Odia News Portal
Browsing Tag

odisha news

ପର୍ବପର୍ବାଣୀ ପାଳନ ଉପରେ ଜାରି ହେଲା କଟକଣା

ଭୁବନେଶ୍ୱର: ପର୍ବପର୍ବାଣୀ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ରୋକିବା ପାଇଁ ଗାଇଡଲାଇନ୍ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର । ଖାସକରି ଗୁଡ଼୍‌ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡ ଯାତ୍ରା, ରାମ ନବମୀ ଆଦି ଉପରେ କଟକଣା ଜାରି କରାଯାଇଛି

ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ୨୩୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୬୯୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ

ଗୃହବିଭାଗର ୨୦୨୦ ଶ୍ୱେତପତ୍ର: ବିଗିଡ଼ିନି ଆଇନ ଶୃଙ୍ଖଳା

ଭୁବନେଶ୍ୱର: ଗୃହବିଭାଗର ୨୦୨୦ର ଶ୍ୱେତପତ୍ର ପ୍ରକାଶ ପାଇଛି ।ତେବେ ୨୦୨୦ରେ ରାଜ୍ୟରେ ଅପରାଧର ଚିତ୍ର ଏଥିରେ ଦର୍ଶାଯାଇଛି । ୨୦୨୦ ମସିହାରେ ରାଜ୍ୟରେ କେତେ ଲୁଣ୍ଠନ, ଦୁଷ୍କର୍ମ ହୋଇଛି ତାର ସବିଶେଷ ତଥ୍ୟ ଏଥିରେ ପ୍ରଦାନ କରାଯାଇଛି । ତେବେ ଶ୍ୱେତପତ୍ରରେ ପ୍ରଦାନ କରାଯାଇଥିବା ତଥ୍ୟ

ପିପିଲିରୁ ପୁଣି ଲଢ଼ିବେ ଆଶ୍ରିତ

ପିପିଲି : ପୁଣି ଥରେ ପିପିଲି ମୈଦାନରେ ନିଜ ଭାଗ୍ୟପରୀକ୍ଷା କରିବେ ଆଶ୍ରିତ । ପିପିଲି ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଶ୍ରିତ ପଟ୍ଟନାୟକଙ୍କ ନାମରେ ମୋହର ଲାଗିଛି । ଏଥିସହ ପିପିଲିରେ ରାଜନୈତିକ ପାଣିପାଗ ସରଗରମ ହୋଇଛି ।ପିପିଲି ଉପ-ନିର୍ବାଚନ ପାଇଁ

ଯୁକ୍ତ ୨କୁ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ୍ ପାଇଁ ପ୍ରସ୍ତାବ

‘ମୋ ସ୍କୁଲ୍’ ପକ୍ଷରୁ ଗଣିତ, ବିଜ୍ଞାନ ଶିକ୍ଷକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୩୧ ହଜାର ସ୍କୁଲ୍ରେ ‘ମୋ ସ୍କୁଲ୍’ ପ୍ରକଳ୍ପ ଅନୁଗୁଳର ସବୁ ହାଇସ୍କୁଲ୍ରେ ପହଞ୍ଚିଲା ‘ମୋ ସ୍କୁଲ୍ ଅଭିଯାନ’ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜନ ହେବ ‘ସମର କ୍ୟାମ୍ପ୍’

ନବୀନଙ୍କ ବିଶ୍ୱସ୍ତରୀୟ ପରିକଳ୍ପନାରେ କଳିଙ୍ଗ ଷ୍ଟୁଡିଓ

ଭୁବନେଶ୍ୱର: ପୁନରୁଦ୍ଧାର ହେବ କଳିଙ୍ଗ ଷ୍ଟୁଡିଓ । କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ ଷ୍ଟୁଡିଓ ଭାବେ ଗଢି ତୋଳିବାକୁ ରାଜ୍ୟ ସରକାର କରିଥିବା ପରିକଳ୍ପନାକୁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ୨ ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।ସେଥିପାଇଁ ଆଜି କଳିଙ୍ଗ