Odia News Portal
Browsing Tag

odisha

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : ସରିଲା ଗୋପାଳର ନାର୍କୋ ଟେଷ୍ଟ

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ନାର୍କୋ ଟେଷ୍ଟ ଶେଷ ହୋଇଛି। ଗୁଜରାଟର ଗାନ୍ଧିନଗରସ୍ଥିତ ଡିଏଫ୍ଏସରେ ଗୋପାଳର ନାର୍କୋ ଟେଷ୍ଟ କରାଯାଇଛି। ଏହି ଟେଷ୍ଟ ପୂର୍ବରୁ ଗୋପାଳର ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ କରାଯାଇଥିଲା।

କୋଭିଡ୍-୧୯ :୨୪ ଘଣ୍ଟାରେ ଦେଶରେ ୧୩୨ ନୂଆ ସଂକ୍ରମଣ

ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୦ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା

କାହିଁକି ପାଟିରେ ହେଉଛି କ୍ୟାନ୍ସର?

କ୍ୟାନସର ଏମିତି ଏକ ରୋଗ ଯାହା କବଳରୁ ବଞ୍ଚିବା ଅତ୍ୟନ୍ତ କଷ୍ଟସାଧ୍ୟ । କିନ୍ତୁ ବର୍ତ୍ତମାନ ବିଜ୍ଞାନର ଅଗ୍ରଗତି ଯୋଗୁଁ ଏଥିରେ ମଧ୍ୟ କିଛି ପରିମାଣରେ ସିଦ୍ଧି ହାସଲ କରାଗଲାଣି ମାତ୍ର ସପୂର୍ଣ୍ଣ ନୁହେଁ । ତେଣୁ ଏଭଳି ରୋଗର ପ୍ରତିକାର ପୂର୍ବରୁ ହିଁ କରିବା ଦରକାର। ତେବେ କ୍ୟାନସର ମୁଣ୍ଡ,

ଆମେରିକାର ଜେଟ୍ : ଗୁଇନ୍ଦା ବେଲୁନ୍ ପରେ ଆଲାସ୍କା ଆକାଶରେ ଉଡୁଥବା ଅଜ୍ଞାତ ବସ୍ତୁକୁ ଖସାଇଲା

ଆକାଶରେ ଆମେରିକାର ଆଉ ଏକ ବଡ଼ ଆକ୍ସନ । ଆକାଶରେ ଉଡୁଥବା ସନ୍ଦିଗ୍ଧ ବସ୍ତୁକୁ ଖସାଇଲା ଆମେରିକା ଫାଇଟର ଜେଟ୍। ଗତକାଲି କାନାଡା ସୀମା ଆଲାକ୍ସା ନିକଟରେ ଆମେରିକା ଫାଇଟର ଜେଟ୍ ୪୦ ହଜାର ଫୁଟ ଉଚ୍ଚରେ ଉଡୁଥିବା ବସ୍ତୁକୁ ଖସାଇ ଦେଇଛି । ଏହା କେଉଁଠୁ ଆସିଥିଲା ଓ କିଏ ଛାଡିଥିଲା ତାହା ଜଣାପଡି

ଏୟାର ଏସିଆକୁ ବଡ ଝଟକା ଦେଲା  ଡିଜିସିଏ, ପ୍ରଶିକ୍ଷକ ମୁଖ୍ୟଙ୍କୁ ଦାୟିତ୍ୱରୁ ହଟାଇଲା

ଡିଜିସିଏ ନିୟମ ଉଲ୍ଲଙ୍ଘନ କରିଥିବାରୁ ଏୟାର ଏସିଆକୁ ଲାଗିଲା ବଡ ଝଟକା। ୨୦ ଲକ୍ଷ ଟଙ୍କା ଜୋରିମାନା ଲଗାଇଲା ଡିଜିସିଏ। ଡିଜିସିଏ ମୁତାବକ, ଏୟାର ଏସିଆ ପାଇଲଟ ଟ୍ରେନିଂରେ ଗଡବଡ କରିଛି। ଏହା ସହିତ ପାଇଲଟଙ୍କ ପ୍ରୋଫିସିଏନ୍ସି ରେଟିଂ ଚେକ୍ ସମୟରେ ଅଭ୍ୟାସ କରିନାହିଁ । ତେଣୁ ଏୟାର ଏସିଆ ଉପରେ

