Odia News Portal

ନବ ଦାସ ହତ୍ୟା ମାମଲା,ତଦନ୍ତକୁ ସମୟ ଲାଗିବ:ଡିଜିପି ସୁନୀଲ ବଂଶଲ

ନବ ଦାସଙ୍କ ହତ୍ୟା ମାମଲାରେ ତଦନ୍ତ ଅନୁଧ୍ୟାନ ପରେ ଡିଜିପି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତଦନ୍ତକୁ ଆଉ ଟିକେ ସମୟ ଲାଗିବ ବୋଲି କହିଛନ୍ତି ଡିଜିପି ସୁନୀଲ ବଂଶଲ । ଗୋପାଳର ରିମାଣ୍‌ଡ ଅବଧି ବଢାଇବାକୁ କୋର୍ଟରେ ଆବେଦନ ହେବ । ତଦନ୍ତ କାଳରେ ସବୁ ଆଙ୍ଗଲକୁ ଆମେ ଦୃଷ୍ଟି ଦେଉଛୁ ଏବଂ ଏଥିପାଇଁ ଟିକେ ସମୟ ଲାଗିବ ।