ଏମ୍ସର ସଫଳ ଅଙ୍ଗପ୍ରତିରୋପଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଟୁଇଟରେ ଦେଲେ ଡାକ୍ତରଙ୍କୁ ସାବାସୀ
ଅସ୍ଥିଶଲ୍ୟ ବିଭାଗ ଦ୍ବାରା ଦୁଇ ଆଣ୍ଠୁ ଏବଂ ଦୁଇ ପିଚାର ସଫଳ ପ୍ରତିରୋପଣ ଲାଗି ଭୁବନେଶ୍ବର ଏମ୍ସର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର!-->…
