Odia News Portal
Browsing Tag

odisha

ଶସ୍ତା ହେଲା ସୁନା ଦାମ

ଭାରତୀୟ ମାର୍କେଟରେ ପୁଣି ସୁନା ଶସ୍ତା ହୋଇଛି । ଏମସିଏକ୍ସରେ ସୁନା ବାଏଦା ୦.୧୫ ପ୍ରତିଶତ ହ୍ରାସ ପାଇ ୪୭,୪୫୧ ପ୍ରତି ୧୦ ଗ୍ରାମ ହୋଇଯାଇଛି । ରୂପା ଦାମ୍ ୬୫,୨୬୧ ଟଙ୍କା ପ୍ରତି କିଲୋଗ୍ରାମରେ ରହିଛି । ସୁନା ନିଜ ଗତ ବର୍ଷର ରେକର୍ଡ ହାଇ ୫୬,୨୦୦ ରୁ ପ୍ରାୟ ୮୭୦୦ ଟଙ୍କା ଶସ୍ତାରେ ଚାଲିଛି।

ଦୁଇ ବର୍ଷ ଶିଶୁକୁ ଦିଆଗଲା ପ୍ରଥମ କରୋନା ଟୀକା

ପ୍ରଥମ ଦେଶ ରୂପେ କ୍ୟୁବାରେ ଶିଶୁଙ୍କୁ ଟିକା ଦିଆଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବରୁ ଏହି ଦେଶ ୧୨ବର୍ଷରୁ ଅଧିକ ବୟସ୍କ ପିଲାମାନଙ୍କୁ କାରୋନା ଟିକା ଦେବା ଆରମ୍ଭ କରିଥିଲା। ଏବେ ୨ ବର୍ଷର ପିଲାମାନଙ୍କୁ ଏଠାରେ କରୋନା ଟିକା ଦିଆଯାଇଛି। ଶିଶୁଙ୍କୁ ଟିକା ଦେବାରେ ଏହା ବିଶ୍ୱର ପ୍ରଥମ

ସାମାନ୍ୟ ବଚସାରୁ ନାବାଳକକୁ ହତ୍ୟା

ପୁରୀ ସହରରେ ଘଟିଛି ଏକ ଅଭାବନୀୟ ଘଟଣା । ସମାନ୍ୟ ବଚଶାରୁ ଗୋଟିଏ ନାବାଳକକୁ ହତ୍ୟା କରି ପୁରୀ ବେଳାଭୂମିରେ ପକାଇଦେଇଛନ୍ତି ଅଭିଯୁକ୍ତ । ଏହି ଘଟଣାରେ ପୋଲିସ ଅପହରଣ ସହ ହତ୍ୟ।। ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି । ସୁଚନା ଅନୁସାରେ ପୁରୀ ବଳିଆପଣ୍ଡା ବସ୍ତିର ଦୀନବନ୍ଧୁ ସାହୁଙ୍କ ପୁଅ

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା

ପୂର୍ବ ଆକଳନ ଅନୁଯାୟୀ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ସୋମବାର ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇଛି । ପାଣିପାଗ କେନ୍ଦ୍ରର ସୂଚନା

କଟକଣା ବିରୋଧରେ କଟକ ବନ୍ଦ

ପାର୍ବଣରେ ୪ ଫୁଟ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା ପାଇଁ ସରକାରଙ୍କ ନିର୍ଦ୍ଦେଶନାକା ବିରୋଧରେ କଟକରେ ପ୍ରତିବାଦ ସ୍ୱର ତୀବ୍ର ହୋଇଛି । ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଓ କାର୍ଯ୍ୟକର୍ତା ବର୍ଷାରେ ବି ରାସ୍ତାରେ ଆଣ୍ଠେଇ ଏଭଳି ନିଷ୍ପତ୍ତିରେ ଅଭିନବ ପ୍ରତିବାଦ ଜାରି ରଖିଛନ୍ତି ।

ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସେପ୍ଟେମ୍ବର ୪ରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ, ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ସମଗ୍ର ପୁରୀ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ବୋଲି

24 ଘଂଟାରେ ରାଜ୍ୟରେ 638 କରୋନା ଆକ୍ରାନ୍ତ ଚିହ୍ନଟ

୨୪ଘଂଟାରେ ରାଜ୍ୟରେ ୬୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଶୁନରୁ ୧୮ ବର୍ଷ ଭିତରେ ୯୩ ପିଲାଙ୍କୁ କରୋନା । ଏମାନଙ୍କ ମଧ୍ୟରୁ ୩୭୨ ଜଣ ସଂଗରୋଧରୁ ଥିବା ବେଳେ ୨୬୬ ଜଣ ସ୍ଥାନୀୟ ସଂକ୍ରମିତ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା

ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ

ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜଙ୍କ ମୃତ୍ୟୁ ମାମଲାରେ କିଛି ଦିନ ସ୍ଥିତି ସ୍ୱାଭାବିକ ରହିବା ପରେ ଏବେ ପୁଣି ସସ୍‌ପେନ୍‌ସ୍‌ ବଢ଼ିଛି । ପାରଳା ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ପୂର୍ବତନ ରାତ୍ରୀ ଜଗୁଆଳି ଗଙ୍ଗା ପ୍ରଧାନ ଗଣମାଧ୍ୟମ ସମ୍ମୁଖରେ ବିସ୍ଫୋରକ ବୟାନ ଦେବାର ଦିନକ ପରେ

ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇଲେ ୪୪୩ ଶିକ୍ଷକ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ତେଣୁ ଏହି ଲକ୍ଷ୍ୟରେ ରାଜ୍ୟର ସବୁ ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ପ୍ରାୟ ୪୪୩ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ

ଆଇପିଏଲ ନିଲାମୀ ତାଲିକାରେ କଟକ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ଲାଗି ଖୁସ ଖବର । ଆଇପିଏଲ ଫ୍ରାଞ୍ଚାଇଚ ନିଲାମୀ ସାମିଲ ହେବ କଟକ । ଯାହାକି ଆଇପିଏଲ ଇତିହାସରେ ପ୍ରଥମ । ବ୍ୟବସାୟ ଦୃଷ୍ଟିରୁ ଆଇପିଏଲରେ ଆଉ ୨ଟି ଟିମ୍ ବଢ଼ାଯିବ । ତେବେ ଏହି ତାଲିକାରେ ୬ଟି ସହର ରହିଛି । ଯେଉଁଥିରେ ରହିଛି କଟକ ସହରର ନାମ । ତେବେ ଏହି ୬ ସହର