Odia News Portal
Browsing Tag

odisha

ଭୀମସାରରେ ମାଇକ୍ରୋ କଣ୍ଟେନମେଣ୍ଟ

ବୁର୍ଲା ଭୀମସାରରେ କରୋନା ସଂକ୍ରମଣ ଗତ ଦୁଇ ଦିନ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହାକୁ ନେଇ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲା ପ୍ରଶାସନ । ସଂକ୍ରମିତ ଚିହ୍ନଟ ହୋଇଥିବା ସମସ୍ତ ହଷ୍ଟେଲକୁ ସାନିଟାଇଜ କରିବା ସହ ୫ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି

ରାଜ୍ୟରେ କମୁଛି ପ୍ରଜଜନ ହାର

ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଛି ପ୍ରଜନନ ହାର । ପୂର୍ବ ତୁଳନାରେ ମହିଳାମାନେ କମ୍ ପିଲା ଜନ୍ମ ଦେଉଛନ୍ତି । ଗତ ୫ ବର୍ଷ ଭିତରେ ଏହା ଶୂନ ଦଶମିକ ୩ ପଏଂଟ ହ୍ରାସ ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ରୁ ଏଭଳି ତଥ୍ୟ

କୋରାପୁଟରୁ ୩୦୪ କିଲୋ ୪୦୦ ଗ୍ରାମର ଗଞ୍ଜେଇ ଜବତ

କୋରାପୁଟ ଲମତାପୁଟ ଅଂଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ୩୦୪ କିଲୋ ୪୦୦ ଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ । ଏକ ବୋଲେରୋରେ କାଠବାକ୍ସରେ ଯନ୍ତ୍ରପାତି ନେବା ଭଳି ୧୧ଟି ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିଲା । ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଲମତାପୁଟ ସଗର

ଭାଷଣ ଭୁଲିଗଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ବୟସ ବଢିଗଲେ ଓ ଅତି ଚାପଗ୍ରସ୍ତ ହେଲେ ମଣିଷ ବେଳେ ବେଳେ ବାଉଳା ହୁଏ । ସେଥିପାଇଁ ତ କୁହାଯାଏ ବାଳ ବୃଦ୍ଧ ସମାନ । ବିଭିନ୍ନ ସମୟରେ ତୁଙ୍ଗ ରାଜନେତାମାନେ ମଧ୍ୟ ଜନତା ଓ କ୍ୟାମେରା ସାମ୍ନାରେ ଏମିତି କିଛି ହରକତ କରି ବସନ୍ତି ଯାହାତାଙ୍କୁ ଲୋକ ହସା କରେ । ବ୍ରିଟେନ୍ର ପ୍ରଧାନମନ୍ତ୍ରୀ

ନୌସେନାରେ ଏଣ୍ଟ୍ରି କଲା ସାଇଲେଣ୍ଟ କିଲର ଭେଲା

ଏବେ ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା। ସାମିଲ ହେଲା ସମୁଦ୍ରର ସାଇଲେଣ୍ଟ କିଲର। ଗୁରୁବାର  ଭାରତୀୟ ନୌସେନାରେ INS ଭେଲା ସାମିଲ ହୋଇଛି।  ମୁମ୍ବାଇର ମାଜଗା ଡକ୍ ଶିପ୍ ବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ଫ୍ରାନ୍ସ ନାଭାଲ୍ ଗ୍ରୁପର ଟେକ୍ନୋଲୋଜି ସହାୟତାରେ ନିର୍ମାଣ କରାଯାଇଛି। MDL

୨୭ରୁ ହାଡ ଭଙ୍ଗା ଶୀତ

ଆସନ୍ତା ୨୭ ତାରିଖରୁ ଉପକୂଳ ଓଡ଼ିଶାରେ ଶୀତ ବଢ଼ିବ । ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ରାତି ତାପମାତ୍ରା ଅଢ଼େଇ ଡିଗ୍ରୀ ସେଲସିୟସ୍‌ କମିଯିବ । ସେହିଭଳି କେନ୍ଦ୍ରୀୟ ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ପାଣିପାଗ ବିଶେଷଜ୍ଞ ପ୍ରଫେସର

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ହେଉଛି ଭିଜିଲାନ୍ସ ଚଢ଼ାଉ । ITDA କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ କରିଛି  । ବହୁତ ଦିନ ପୂର୍ବରୁ ସନ୍ତୋଷ ଭିଜିଲାନ୍ସ ସ୍କାନରରେ ରହିଥିଲେ।

OSSSC ରେ ବାହାରିଲା ନିଯୁକ୍ତି, ଶିଘ୍ର କରନ୍ତୁ ଆବେଦନ

ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ୧୦୦୦ଟି ଲାବୋରଟୋରୀ ଟେକ୍ନିସିଆନ୍ ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଏହି ନିଯୁକ୍ତି ମିଳିବ। ତେବେ ଜିଲ୍ଲା କ୍ୟାଡରରେ ମିଳିବାକୁ ଥିବା ଏହି

ରୋଷେଇ ବଜାରକୁ ମହଙ୍ଗା କରୁଛି ଟମାଟୋ

ରାଷ୍ଟ୍ରୀୟ ରାଜଧାନୀରେ ଦେଢଶହ ଟଙ୍କା ଦରରେ ବିକ୍ରି ହେଉଛି ଟମାଟୋ । ଗତ କିଛି ଦିନ ହେଲା ବଜାରରେ ଟମାଟୋ ଦର ବୃଦ୍ଧି ପାଇବାରେ ଚାଲିଛି । ଅଚାନକ ପରିବାର ଦର ବୃଦ୍ଧି ହେବା ସହ ଟମାଟୋ ଦର ବଢିବା ଶୁଣି ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ସେହିପରି ଦେଶର ଅନେକ ରାଜ୍ୟରେ ଅଦିନିଆ

ଭୁର୍ଜ ଖଲିଫାରେ ନିଜ ଝିଅ ଜନ୍ମଦିନ ପାଳନ କଲେ ଅଲୁ ଅର୍ଜୁନ

ତେଲୁଗୁ ଷ୍ଟାର୍ ଅଲୁ ଅର୍ଜୁନଙ୍କ ପ୍ରିୟ ଝିଅ ଅଲୁ ଆରହା ଇଣ୍ଡଷ୍ଟ୍ରିରେ ବହୁତ ପ୍ରସିଦ୍ଧ। ଅଭିନେତା ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ସ ଏବଂ ଫଲୋୟର୍ସଙ୍କୁ ଆରହାଙ୍କ କ୍ୟୁଟ୍ ଫଟୋ ଏବଂ ଭିଡିଓ ସେୟାର କରନ୍ତି। ଏହି ପୋଷ୍ଟଗୁଡିକ ଲକ୍ଷ ଲକ୍ଷ ଲାଇକ୍ ଏବଂ କମେଣ୍ଟ ପାଇଥାଏ। ନିକଟରେ