Odia News Portal
Browsing Tag

odisha

ଆସନ୍ତା ୭ରେ ଲଘୁଚାପ

ଆସନ୍ତା ୭ରେ ଲଘୁଚାପ ସମ୍ଭାବନା । ଆସନ୍ତା ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ

ବିହାରୀ ମିସ୍ତ୍ରୀ ହତ୍ୟାକାଣ୍ଡ,୨ ଗିରଫ

କଟକ ବିଡ଼ାନାସୀ ଭୁଆଶୁଣୀ ପଠାରେ ଜଣେ ବିହାରୀ ମିସ୍ତ୍ରୀକୁ ହତ୍ୟାକାଣ୍ଡ ଘଟଣାରେ ପୁଲିସ୍ ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ମୁନିକାଲ୍ ଓ ତା’ ସହଯୋଗୀ କୈଳାସ । ସୁପାରୀ ନେଇ ଏମାନେ ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଥିବା ବେଳେ ସୁପାରୀ ଦେଇଥିବା ପଙ୍କଜକୁ

ଘୋଷଣା ହୋଇପାରେ ବିଜେଡିର ମେୟର ପ୍ରାର୍ଥୀ ତାଲିକା

ଆସନ୍ତା ପୌର ନିର୍ବାଚନ ପାଇଁ ଖୁବଶୀଘ୍ର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଯାଉଛି ବିଜେଡ଼ି । ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମ ଲାଗି ମେୟର ପ୍ରାର୍ଥୀ ଘୋଷଣା କରିବ ଦଳ । ସଭାପତି ନବୀନ ପଟ୍ଟନାୟକଙ୍କ ମୋହର ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ । ଏ ନେଇ ସୂଚନା

ରାଜ୍ୟରେ ୫ ଦିନ ଶୁଖିଲା ପାଗ, ୭ ପରେ ବଢିବ ପାରଦ

ଆସନ୍ତା ୫ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ୫ ଦିନ ପରେ ରାଜ୍ୟର ପାରଦ ବଢ଼ିବା ସହ ଗରମ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୭ରୁ ୧୨ ତାରିଖ ଭିତରେ ଗରମ ଦ୍ରୁତ ଗତିରେ ବୃଦ୍ଧି ପାଇବା ସମ୍ଭାବନା ରହିଛି ।ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା

ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ

ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ । ନକଲି ସିବିଆଇ ଅଧିକାରୀ ନିଖିଳ ସ୍ବାଇଁକୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ନିରୀହ ଲୋକଙ୍କୁ ମିଛ ପରିଚୟ ଦେଇ ଠକୁଥିଲା ଏହି ଠକ । ସୂଚନା ମୁତାବକ ନିଖିଳ ଜଣେ ଭିନ୍ନକ୍ଷମ ବୋଲି ଜଣା ପଡ଼ିଛି । ଜଣେ ମୋବାଇଲ ଦୋକାନୀଙ୍କୁ ତାଙ୍କ ଝିଅର ଚିକିତ୍ସା

ସାଇବର ଠକଙ୍କ କବଜାରେ ରାଜଧାନୀ

ଫେବୃଆରୀ ମାସରେ ରାଜଧାନୀରେ ସାଇବର ଠକମାନେ ୨୫୪ ଜଣଙ୍କୁ ଲୁଟିଛନ୍ତି । ଫୋନ କରି ଲୁଟ କରିଛନ୍ତି ସାଇବର ଲୁଟେରା । ୧ କୋଟି ୩୯ ଲକ୍ଷ ୬୦ ହଜାର ର ୪୭୯ ଟଙ୍କା ଲୁଟିଛନ୍ତି ସାଇବର ଠକ୍ । ଅଭିଯୋଗ ପରେ ଫେରସ୍ତ ହୋଇଛି ୧୦ ଲକ୍ଷ ୫୨ ହଜାର ୮୦୨ ଟଙ୍କା । ୧୨ ଲକ୍ଷ ୭୩ ହଜାର ୪୮୩ ଟଙ୍କା ବ୍ଲକ୍

କଳାହାଣ୍ଡିରେ ମୃଦୁ ଭୂକମ୍ପ

କଳାହାଣ୍ଡିରେ ମୃଦୁ ଭୂକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୩.୫। ଦିନ ୧୧ଟା ୨୯ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟଭୀତ ହୋଇପଡିଥିଲେ। ଘରୁ ବାହାରକୁ ବାହାରି ଆସିଥିଲେ। ତେବେ ଭୂକମ୍ପରେ କାହାର କୌଣସି କ୍ଷତି ହୋଇନାହିଁ।

ଖାଇବା ତେଲ ଦର ଆକାଶ ଛୁଆଁ

ୟୁକ୍ରେନ-ରୁଷିଆ ଯୁଦ୍ଧ ପାଇଁ ଓଡିଶାରେ ପ୍ରଭାବ । ଲିଟର ପିଛା ୩୦ ଟଙ୍କା ବଢିଲା ପାମୋଲିନ୍ ତେଲ । ସନଫ୍ଲାୱାର ତେଲ ବି ଆକାଶ ଛୁଆଁ । ସପ୍ତାହକ ମଧ୍ୟରେ ସରିଯିବ ଷ୍ଟକ ରହିଥିବା ତେଲ । ଆମଦାନୀ ନହେଲେ ସ୍ଥିିତି ସଙ୍ଗୀନ ହେବ । ଓଡିଶାକୁ ଦୈନିକ ଦେଢ ହଜାରରୁ ୨ ହଜାର ଟନ୍ ଆମଦାନୀ ହୁଏ ।

ନିରାଡ଼ମ୍ବର ପାଳନ ହେବ ବିଜୁ ବାବୁଙ୍କ ୧୦୬ତମ ଜନ୍ମ ଜୟନ୍ତୀ

ଆସନ୍ତା ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୬ ତମ ଜନ୍ମ ଜୟନ୍ତୀ । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀଙ୍କୁ ନିରାଡ଼ମ୍ବର ଭାବେ ପାଳନ କରାଯିବ । ଏନେଇ ଦଳୀୟ ବିଧାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରତି ନିର୍ବାଚନ

ବିପୁଳ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୃହତ ବିଜୟ ହାସଲ କରିଛି ଶାସକ ବିଜେଡି । ନିର୍ବାଚନରେ ଜିତିଥିବା ସବୁ ଦଳୀୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ । ଅତୁଟ ବିଶ୍ୱାସ ରଖି ବିଜୁ ଜନତା ଦଳକୁ ବିପୁଳ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