ଆଦାନି ବିବାଦରେ ମୁଁ ସୁପ୍ରିମ କୋଟଙ୍କୁ କିଛିବି କହିବି ନାହିଁ: ଅର୍ଥମନ୍ତ୍ରୀ ସୀତାରମଣ
ଆଦାନି-ହିଣ୍ଡେନ୍ବର୍ଗ ବିବାଦ ବିଷୟରେ ସୁପ୍ରିମ୍ କୋର୍ଟଙ୍କୁ ମୁଁ କିଛି କହିବି ବୋଲି ଆପଣମାନେ ଆଶା ନ କରିବା ଉଚିତ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।‘ଭାରତୀୟ ରିଜର୍ଭ ବ୍ୟାଙ୍କ୍ ବୋର୍ଡ’ର ବୈଠକ ପରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକମାନଙ୍କୁ!-->…
