ ଅମଙ୍ଗ ହେଲେ ଅଭିଯୁକ୍ତ । ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଏସ୍‌ଆଇଟି ଦ୍ୱାରା ଗିରଫ ନାବାଳକ ଅଭିଯୁକ୍ତ ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର ହୋଇଥିବା ବେଳେ ସେଠାରେ ନାର୍କୋ ଟେଷ୍ଟ

ବଢ଼ିଲା ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ସମୟ ସୀମା

ଭୁବନେଶ୍ୱର:ରାଜ୍ୟ ସରକାର ଲର୍ଣ୍ଣର ଲାଇସେନ୍ସ ସମୟ ସୀମା କୁ ବୃଦ୍ଧି କରିଛନ୍ତି | ଯେଉଁ ଲର୍ଣ୍ଣର ଲାଇସେନ୍ସର ସମୟ ସୀମା ୨୦୨୦ ଡିସେମ୍ବର ୩୧ ତାରିଖରେ ଶେଷ ହେଉଥିଲା ତାର ସମୟ ସୀମା |ଆଉ 3 ମାସ ଅର୍ଥାତ ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ସମୟସୀମା ବୃଦ୍ଧି

୩ରୁ ଖୋଲିବ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ

ପୁରୀ ଶ୍ରୀମନ୍ଦିର ସମେତ ଜିଲ୍ଲାର ବହୁ ଧର୍ମାନୁଷ୍ଠାନ ଖୋଲି ସାରିଥିବା ସମୟରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଏବଂ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଆସୁଥିବା ମନ୍ଦିର ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଆସନ୍ତା ୩ ତାରିଖରେ

କଟକରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର,ଚୋରା ଚାଲାଣ ବେଳେ ଧରିଲା ଏସଟିଏଫ ଟିମ୍

କଟକ ବିରିବାଟି ଅଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣକୁ ଗିରଫ କରିଛି ଏସଟିଏଫ ଟିମ୍ ।ଏହି ଜୀବନ୍ତ ବଜ୍ରକାପ୍ତାଟି କଟକରୁ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ ଏସଟିଏଫ ଟିମ୍ ଏହି ବଜ୍ରକାପ୍ତାକୁ ଉଦ୍ଧାର କରିଛି । ସୂଚନାନୁସାରେ

ରାଜଧାନୀରେ ତିଆରି ହେବ ଆଉ ଦୁଇଟି ନୂଆ ଫ୍ଲାଏ ଓଭର,କମିବ ଟ୍ରାଫିକ ଜାମ୍

ଭୁବନେଶ୍ୱରରେ ଆଉ ଦୁଇଟି ନୂଆ ଫ୍ଲାଏଓଭର ତିଆରି ହେବ। କଳିଙ୍ଗ ହସ୍ପିଟାଲ ଛକରୁ ରେଲ୍‌ବିହାର ଛକ ଯାଏ ପ୍ରଥମ ଫ୍ଲାଏଓଭର ହେବ। ଡମଣା ଛକରୁ ଚନ୍ଦ୍ରଶେଖରପୁର ଥାନା ଯାଏ ଆଉ ଏକ ଫ୍ଲାଏଓଭର ରହିବ। ଉଭୟ ଫ୍ଲାଏଓଭର ୬ ଲେନ୍‌ ବିଶିଷ୍ଟ ହେବା ନେଇ ସୂଚନା ମିଳିଛି ।ଏବେ ଫ୍ଲାଏଓଭର ତିଆରି ନେଇ

କରୋନାରେ ଆକ୍ରାନ୍ତ ହେଲେ ଅଭିନେତ୍ରୀ ରକୁଲ ପ୍ରିତ ସିଂହ, ଆରୋଗ୍ୟ କାମନା କଲେ ଫ୍ୟାନ୍ସ

ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ଏ ନେଇ ନିଜ ଇନ୍ସଟାଗ୍ରାମ ପେଜରେ ଏକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ‘ଅସୁସ୍ଥ ଅନୁଭବ କରିବାରୁ କରୋନା ପରୀକ୍ଷା କରାଇଥିଲି ଯାହାର ରିପୋର୍ଟ ପଜିଟିଭ୍ ଆସିଛି । ଏବେ ମୁଁ ହୋମ କ୍ବାରେଣ୍ଟାଇନ୍‌ରେ ଅଛି ଓ ସୁସ୍ଥ

ଷ୍ଟାର ବ୍ୟାଟସ ମ୍ୟାନ୍ ରୋହିତ ଶର୍ମାଙ୍କ ଟେଷ୍ଟ ଖେଳିବା ନେଇ ବଢ଼ିଲା ଆଶଙ୍କା

ଭାରତୀୟ ଦଳର ଷ୍ଟାର ବ୍ୟାଟସ ମ୍ୟାନ୍ ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳିବା ନେଇ ପୁଣି ଥରେ ଆଶଙ୍କା ଦେଖା ଦେଇଛି । ଶେଷ ୨ଟି ଟେଷ୍ଟ ପାଇଁ ରୋହିତ ଦଳରେ ସ୍ଥାନ ପାଇଛନ୍ତି । ଏବେ ସେ ସିଡନୀର ଏକ ୨ କକ୍ଷ ବିଶିଷ୍ଟ ଆପାର୍ଟମେଣ୍ଟ କ୍ୱାରେଣ୍ଟାଇନରେ ରହିଛନ୍ତି ।

ମାଲକାନଗିରି ସ୍ଵାଭିମାନ ଅଞ୍ଚଳରେ ବିପୁଳ ପରିମାଣର ବିସ୍ଫୋରକ ଜବତ

ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ | ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି | ଆଜି ଡିଭିଏଫ ଯବାନ ସ୍ଵାଭିମାନ ଅଞ୍ଚଳର ଆନ୍ଧ୍ର ଓଡିଶା ସୀମାନ୍ତରେ ଗୁଇନ୍ଦା ବିଭାଗର