Odia News Portal
Browsing Tag

odisha

ଆଜି ପ୍ରକାଶ ପାଇବ ଓଜେଇ ରେଜଲ୍ଟ

ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପକ୍ଷରୁ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟ୍‌ମେଣ୍ଟ ପ୍ରକାଶ ପାଇବ । ମଙ୍ଗଳବାର ସନ୍ଧ୍ୟାରେ ଓଜେଇଇ ପକ୍ଷରୁ ବି.ଟେକ୍‌, ବି.ଆର୍କ, ବି.କ୍ୟାଟ୍ ଓ ଇଣ୍ଟିଗ୍ରେଟେଡ୍ ଏମଏସସି ପାଠ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟ୍‌ମେଣ୍ଟ ପ୍ରକାଶ ପାଇବ ।

ପଦ୍ମ ପୁରସ୍କାର ଗ୍ରହଣ କଲେ ୯ ଓଡିଆ

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୋମବାର ଦିନ ୮ ଓଡ଼ିଆଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ମରଣୋତ୍ତର ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି।

ପୁନମ ପାଣ୍ଡେଙ୍କ ସ୍ୱାମୀ ଗିରଫ

ସର୍ବଦା ଚର୍ଚ୍ଚାରେ ରହିବାକୁ ଚାହାନ୍ତି ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। ଏବେ ତାଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ପୁନମ ତାଙ୍କ ସ୍ୱାମୀଙ୍କ ଉପରେ ମାରପିଟ କରିଥିବା ଅଭିଯୋଗ ଆଣିଛନ୍ତି, ଏହା ପରେ ସୋମବାର ସନ୍ଧ୍ୟାରେ ପୋଲିସ ସାମଙ୍କୁ ଗିରଫ କରିଛି। କେବଳ

ମୁକେଶ ଅମ୍ବାନୀଙ୍କ ଉପରେ ବିପଦ

ଭାରତର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍ ଅଫ୍ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କ ଉପରେ ଘନୁଛି ବିପଦ । ଦକ୍ଷିଣ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନ ‘ଆଣ୍ଟିଲିଆ’ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି । ଜଣେ ଟ୍ୟାକ୍ସି ଚାଳକ ଏନେଇ ପୋଲିସକୁ ସୂଚନା ଦେବା ପରେ

କେମିତି ଚିହ୍ନିବେ କାର୍ବାଇଟ୍ ଦିଆ କଦଳୀ  

ପେଟ ଏବଂ ହୃଦୟକୁ ଛାଡ଼ିଦେଲେ ଶରୀରକୁ ଫୁର୍ତ୍ତିବାନ୍ ରଖିବାରେ ମଧ୍ୟ ଏହି ଫଳ ସହାୟକ ହୁଏ । କିନ୍ତୁ ବର୍ତ୍ତମାନ ସମୟରେ କାର୍ବାଇଡ଼୍ ଉପାୟରେ କଦଳୀ ପଚା ଯାଉଥିବାରୁ ଏହା ଶରୀର ଉପରେ ସେତେଟା ଭଲ ପ୍ରଭାବ ପକାଇନଥାଏ । ଆପଣ ଯଦି ପ୍ରାକୃତିକ ଉପାୟରେ ପାଚିଥିବା କଦଳୀ ବଜାରରେ ଖାଇବାକୁ

ବିନା ଛୁଞ୍ଚିରେ ପିଲାଙ୍କୁ ଟିକା

କୋଭିଡ ଟିକା ଜାଇଡସ କାଡିଲାର ଦର ସ୍ଥିର କଲେ କେନ୍ଦ୍ର ସରକାର । ଗୋଟିଏ ଡୋଜର ଦାମ ୨୬୫ ଟଙ୍କା ସ୍ଥିର ହୋଇଛି । ଏହି ଟିକା ବିନା ଛୁଞ୍ଚିରେ ଦିଆଯିବ । ଏହି ପ୍ରକ୍ରିୟାକୁ ଫାର୍ମାଜେଟ୍ ବୋଲି କୁହାଯାଉଛି । ଏହି ଫାର୍ମାଜେଟ୍ ପ୍ରକ୍ରିୟା ପାଇଁ ଟିକା ବାଦ୍ ଅତିରିକ୍ତ ୯୩ ଟଙ୍କା ଦେବାକୁ ହେବ

ଆଜି ନବୀନ ଓ ଜଗନଙ୍କ ଭେଟ

କୋଟିଆ ବିବାଦ ଜାରି ରହିଥିବା ବେଳେ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଜଗନ ୪ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ବିବାଦ ଭିତରେ ଦୁଇ ରାଜ୍ୟର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହେବାକୁ

ଦୁଇ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼

ଭୁବନେଶ୍ୱର: ଥମୁନି ମମିତା ମେହେର ହତ୍ୟା ମାମଲା ତାତି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରୁଛନ୍ତି ବିରୋଧୀ । ରାଜ୍ୟବ୍ୟାପି ଆନ୍ଦୋଳନ ଜାରି ରଖିଥିଲେ ସୁଦ୍ଧା ଶାସକ ଦଳ ଏହାକୁ ଗୁରୁତ୍ୱ ଦେଉନାହିଁ । ଏପରିକି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ସେପଟେ ଆଜି

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୭୬ କୋରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୧୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୫୫ ଜଣ ୧୮ ବର୍ଷରୁ କମ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୮ ଅକ୍ରାନ୍ତ

ଡିସେମ୍ବର ୧୪ ସୁଦ୍ଧା ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢିଲେ ରାଜ୍ୟ ନିର୍ବାଚନ ଆୟୋଗ । ୱାର୍ଡ ୱାଇଜ୍ ଭୋଟର ତାଲିକା ପ୍ରସ୍ତୁତ କରିଯିବ । ୨୦୨୧ ନଭେମ୍ବର ୧ ତାରିଖ ସୁଦ୍ଧା ୧୮ ବର୍ଷ ହୋଇଥିଲେ ତାଲିକାରେ ସାମିଲ ହେବାକୁ ଆବେଦନ କରିପାରିବେ । କେବଳର ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲାରେ