Odia News Portal
Browsing Tag

odisha news

ଟ୍ରାଇଥଲନ ପ୍ରତିଯୋଗୀଙ୍କ ମୃତ୍ୟୁ

ଟ୍ରାଇଥଲନ ପ୍ରତିଯୋଗିତାବେଳେ ପ୍ରତିଯୋଗୀଙ୍କ ମୃତ୍ୟୁ। ମୃତକ ରାଜସ୍ଥାନ ଯୋଦ୍ଧପୁରର ଏବଂ ସେ ରାମଚଣ୍ଡିରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆସିଥିଲେ। ପ୍ରତିଯୋଗିତାରେ ଅସୁସ୍ଥ ହେବାରୁ ତାଙ୍କୁ ପୁରୀ ମେଡ଼ିକାଲକୁ ଅଣାଯାଇଥିଲା। ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ

ପାକିସ୍ତାନକୁ ତଥ୍ୟ ଲିକ୍ ମାମଲା; ୪ଦିନିଆ ରିମାଣ୍ଡରେ ଗଲେ ବାବୁରାମ

ପାକିସ୍ତାନକୁ ତଥ୍ୟ ଲିକ୍‌ ଅଭିଯୋଗରେ ଗିରଫ ମାମଲାରେ ଗତକାଲି ଗିରଫ ହୋଇଥିବା ଚାନ୍ଦିପୁରସ୍ଥିତ ଆଇଟିଆର୍‌ର ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେ’ଙ୍କୁ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇଛି। ବାବୁରାମ ଦେ’ଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ

ଦେଓମାଳିର ଶିଖର ହେବ ‘ୱେଡିଂ ଡେଷ୍ଟିନେସନ୍’

ରାଜ୍ୟ ପର୍ଯ୍ୟଟନର ପ୍ରମୁଖ ଆକର୍ଷଣ ‘ଦେଓମାଳି ପର୍ବତ ଶିଖର’କୁ ଓଡ଼ିଶାର ‘ୱେଡିଂ ଡେଷ୍ଟିନେସନ୍‌’ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଡେଷ୍ଟିନେସନ୍‌ ୱେଡିଂ ଏବେ ଓଡ଼ିଶାବାସୀଙ୍କ ପାଇଁ ଆଉ ସ୍ବପ୍ନ ‌‌ହୋଇରହିବ ନାହିଁ। ଯୋଧପୁର, ଜୟପୁର, ଗୋଆ ବା କେରଳ ଭଳି

ସମ୍ପୂର୍ଣ୍ଣ ନୂଆ ରୂପରେ ଓ ରଙ୍ଗରେ ସଜ୍ଜିତ ହେଉଛି ଗୌରବମୟ ଡାକୋଟା ବିମାନ

ଇତିହାସ ବର୍ଣ୍ଣିତ ଡାକୋଟାର ବେଲି ପାର୍ଟ ବା ମୁଖ୍ୟ ଯନ୍ତ୍ରାଂଶକୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସାମ୍ନାରେ ରଖାଯାଇଛି। ଦୁଇଟି ଚକ ସହ ବିଜୁ ବାବୁଙ୍କ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯ୍ୟାୟରେ ଅବସ୍ଥାପିତ କରାଯାଇଛି। ଆସନ୍ତା ସୋମବାର ଭିତରେ ଫ୍ୟୁଜ ଲେସ

ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା: ସରକାରୀ ସ୍କୁଲ ପିଲାଙ୍କୁ ବି ମିଳିବ ନୋଟବୁକ

ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟବୁକ ଦିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୋଟବୁକରେ ପିଲାଙ୍କୁ ହୋମ ୱାର୍କ ଓ ଶିକ୍ଷକମାନେ କଣ ପାଠ ପଢାଉଛନ୍ତି, ତାହା ଉଲ୍ଲେଖ ରହିବ, ଯାହାଫଳରେ ଅଭିଭାବକମାନେ

