ସୁରନେବେ ଅବସର ମଇଦାନକୁ ଆସିବେ ସିଦ୍ଧାର୍ଥ, ମନ୍ମଥ
ବରିଷ୍ଟ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କର ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଆସନ୍ତା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ତାଙ୍କ ପିତା ସୁରେଶ ରାଉତରାୟ କହିଥିଲେ କି ସେ ଆସନ୍ତା ନିର୍ବାଚନ ଲଢିବେ ନାହିଁ । ତାଙ୍କ ସାନ ପୁଅ ମନ୍ମଥ ସୁରଙ୍କ ଆସନ ଜଟଣୀରୁ ବିଧାନସଭାକୁ କଂଗେସ ପ୍ରାର୍ଥୀ!-->…