Odia News Portal
Browsing Tag

odisha

ପୁରୀ ଶ୍ରୀମନ୍ଦିରରେ ଘଟିଛି ଅଭାବନୀୟ ଘଟଣା

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘଦିନ ପରେ ପୁରୀ ଜଗନ୍ନାଥ ମନ୍ଦିର ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ବର୍ତ୍ତମାନ କଟକଣାକୁ ପାଳନ କରି ଭକ୍ତମାନେ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି । ହେଲେ ଜଣେ ଭକ୍ତ ଗର୍ଭଗୃହ ମଧ୍ୟକୁ ଯାଇ ରତ୍ନସିଂହାସନ ଛୁଇଁଛନ୍ତି ।ସୁଚନା ଅନୁସାରେ…

ଦୁର୍ଗାପୂଜାରେ ମୂର୍ତି ଉଚ୍ଚତା ବୃଦ୍ଧି ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କଲା କଂଗ୍ରେସ

ଆଗକୁ ଆସୁଛି ଦୂର୍ଗାପୂଜା । ରାଜ୍ୟରେ ପୂଜା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ପୂର୍ବ ବର୍ଷ ଭଳି ପୂଜା ପେଣ୍ଡାଲରେ ଅନେକ କଟକଣା ଲଗାଯାଇଛି । ମୃର୍ତ୍ତିର ଉଚ୍ଚତା ଠାରୁ ନେଇ ତିନି ପାଶ୍ୱର୍ରୁ ଆବଦ୍ଧ କରି ମା’ଙ୍କ ପୂଜା କରିବା ପାଇଁ ଗାଇଡଲାଇନ୍ ଜାରି ହୋଇଛି । …

ମାନସ ଦାସଙ୍କ ଘରେ ପୋଲିସ ରେଡ

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ରେଡ଼୍ କଲା ପୋଲିସ୍ । ନିଜକୁ ଗୁରୁଜୀ ଆଖ୍ୟା ଦେଇଥିବା ମାନସଦାସ ଙ୍କ ଭୁବନେଶ୍ୱର ଘରେ ଯାଞ୍ଚ କରୁଛି ଖୋର୍ଦ୍ଧା ପୋଲିସ୍ ।ଏନେଇ ସୁଚନା ଦେଇଛନ୍ତି ଖୋର୍ଦ୍ଧା ଏସଡ଼ିପିଓ ସୁଶିଲ ମିଶ୍ର । କେବଳ ଏତିକି ନୁହେଁ ଦୀର୍ଘ ଦିନରୁ ଚାଲି…

ଶସ୍ତା ହେଲା ସୁନା ଦାମ

ଭାରତୀୟ ମାର୍କେଟରେ ପୁଣି ସୁନା ଶସ୍ତା ହୋଇଛି । ଏମସିଏକ୍ସରେ ସୁନା ବାଏଦା ୦.୧୫ ପ୍ରତିଶତ ହ୍ରାସ ପାଇ ୪୭,୪୫୧ ପ୍ରତି ୧୦ ଗ୍ରାମ ହୋଇଯାଇଛି । ରୂପା ଦାମ୍ ୬୫,୨୬୧ ଟଙ୍କା ପ୍ରତି କିଲୋଗ୍ରାମରେ ରହିଛି । ସୁନା ନିଜ ଗତ ବର୍ଷର ରେକର୍ଡ ହାଇ ୫୬,୨୦୦ ରୁ ପ୍ରାୟ ୮୭୦୦ ଟଙ୍କା ଶସ୍ତାରେ ଚାଲିଛି।…

ଦୁଇ ବର୍ଷ ଶିଶୁକୁ ଦିଆଗଲା ପ୍ରଥମ କରୋନା ଟୀକା

ପ୍ରଥମ ଦେଶ ରୂପେ କ୍ୟୁବାରେ ଶିଶୁଙ୍କୁ ଟିକା ଦିଆଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବରୁ ଏହି ଦେଶ ୧୨ବର୍ଷରୁ ଅଧିକ ବୟସ୍କ ପିଲାମାନଙ୍କୁ କାରୋନା ଟିକା ଦେବା ଆରମ୍ଭ କରିଥିଲା। ଏବେ ୨ ବର୍ଷର ପିଲାମାନଙ୍କୁ ଏଠାରେ କରୋନା ଟିକା ଦିଆଯାଇଛି। ଶିଶୁଙ୍କୁ ଟିକା ଦେବାରେ ଏହା ବିଶ୍ୱର ପ୍ରଥମ…

ସାମାନ୍ୟ ବଚସାରୁ ନାବାଳକକୁ ହତ୍ୟା

ପୁରୀ ସହରରେ ଘଟିଛି ଏକ ଅଭାବନୀୟ ଘଟଣା । ସମାନ୍ୟ ବଚଶାରୁ ଗୋଟିଏ ନାବାଳକକୁ ହତ୍ୟା କରି ପୁରୀ ବେଳାଭୂମିରେ ପକାଇଦେଇଛନ୍ତି ଅଭିଯୁକ୍ତ । ଏହି ଘଟଣାରେ ପୋଲିସ ଅପହରଣ ସହ ହତ୍ୟ।। ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି । ସୁଚନା ଅନୁସାରେ ପୁରୀ ବଳିଆପଣ୍ଡା ବସ୍ତିର ଦୀନବନ୍ଧୁ ସାହୁଙ୍କ ପୁଅ…

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା

ପୂର୍ବ ଆକଳନ ଅନୁଯାୟୀ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ସୋମବାର ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇଛି । ପାଣିପାଗ କେନ୍ଦ୍ରର ସୂଚନା…

କଟକଣା ବିରୋଧରେ କଟକ ବନ୍ଦ

ପାର୍ବଣରେ ୪ ଫୁଟ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା ପାଇଁ ସରକାରଙ୍କ ନିର୍ଦ୍ଦେଶନାକା ବିରୋଧରେ କଟକରେ ପ୍ରତିବାଦ ସ୍ୱର ତୀବ୍ର ହୋଇଛି । ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଓ କାର୍ଯ୍ୟକର୍ତା ବର୍ଷାରେ ବି ରାସ୍ତାରେ ଆଣ୍ଠେଇ ଏଭଳି ନିଷ୍ପତ୍ତିରେ ଅଭିନବ ପ୍ରତିବାଦ ଜାରି ରଖିଛନ୍ତି ।…

ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସେପ୍ଟେମ୍ବର ୪ରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ, ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ସମଗ୍ର ପୁରୀ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ବୋଲି…

24 ଘଂଟାରେ ରାଜ୍ୟରେ 638 କରୋନା ଆକ୍ରାନ୍ତ ଚିହ୍ନଟ

୨୪ଘଂଟାରେ ରାଜ୍ୟରେ ୬୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଶୁନରୁ ୧୮ ବର୍ଷ ଭିତରେ ୯୩ ପିଲାଙ୍କୁ କରୋନା । ଏମାନଙ୍କ ମଧ୍ୟରୁ ୩୭୨ ଜଣ ସଂଗରୋଧରୁ ଥିବା ବେଳେ ୨୬୬ ଜଣ ସ୍ଥାନୀୟ ସଂକ୍ରମିତ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା…