Odia News Portal
Browsing Tag

odisha

ଆଜି ପୁଣି କରୋନା ନେଲା ୮ ଜୀବନ

ଭୁବନେଶ୍ୱର: କମୁଛି କରୋନା ସଂକ୍ରମଣହାର । ତେବେ ପୂର୍ବ ଅପେକ୍ଷା ମୃତ୍ୟୁ ହାର ମଧ୍ୟ କମିବାରେ ଲାଗିଛି । ତଥାପି ରାତ୍ୟରେ ପ୍ରତିଦିନ ମହାମାରୀ ନେଉଛି ଜୀବନ । ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଅନୁଗୁଳରୁ ୩, ଖୋର୍ଦ୍ଧାରୁ ୨,

ମନ୍ତ୍ରୀ ରଖିଲେ ଉତ୍ତର, ଜାଣନ୍ତୁ କେଉଁ ବିଶ୍ୱ ବିଦ୍ୟାଳୟରେ କେତେ ଶିକ୍ଷକ ପଦବୀ ଖାଲି ପଡିଛି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ଥିବା ପଦବୀ ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ଯେ, ‘ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଓ ୧୬୬୦ଟି ଅଣଶିକ୍ଷକ ପଦବୀ ଖାଲି ଅଛି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ

୧୧ରେ ଆସୁଛି ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଛତିଶଗଡ଼଼ ମୁହାଁ ହୋଇଛି। ଏହାଦ୍ୱାରା ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ଅନ୍ୟପଟେ ଆସନ୍ତା ୧୧ ତାରିଖରେ ଆଉ ଏକ ଲଘୁଚାପ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ଲଘୁଚାପର ପ୍ରଭାବ ଚଳିତ ମୌସୁମୀ ଋତୁରେ

ବାଚସ୍ପତିଙ୍କ ଚ୍ୟାମ୍ବର ଘେରାଉ କଲେ ବିରୋଧୀ

ଭୁବନେଶ୍ୱର: ତାତିଲେ ବିରୋଧୀ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଚ୍ୟାମ୍ବରୀ କଲେ ଘରାଉ । ଖଣି ଦୁର୍ନୀତି ସଂକ୍ରାନ୍ତରେ ମୁଲତବୀ ପ୍ରସ୍ତାବ ଗ୍ରହଣ ନ କରିବା ପରେ ବିରୋଧୀ ଦଳର ସଦସ୍ୟମାନେ ଏଭଳି କରିଥିବା ଜଣାପଡିଛି ଜ୍ଝ ଯେ ପର୍ୟ୍ୟନ୍ତ ମୁଲତବୀ ପ୍ରସ୍ତାଵକୁ ସମ୍ମତି ପ୍ରଦାନ ନ

ଆଜି ରାଜ୍ୟରେ ୮ ଜୀବନ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ଆଉ ୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲାରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହିତ ଅନୁଗୁଳ, ବାଲେଶ୍ୱର, କେନ୍ଦୁଝର ଓ କୋରାପୁଟ ଜିଲାରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି।

ସରିଲା ସରକାର- ପୂଜା କମିଟି ବୈଠକ, ଜାଣନ୍ତୁ କଣ ହେଲା ନିଷ୍ପତ୍ତି

ଭୁବନେଶ୍ୱର: ମୂର୍ତ୍ତି ଉଚ୍ଚତାକୁ ନେଇ ଲୋକସେବା ଭବନରେ ବସିଥିବା ପୂଜା କମିଟି ଓ ସରକାରଙ୍କ ବୈଠକ ଶେଷ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ତେବେ ମୂର୍ତ୍ତି ଉଚ୍ଚତା ନେଇ ରାଜ୍ୟ ସରକାର ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନେବେ । ଆବନ୍ଧ ପୂଜାକୁ ନେଇ ପରିସ୍ଥିିତି ଅନୁସାରେ

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନକ ମଧ୍ୟରେ ୭୬୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୪୪୩ ଓ ସ୍ଥାନୀୟ ସଂକ୍ରମିତ ୩୧୯ ଜଣ ରହିଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୦୨ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରେ ୨୦,

ପୁରୀ ଶ୍ରୀମନ୍ଦିରରେ ଘଟିଛି ଅଭାବନୀୟ ଘଟଣା

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘଦିନ ପରେ ପୁରୀ ଜଗନ୍ନାଥ ମନ୍ଦିର ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ବର୍ତ୍ତମାନ କଟକଣାକୁ ପାଳନ କରି ଭକ୍ତମାନେ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି । ହେଲେ ଜଣେ ଭକ୍ତ ଗର୍ଭଗୃହ ମଧ୍ୟକୁ ଯାଇ ରତ୍ନସିଂହାସନ ଛୁଇଁଛନ୍ତି ।ସୁଚନା ଅନୁସାରେ

ଦୁର୍ଗାପୂଜାରେ ମୂର୍ତି ଉଚ୍ଚତା ବୃଦ୍ଧି ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କଲା କଂଗ୍ରେସ

ଆଗକୁ ଆସୁଛି ଦୂର୍ଗାପୂଜା । ରାଜ୍ୟରେ ପୂଜା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ପୂର୍ବ ବର୍ଷ ଭଳି ପୂଜା ପେଣ୍ଡାଲରେ ଅନେକ କଟକଣା ଲଗାଯାଇଛି । ମୃର୍ତ୍ତିର ଉଚ୍ଚତା ଠାରୁ ନେଇ ତିନି ପାଶ୍ୱର୍ରୁ ଆବଦ୍ଧ କରି ମା’ଙ୍କ ପୂଜା କରିବା ପାଇଁ ଗାଇଡଲାଇନ୍ ଜାରି ହୋଇଛି ।

ମାନସ ଦାସଙ୍କ ଘରେ ପୋଲିସ ରେଡ

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ରେଡ଼୍ କଲା ପୋଲିସ୍ । ନିଜକୁ ଗୁରୁଜୀ ଆଖ୍ୟା ଦେଇଥିବା ମାନସଦାସ ଙ୍କ ଭୁବନେଶ୍ୱର ଘରେ ଯାଞ୍ଚ କରୁଛି ଖୋର୍ଦ୍ଧା ପୋଲିସ୍ ।ଏନେଇ ସୁଚନା ଦେଇଛନ୍ତି ଖୋର୍ଦ୍ଧା ଏସଡ଼ିପିଓ ସୁଶିଲ ମିଶ୍ର । କେବଳ ଏତିକି ନୁହେଁ ଦୀର୍ଘ ଦିନରୁ ଚାଲି