Odia News Portal
Browsing Tag

odisha news

ପୁଅ ପରେ ରିମାଣ୍ଡରେ ଯିବେ ବାପା,ଅଭୟଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ

ସ୍କାଇ କିଙ୍ଗ ଠକେଇ ମାମଲାରେ ଆଇଏଫଏସ ଅଭୟ ପାଠକଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ । ଅଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଖାରବେଳନଗର ଥାନା ପୋଲିସର ଖୋର୍ଦ୍ଧା ଏସଡ଼ିଜେଏମ୍ କୋର୍ଟରେ ଆବେଦନ ମଞ୍ଜୁର କରିଥିଲେ । କୋର୍ଟ ପକ୍ଷରୁ ଏହି ଆବେଦନକୁ ମଞ୍ଜୁରୀ ମିଳିିଯାଇଛି ।୬୫ ଲକ୍ଷ ଟଙ୍କା ଠକେଇ

ନକଲି କାରଖାନାର ପେଣ୍ଠସ୍ଥଳୀ ପାଲଟିଛି କଟକ,ନକଲି ସିମେଣ୍ଟ କାରଖାନା ଠାବ

ସାମ୍ନାକୁ ଆସୁଛି କଟକରେ ଗୋଟିଏ ପରେ ଗୋଟିଏ ନକଲି କାରଖାନା । ଗତକାଲି ପୋଲିସ କଟକରେ ଏକ ନକଲି ଘିଅ କାରଖାନ ଠାବ କରିଥିବା ସମୟରେ ଓ ଆଜି ଜଗତପୁରଠାରେ ଆଉ ଏକ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି। କିଛି ବିଶେଷ ସୂତ୍ରରୁ ଖବର ପାଇ ପୋଲିସ କଟକ ଜଗତପୁର ଏକ୍ସିସ୍‌ ବ୍ୟାଙ୍କ ସାମ୍ନାରେ

ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର : ମହାପ୍ରଭୁଙ୍କ ଦର୍ଶନ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି

ଖୋଲିବାକୁ ଯାଉଛି ଶ୍ରୀମନ୍ଦିର |ଆଉ ମାତ୍ର ଦିନକ ପରେ ଅର୍ଥାତ ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। କଟକଣା ମଧ୍ୟରେ ଶ୍ରୀଜିଉ ମାନଙ୍କୁ ଦର୍ଶନ କରିପାରିବେ ଭକ୍ତ । ଦୀର୍ଘ ୯ମାସ ହେବ ମହାବାହୁଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ । ତେବେ ଶ୍ରୀମନ୍ଦିର ଖୋଲିବା ପ୍ରସ୍ତୁତି ନେଇ ସୂଚନା

ପରୀ ମୃତ୍ୟୁ ମାମଲାର କେନ୍ଦ୍ରୀୟ ତଦନ୍ତ ସୁପାରିସ ପାଇଁ ଏନସିପିସିଆର ପରାମର୍ଶ

ପରୀ ମୃତ୍ୟୁ ମାମଲାରେ ଅସନ୍ତୋଷ ପ୍ରକାଶ କଲେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ବା ଏନସିପିସିଆର । ପରୀ ମୃତ୍ୟୁ ପରେ କରାଯାଇଥିବା ପ୍ରାଥମିକ ତଦନ୍ତରେ ତ୍ରୁଟି ଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏନସିପିସିଆର ।ଏ ନେଇ ରାଜ୍ୟ ସରକାର କେନ୍ଦ୍ରୀୟ ତଦନ୍ତ ସୁପାରିସ କରନ୍ତୁ ବୋଲି

ପାରିବାରିକ କଳହରେ ବଳି ପଡିଥିଲା କାଳିଆ,ଧରା ପଡ଼ିଲା ହତ୍ୟାକାରୀ

ଧରା ପଡିଲା କାଳିଆର ହତ୍ୟାକାରୀ | ଢେଙ୍କାନାଳରେ କୂଅ ଭିତରୁ ଶିଶୁର ମୃତଦେହ ଉଦ୍ଧାର ଘଟଣାରେ ହତ୍ୟାକାରୀକୁ ଗିରଫ କରିଛି ପୁଲିସ ।ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟା କରିିଥିବା ପଡୋଶୀ ମହିଳା ଜଣକ ସ୍ୱୀକାର କରିଛନ୍ତି । ପଡୋଶୀ ଘର ଲୋକେ ତଣ୍ଟି ଚିପି ଶିଶୁକୁ ହତ୍ୟା କରିବା ପରେ

ପ୍ରଦୀପ ପାଣିଗ୍ରାହୀଙ୍କ ପରେ ବନ୍ଧା ହେଲେ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓ

ଠକେଇ ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ। ଜେରା ପରେ ସର୍ବେଶ୍ୱରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଆଇଟି ।ସର୍ବେଶ୍ୱର ରାଓ ଚାକିରୀ ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଥିଲା ଏ ନେଇ ଗତକାଲି