ହୁ ହୁ ହୋଇ ଜଳିଯାଉଛି ଜଙ୍ଗଲ
ହୁ ହୁ ହୋଇ ଜଳିଯାଉଛି ଜଙ୍ଗଲ। ଜଳୁଛି ରାଜଧାନୀ ଉପକଣ୍ଠ ଘାଟିକିଆ ଜଙ୍ଗଲ। ନିଆଁରେ ୨ ଏକର ପରିମିତ ଜଙ୍ଗଲ ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ୧୦ ରୁ ଉର୍ଦ୍ଧ୍ବ ବଡ଼ବଡ଼ ଆମ୍ବ ଗଛ ପୋଡି ପାଉଁଶ ହୋଇଯାଇଛଇ। ଆମ୍ବ ଗଛ ସହ ବାଉଁଶ ବୁଦାରେ ନିଆଁ ଲାଗିଛି। ଖବର ପାଇ ଅଗ୍ନିଶମ!-->…