ବଜେଟ ପର ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ : କୃଷି ନାହିଁ ତ ସମ୍ପୂର୍ଣ୍ଣ ବିକାଶ ବି ନାହିଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କୃଷି ଓ ସମବାୟ ଉପରେ ବଜେଟ ପର ୱେବିନାରରେ ଉଦ୍‌ବୋଧନ ଦେଇଛନ୍ତି । ସରକାର ବଜେଟ ପର ୧୨ଟି ବିଷୟ ଉପରେ ଆୟୋଜନ କରୁଥିବା ୱେବିନାର ମଧ୍ୟରୁ ଏହା ହେଉଛି ଦ୍ୱିତୀୟ । କେନ୍ଦ୍ର ବଜେଟ ୨୦୨୩ରେ ଘୋଷିତ ବିଭିନ୍ନ ପଦକ୍ଷେପଗୁଡ଼ିକର ପ୍ରଭାବୀ

ଅଧିକ ଚିକିତ୍ସା ପାଇଁ ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର

ଡୋନର ଅପେକ୍ଷାରେ ପିଣ୍ଟୁ ନନ୍ଦ। ତେଣୁ ଆଜି ତାଙ୍କୁ ନୂଆଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଲିଭର ସିରୋସିସ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ ୭ ତାରିଖରେ ନୂଆ ଦିଲ୍ଲୀସ୍ଥିତ ILBS ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ନିଜ ପରିବାର ସଦସ୍ୟଙ୍କ ବ୍ଲଡ ଗ୍ରୁପ ମ୍ୟାଚ ନ

ମାର୍ଚ୍ଚରୁ ବଢିବ ଉତ୍ତାପ

ମାର୍ଚ୍ଚ ପହିଲାରୁ ରାଜ୍ୟରେ ପ୍ରବଳ ଖରା ହେବ। ଗତ କିଛି ଦିନ ହେଲା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାତିର ହାବଭାବରୁ ଏହାର ସ୍ପଷ୍ଟ ସଂକେତ ମିଳି ସାରିଲାଣି। ଶୁକ୍ରବାର ଦିନ ମାଲକାନଗିରି ଓ ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮ଡିଗ୍ରି ରେକର୍ଡ ହୋଇଛି। ସକାଳୁ ସୂର୍ଯ୍ୟଙ୍କ ତାପ

ପୂର୍ଣ୍ଣ ରାଜ୍ୟ ବଜେଟ ୨୦୨୩-୨୪ ସମ୍ପୂର୍ଣ୍ଣ ତଥ୍ୟ;

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌ରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି। ଶୁକ୍ରବାର ଦିନ ବିଧାନସଭାରେ ଅର୍ଥ ମନ୍ତ୍ରୀ ଏହି ବଜେଟ୍‌ ଉପସ୍ଥାପନ କରିଥିଲେ। ଏଥିରେ ବିଭିନ୍ନ ବିଭାଗ ପାଇଁ ଅନୁଦାନ ଦିଆଯାଇଛି। -ଧାନସଂଗ୍ରହ ସମୟରେ ଚାଷୀଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ ପାଇଁ

ବରିଷ୍ଠ ଫଟୋ ସାମ୍ବାଦିକ ହୀରାଲାଲ ଶର୍ମାଙ୍କ ପରଲୋକ

ଶୁକ୍ରବାର ଅପରାହ୍‌ଣ ୪ଟାରେ ବରିଷ୍ଠ ଫଟୋ ସାମ୍ବାଦିକ ହୀରାଲାଲ ଶର୍ମା(୮୬)ଙ୍କ ତାଳଭଟ୍ଟାପଡାସ୍ଥିତ ବାସଭବନରେ ପରଲୋକ ହୋଇଥିଲା। ସେ ଗତ ୩/୪ ଦିନ ହେଲା ଅସୁସ୍ଥ ଥିଲେ। ରାଜସ୍ଥାନର ରତନଗଡ଼ରେ ଜନ୍ମିତ ହୀରାଲାଲଙ୍କ ସମ୍ବଲପୁର ଥିଲା କର୍ମକ୍ଷେତ୍ର। ସେ ଯୁଗଧର୍ମ, ଦୈନିକ ଭାସ୍କର ଓ ହୀରାଖଣ୍ଡ