Odia News Portal
Browsing Tag

odisha

ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ଖୋଲିବା ପରେ ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ସରକାର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ କେବଳ ସ୍କୁଲକୁ ଯିବାକୁ ଅନୁମତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରାଜଧାନୀରେ ଥିବା

ସାଇବର ଠକେଇରେ ଲାଗିବ ରୋକ୍

ଭୁବନେଶ୍ୱର : ସାଇବର ଅପରାଧ ରୋକିବାକୁ ଜାରି ହେଲା ସହାୟତା ନମ୍ବର । ରାଜ୍ୟରେ ବଢ଼ିଚାଲିଥିବା ସାଇବର ଠକେଇ ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ଖୋଲାଗଲା ହେଲ୍‌ପ ଡେସ୍କ। ଯେକେହି ସାଇବର ଠକେଇର ଶିକାର ହେଲେ 700-000-6709ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଏମିତିକି ମହିଳାଙ୍କୁ ଯଦି

ଫେଲ୍ ହେବେ ନାହିଁ କେଜିରୁ ଅଷ୍ଟମ ଶ୍ରେଣୀ

ଭୁବନେଶ୍ୱର : କନଫିଡେରେସନ ଅଫ୍ ଓଡିଶା ପବ୍ଳିକ ସ୍କୁଲ ପକ୍ଷରୁ ଘରୋଇ ସ୍କୁଲ ଖୋଲିବା ନେଇ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ରାଜ୍ୟ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । କିନ୍ତୁ ଅନ୍ୟ କ୍ଳାସ ନଖୋଲିବାକୁ ବିରୋଧ କରିଛନ୍ତି । ରାଜ୍ୟରେ ଅନ୍ୟାନ୍ୟ

ହତ୍ୟାକାରୀଙ୍କ ସମ୍ପର୍କରେ କଣ କହିଲେ ଆଇନ ମନ୍ତ୍ରୀ

ମାହାଙ୍ଗା: ମହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତଥା ଆଇନ୍‌ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ଯେ, ମାହାଙ୍ଗାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଆମ ନାଁରେ ଏତଲା ହୋଇଛି, ତଦନ୍ତ ହେଲେ ସତ ଜଣାପଡ଼ିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ,

ଲୋ ରିସ୍କ କୋଠା ପାଇଁ ଆବଶ୍ୟକ ନାହିଁ ଅନୁମତି

ଭୁବନେଶ୍ୱର: ଗୃହ ନିର୍ମାଣ ଅନୁମତି ପାଇଁ ଏବେ ଆଉ ଧାଇଁବାକୁ ପଡ଼ିବନି ବିଡିଏ କାର୍ଯ୍ୟାଳୟ । ନିଜ ଜମିର ଲେଆଉଟ୍ ଅନୁମତି ନେଇଥିବା ବ୍ୟକ୍ତି ସିଧା ଘର ନିର୍ମାଣ କରିପାରିବେ । ଲୋ ରିସ୍କ କୋଠା ପାଇଁ ଆଉ ବିଲଣ୍ଡିଂ ପ୍ଲାନ ମଂଜୁରୀର ଆବଶ୍ୟକତା ପଡିବ ନାହିଁ । ସର୍ବାଧିକ ୧୦ମିଟର ଉଚ୍ଚତା ଓ

ବାଲେଶ୍ୱର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ

ବାଲେଶ୍ୱର ଓ ମୟୁରଭଞ୍ଜରେ ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ମଧ୍ୟାହ୍ନ ୨.୧୦ ସମୟରେ ଅନୂଭୁତ ହୋଇଛି ଭୂକମ୍ପ । ଭୂକମ୍ପର କାରଣ ଜଣାପଡ଼ି ନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଭୂକମ୍ପ ଝଟକାରେ ଲୋକମାନେ ଘରୁ ବାହାରି ଆସିଥିବା ଦେଖିବାକୁ