Odia News Portal
Browsing Tag

odisha

ରାଜଧାନୀରେ ବୃଦ୍ଧି ପାଉଛି ଧଳା ଜହର

ରାଜଧାନୀରୁ ପୁଣି ଧଳା ଜହର ଜବତ ହୋଇଛି । ଭୁବନେଶ୍ୱରର ୨ଟି ସ୍ଥାନରୁ କମିଶନରେଟ ପୋଲିସ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଗତ କିଛି ଦିନ ହେବ ଭୁବନେଶ୍ୱରରେ ଧଳା ଜହର କାରବାର ବୃଦ୍ଧି ପାଇବାରେ

ରାଜ୍ୟରେ ୧୧,୦୦୦ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର

ରାଜ୍ୟରେ ୧୧,୦୦୦ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର । ରାଜଧାନୀରେ ଟ୍ରେନିଂ ବେରୋଜଗାରୀ ଶିକ୍ଷକ ସଂଘ କ୍ୱାଲିଫାଏଡ୍ ହିନ୍ଦୀ ଏବଂ ସଂସ୍କୃତ ଅଧୀନରେ ଶିକ୍ଷକମାନଙ୍କ ନିକଟରେ ହୋଇଥିବା ବିରୋଧ ପରେ ଓଡିଶା ସରକାର ମଙ୍ଗଳବାର ସ୍ପଷ୍ଟ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ

ଦିଲ୍ଲୀରୁ ବାରଣାସୀ ଚାଲିବ ବୁଲେଟ୍ ଟ୍ରେନ୍‌

ଦେଶରେ ବୁଲେଟ ଟ୍ରେନ ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ ହାଇ ସ୍ପିଡ ରେଳ କର୍ପୋରେଶନ ଲିମିଟେଡ (ଏନ୍‌ଏଚଏସଆରସିଏଲ) ଆଶା ପ୍ରକଟ କରିଛି ଯେ, ସେପଟେମ୍ବରରେ ଦିଲ୍ଲୀ-ବାରାଣସୀ କରିଡରର ଫାଇନାଲ ଡିପିଆର (ଡିଟେଲ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ ହୋଇଯିବ । ଦିଲ୍ଲୀର ସରାଏକାଲେ ଖା ଠାରୁ ଏହି

୧୨ ରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା

ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା। ଏଥିପାଇଁ SAMS ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ନାମଲେଖା ପରେ UGC ଗାଇଡଲାଇନ୍‌ ମୁତାବକ ପାଠପଢା ଆରମ୍ଭ ହେବ। ଏପଟେ ଯୁକ୍ତ ୨ କଲେଜରେ ବଢିଲା ୫୪

ସମାଜସେବୀ ସୁଧାଂଶୁ ତ୍ରିପାଠୀଙ୍କ ପରଲୋକ

ବିଶିଷ୍ଟ ସମାଜସେବୀ ତଥା ରାଜନୈତିକ ସମୀକ୍ଷକ ସୁଧାଂଶୁ କୁମାର ତ୍ରିପାଠୀ ଆଉ ନାହାନ୍ତି। ଗତ ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ସେ ଶେଷ ନିଃଶ୍ୱାସ

ସ୍କୁଲ ଖୋଲୁ ଖୋଲୁ ପଜିଟିଭ୍‌

ସ୍କୁଲ ଖୋଲୁ ଖୋଲୁ ବାହାରିଲା କରୋନା ପଜିଟିଭ । ଫଳରେ ହାଇସ୍କୁଲକୁ ସାନିଟାଇଜ କରିବା ସହିତ କଣ୍ଟେନମେଣ୍ଟ ଘୋଷଣା କରିଛି ପ୍ରଶାସନ । ଏଭଳି ଘଟଣା ମଙ୍ଗଳବାର ଦାରିଙ୍ଗବାଡି ଅଞ୍ଚଳରୁ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡି ଆଶ୍ରମ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ପଜିଟିଭ

ରାହୁଲ ବୁଲିଲେ ମନ୍ଦିର, ସମଜିଦ

ଦୁଇ ଦିନିଆ ଜାମ୍ମୁ-କାଶ୍ମୀର ଗସ୍ତରେ ରାହୁଲ ଗାନ୍ଧୀ । ଘାଟିରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ପାଇଁ ଜାମ୍ମୁ-କାଶ୍ମୀରରେ ପହଂଚିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଗତକାଲି ସଂଧ୍ୟାରେ ସେ ବିମାନବନ୍ଦରରେ ପହଂଚିବା ପରେ ପ୍ରଦେଶ ସଭାପତିଙ୍କ ପୁଅ ବିବାହ କାର୍ଯ୍ୟକ୍ରମରେ ଯୋଗ

ଆସନ୍ତା ଅଲିମ୍ପିକ୍ସରେ ସାମିଲ ହୋଇପାରେ କ୍ରିକେଟ୍‌

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଲସ୍ ଆଂଜେଲ୍ସରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଜୋରଦାର ପ୍ରସ୍ତୁତି ଚାଲିଥିବା କହିଛି ଇଂଟରନ୍ୟାସନାଲ କ୍ରିକେଟ କାଉନସିଲ(ଆଇସିସି) । ୨୦୨୦ ଅଲିମ୍ପିକ୍ସରେ ଭାରତର ସଫଳତା ପରେ ଏବେ ଆଗାମୀ ଅଲିମ୍ପିକ୍ସ ଉପରେ

ଆଜି ଉଜ୍ୱଳା ଯୋଜନା ୨.୦ କୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଜ୍ଜଳା ଯୋଜନା-୨ର ଶୁଭାରମ୍ଭ କରିବେ । ଆର୍ଥିକ ଭାବେ ଅନଗ୍ରସର ପରିବାରକୁ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଲାଭ ପହଂଚାଇବ । ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଟୁଇଟ କରି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ରୋଷେଇ ଗ୍ୟାସର ଏହି ସୁବିଧାର

ଦ୍ୱିତୀୟ ପୁଅର ନାମକୁ ନେଇ ପୁଣି ଟ୍ରୋଲ ହେଲେ ସୈଫ ଓ କରୀନା

ମୁମ୍ବାଇ: କରୀନା କପୁର ଖାନ ଚଳିତ ବର୍ଷ ଫେବୃଆରୀରେ ତାଙ୍କର ଦ୍ୱିତୀୟ ପୁତ୍ରକୁ ଜନ୍ମ ଦେଇଥିଲେ। ସେବେଠାରୁ ପିଲାର ନାମକରଣକୁ ନେଇ ଅଭିନେତ୍ରୀଙ୍କ ପ୍ରଶଂସକଙ୍କ ମଧ୍ୟରେ ଗୁଜବ ସୃଷ୍ଟି ହୋଇଥିଲା। ଏହି ସେଲିବ୍ରିଟି ଦମ୍ପତିଙ୍କ ଦ୍ୱିତୀୟ ପୁଅର ନାମ ଜାଣିବାକୁ ସମସ୍ତେ ବ୍ୟସ୍ତ। କିନ୍ତୁ, ଉଭୟ