ନବ ଦାସଙ୍କ ବାସଭବନରେ ପହଞ୍ଚି ପରିବାର ଲୋକଙ୍କୁ ଆଶ୍ୱାସନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦିବଂଗତ ନେତା ନବ ଦାସଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ସୁରେଶ ପୂଜାରୀ। ଝାରସୁଗୁଡ଼ା ସରବାହାଲ ସ୍ଥିତ ଘରେ ନବଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଦୁଃଖ ସମୟରେ ଧୈର୍ୟ୍ୟ ଧରିବାକୁ କହିଛନ୍ତି ଧର୍ମେନ୍ଦ୍ର ।ଗତ ଜାନୁଆରୀ ୨୯

ଆଦାନି ବିବାଦରେ ମୁଁ ସୁପ୍ରିମ କୋଟଙ୍କୁ କିଛିବି କହିବି ନାହିଁ: ଅର୍ଥମନ୍ତ୍ରୀ ସୀତାରମଣ

ଆଦାନି-ହିଣ୍ଡେନ୍ବର୍ଗ ବିବାଦ ବିଷୟରେ ସୁପ୍ରିମ୍ କୋର୍ଟଙ୍କୁ ମୁଁ କିଛି କହିବି ବୋଲି ଆପଣମାନେ ଆଶା ନ କରିବା ଉଚିତ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।‘ଭାରତୀୟ ରିଜର୍ଭ ବ୍ୟାଙ୍କ୍ ବୋର୍ଡ’ର ବୈଠକ ପରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକମାନଙ୍କୁ

କ୍ଷମତାକୁ ଆସିଲେ ତାଜମହଲ ପରି ଦିଶୁଥିବା ସଚିବାଳୟର ଗମ୍ବୁଜ ଭାଙ୍ଗିଦେବୁ: ବଂଦୀ ସଞ୍ଜୟ କୁମାର

ନିର୍ବାଚିତ ହୋଇ କ୍ଷମତାକୁ ଆସିଲେ ତାଙ୍କ ଦଳ ରାଜ୍ୟର ନୂଆ ସଚିବାଳୟ ଅଟ୍ଟାଳିକା ଉପରେ ଥିବା ଗମ୍ବୁଜଗୁଡ଼ିକୁ ଧ୍ବଂସ କରି ସେଥିରେ ଦେଶ ଓ ତେଲେଙ୍ଗାନାର ସଂସ୍କୃତିକୁ ପ୍ରତିଫଳନ କରିବା ଭଳି ପରିବର୍ତ୍ତନ କରିବ ବୋଲି ତେଲେଙ୍ଗାନା ‘ବିଜେପି’ ସଭାପତି ବଂଦୀ ସଞ୍ଜୟ କୁମାର କହିଛନ୍ତି।‘ଜନତାଙ୍କ

ଚାଉଳ ଉତ୍ପାଦନ ଭାରତ ଅର୍ଥନୀତିକୁ ସମୃଦ୍ଧ କରିଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଚାଉଳ ଜୀବନର ଶସ୍ୟ। ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କଣ ସମସ୍ତଙ୍କୁ ଜଣା। ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି। ଭାରତ ସର୍ବାଧିକ ଚାଉଳ ରପ୍ତାନି କରି ଅନ୍ୟ ଦେଶକୁ ମଧ୍ୟ ଖାଦ୍ୟ ଯୋଗାଉଛି । ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦ୍ଘାଟନ

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାହାରିଛନ୍ତି। ସେ ସକାଳ ୯ଟା ୮ ମିନିଟ ସମୟରେ ରାଜଭବନରୁ ବାହାରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଥିଲେ। ଖାଲି ପାଦରେ ବିନ୍ଦୁସାଗର ନିକଟରୁ ଚାଲିଚାଲି ଯାଇଥିଲେ ରାଷ୍ଟ୍ରପତି।