ରାଜଧାନୀରେ ରେକର୍ଡ କଲା ବର୍ଷା
ଭୁବନେଶ୍ୱର: ବଙ୍ଗୋପସାରରେ ସୃଷ୍ଟି ହୋଇଛି ଲଘୁଚାପ । ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱରରେ ରବିବାର ବାଦଲ ଫଟା ବର୍ଷା ହୋଇଛି । ସକାଳ ୮.୩୦ ରୁ ଆଜି ପାହାନ୍ତା ୪.୩୦ ମଧ୍ୟରେ ୧୯୫.୦ ମିଲିଲିଟର୍ ବର୍ଷା ହେବାରୁ ଭୁବନେଶ୍ବର ତା'ର ସର୍ବକାଳୀନ ସେପ୍ଟେମ୍ବର ବର୍ଷା!-->…
