Odia News Portal
Browsing Tag

odisha

ଆସୁଛି ଏବର୍ଷର ସବୁଠୁ ବଡ଼ ଲଘୁଚାପ, ଆସନ୍ତାକାଲିଠୁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସୁଛି ଏବର୍ଷର ସବୁଠି ବଡ଼ ଲଘୁଚାପ । ଆସନ୍ତାକାଲି ଠାରୁ ଆସୁଛି ବଡ଼ ବର୍ଷା। ୧୧ରେ ଏବର୍ଷର ସବୁଠୁ ବଡ଼ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶନିବାର ବେଳକୁ ଏକ ଲଘୁଚାପ

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ ୭୪୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୪୩୫ ଓ ସ୍ଥାନୀୟ ସଂକ୍ରମିତ ୩୧୦ ଜଣ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୧୧୯ ଜଣ ରହିଛନ୍ତି। ଅନୁଗୁଳ ଜିଲାରେ ୧୦,

ପ୍ରକାଶ ପାଇଲା +୩ କଟ୍ ଅଫ୍ ମାର୍କ, ଜାଣନ୍ତୁ କେଉଁ କଲେଜରେ କେତେ ରହିଛି କଟ୍ ଅଫ୍ ମାର୍କ

ଭୁବନେଶ୍ୱର: ପ୍ରକାଶ ପାଇଲା +୩ କଟ୍ ଅଫ୍ ମାର୍କ । ମୋଟ୍ ୨ ଲକ୍ଷ ୪୪ ହଜାର ୨୫୨ ପିଲା ଆବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସିଲେକ୍ସନ ହୋଇଛନ୍ତି ୧ ଲକ୍ଷ ୬୮ ହଜାର୫୩୭ ଜଣ । ଭୁଗୋଳରେ ବିଜେବି କଲେଜ କଟ୍ ଅଫ୍ ମାର୍କ ରହିଛି ୯୫.୨୦ % । ସେହିଭଳି ପଦାର୍ଥ ବିଜ୍ଞାନରେ ବିଜେବି କଲେଜରେ କଟ୍

ଶେଷହେଲା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ହଟ୍ଟଗୋଳ ମଧ୍ୟରେ ଶେଷହେଲା ମୌସୁମୀ ଅଧିବେଶନ । ବିରୋଧୀଙ୍କ ହଟ୍ଟଗୋଳ, ଶାସକ ଦଳର ଉତ୍ତର ମଧ୍ୟରେ ସରିଛି ମୌସୁମୀ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖାଯାଇଛି। ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନ ସେପ୍ଟେଟର ୧ ତାରିଖ ଠାରୁ ଆରମ୍ଭ ହୋଇଥିଲା। ଏହାରି

ବିଧାନସଭାରେ ସଂକଳ୍ପ ପାରିତ

ଭୁବନେଶ୍ୱର: ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ସୀମା ୫୦ ପ୍ରତିଶତ ନେଇ ସଂକଳ୍ପ ପାରିତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଗତ ସଂକଳ୍ପ ବିଧାନସଭାରେ ପାରିତ ହୋଇଛି । ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ସଂକଳ୍ପ ଆଗତ କରିଥିଲେ । ସଂକଳ୍ପକୁ ରାଜ୍ୟ ଓବିସି କମିଶନଙ୍କ ନିକଟକୁ ପଠାଇବେ ସରକାର

ପୁଣିଥରେ ମନ୍ତ୍ରୀ ଓ ବିଧାୟକଙ୍କ ହେବ କରୋନା ଟେଷ୍ଟ

ଭୁବନେଶ୍ୱର: ପୁଣି ମନ୍ତ୍ରୀ ଓ ବିଧାୟକଙ୍କ ହେବ କୋଭିଡ ଟେଷ୍ଟ । ଏନେଇ ବିଧାନସଭାର ସବୁ ସଦସ୍ୟଙ୍କୁ ବିଧାନସଭା ସଚିବ ଚିଠି କରିଛନ୍ତି । ଆସନ୍ତା ୧୦ ଓ ୧୧ ତାରିଖରେ ବିଧାନସଭା ପରିସରରେ ସମସ୍ତଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ବିଧାୟକ, ସେମାନଙ୍କ ଡ୍ରାଇଭର, ପିଏସଓ, ଅଫିସର ଓ

ଧାରଣାରେ ବିଜେଡି ବିଧାୟକ

ଭୁବନେଶ୍ୱର: ମୌସୁମୀ ଅଧିବେଶନ ଶେଷ ଦିନରେ ଚାଲିପାରିଲାନି ଗୃହ । ବିରୋଧୀ ଓ ଶାସକ ଦଳହୋଇଛନ୍ତି ମୁହାଁମୁହିଁ । ଆଜି ଗୃହ କାର‌୍ୟ୍ୟ ଆରମ୍ଭରୁ ହୋହଲ୍ଲା କରିଥିଲେ ବିରୋଧୀ । ଗୃହ ଚଳାଇ ନଦେବାକୁ ନେଇ ପ୍ରତିବାଦ କରିଛି ବିଜେଡି । ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧି

ପୁଣି ଓଡ଼ିଶାରେ ଆନ୍ଧ୍ରର ଦାଦାଗିରି

ଗଜପତି: ଦିନକୁ ଦିନ ବଢ଼ିବାରେ ଲାଗିଛି ଆନ୍ଧ୍ରର ଦାଦାଗିରି । ଓଡ଼ିଶା ସୀମାରେ ପଶିଲା ଆନ୍ଧ୍ର। ସୀମାରେ ଅନୁପ୍ରବେଶ କରି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ମାଣିକପାଟଣା ଠାରେ ଏକ ଅସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରିଥିବାବେଳେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ

ଯୁକ୍ତ ୩ ନାମଲେଖା ଲାଗି ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ

ଭୁବନେଶ୍ୱର: ଯୁକ୍ତ ୩ ତଥା ସ୍ନାତକ କଲେଜଗୁଡ଼ିକରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତଥା ମେଧା ତାଲିକା। ପୂର୍ବାହ୍ନ ୧୧ଟାରେ ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଅପରାହ୍ ଣ ୨ଟାରୁ ୧୪ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଅନ୍ ଲାଇନ୍

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ କରୋନା ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୪୪୮ ଓ ସ୍ଥାନୀୟ ସଂକ୍ରମିତ ୩୨୩ ଜଣ ରହିଛନ୍ତି। ଚିହ୍ନଟ ମୋଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୧୧୭ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରେ ୧୬,