୧୨ ଘଣ୍ଟା ପାଇଁ ମୟୁରଭଞ୍ଜ ବନ୍ଦ
୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା । ୧୦ ଦଫା ଦେବି ନେଇ ଜିଲ୍ଲା ପେସା ଗ୍ରାମସଭା ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ବାରିପଦା ସହର ଭିତରେ କାଁ ଭାଁ ଦେଖିବାକୁ ମିଳିଛି । ପୋଲିସ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
ସୂଚନା ଅନୁସାରେ,!-->!-->!-->…
