କୋଭିଡ ପରିଚାଳନା କ୍ଷେତ୍ରରେ ଦେଶରେ ଓଡ଼ିଶା ପ୍ରଥମ
ଭୁବନେଶ୍ୱର: କୋଭିଡ ପରିଚାଳନା କ୍ଷେତ୍ରରେ ଦେଶରେ ପ୍ରଥମ ହୋଇଛି ଓଡ଼ିଶା । ଇଣ୍ଡିଆ ଟୁଡେ ମୁଡ ଅଫ ନେସନ ପୋଲରେ ଓଡ଼ିଆ ଏକ ନମ୍ବର ସ୍ଥାନରେ ରହିଛି । ଦ୍ୱିତୀୟରେ ରହିଛି ଆସାମ । ତୃତୀୟ ସ୍ଥାନରେ ଅଛି ଝାଡଖଣ୍ଡ । ଓଡ଼ିଶା ସରକାରଙ୍କ କୋଭିଡ ପରିଚାଳନାରେ ୭୩ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି ।!-->…
