Odia News Portal
Browsing Tag

odisha

୭ ତାରିଖ ଯାଏଁ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୪ ଦିନ ତଥା ୭ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଏଥିସହ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନୂଆପଡ଼ାର

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ଦୋଳି ଖେଳୁଛି ଦୈନିକ ସଂକ୍ରମଣ ହାର । କେବେ କମୁଛି ତ ଆଉ କେବେ ବଢ଼ୁଛି । ତେବେ ରାଜ୍ୟରେ ପ୍ରତିଦିନ ଗଢ଼ୁଛି ମୁଣ୍ଡ । ଆଜି ରାଜ୍ୟରେ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୦୭ ଓ ସ୍ଥାନୀୟ ଅଂଚଳରୁ ୧୪୪

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୩୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୨ ଜଣ ଶିଶୁ ଓ କିଶୋର କରୋନା

ଦୀପାବଳିରେ କୁକୁର ପୂଜା

ଏଥର ଦୀପାବଳି ପର୍ବ ଭାରତରେ ନଭେମ୍ବର ୪ରେ ପାଳନ କରାଯାଉଛି। ପଡୋଶୀ ଦେଶ ନେପାଳରେ ମଧ୍ୟ ଏହି ପର୍ବ ପାଳନ କରାଯାଏ, କିନ୍ତୁ ଏହା ସହିତ ଜଡିତ ପରମ୍ପରା ଏଠାରେ ଟିକିଏ ଅଲଗା। ପ୍ରାଚୀନ କାଳରୁ ଚାଲିଆସୁଥିବା ଏହି ପରମ୍ପରା ନେପାଳରେ ମଧ୍ୟ ପାଳନ କରାଯାଏ। ଏହି ପର୍ବକୁ ନେପାଳର ଦୀପାବଳି

ରୋହିତ ଶର୍ମା ହୋଇପାରନ୍ତି ଟିମ୍ ଇଣ୍ଡିଆ କ୍ୟପଟେନ

ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ପ୍ରଥମେ ପାକିସ୍ତାନ ଓ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜିତ ହେବା ପରେ ଏବେ ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ ରାସ୍ତା ଆଉ ସହଜ ହୋଇନାହିଁ । ଏଭଳି ସ୍ଥଳେ ଅନ୍ୟ ମ୍ୟାଚର ଫଳାଫଳ ଉପରେ ଟିମ୍ ଇଣ୍ଡିଆର ସେମିଫାଇନାଲ

ଖୋଜି ଖୋଜି ଟିକା ଦେବେ ସ୍ୱାସ୍ଥ୍ୟକର୍ମୀ

ଏଣିକି ରାଜ୍ୟରେ ନନଷ୍ଟପ୍ ଚାଲିବ ଟିକାକରଣ। ଟିକା ନେଇନଥିଲେ ଘରକୁ ଯିବେ ସ୍ୱାସ୍ଥ୍ୟ କମୀ। ଆଜିଠୁ ଘର ଘର ବୁଲି ଭ୍ୟାକ୍ସିନ ନେଇନଥିବା ଲୋକଙ୍କୁ ଚିହ୍ନଟ କରିବେ ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀ। ପ୍ରଥମ ଡୋଜ୍ ନେବା ପରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଲୋକ ଭୁଲିଯାଉଛନ୍ତି। ଦେଶରେ ୧୧କୋଟି ଓ

ଧଳା ଜହର କବଳରେ ରାଜଧାନୀ

ରୋନା କାଳରେ ବଢ଼ି ଚାଲିଛି ନିଶାଖୋର ମାଫିଆଙ୍କ ରାଜ। ପୋଲିସ୍‌ କୁ ଚ୍ୟାଲେଞ୍ଜ ଦେଉଛନ୍ତି ଧଳା ଜହର ବେପାରୀ। ଗିରଫ ପରେ ମଧ୍ୟ ସୁଧୁରୁ ନାହାଁନ୍ତି। ରାଜଧାନୀରୁ ପୁଣି ଜବତ ହୋଇଛି ବ୍ରାଉନସୁଗର। ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଚନ୍ଦ୍ରଶେଖର ପୁର ସ୍ଥିତ ପଣ୍ଡା ପାର୍କ

ଗିରଫ ହେଲେ ଅନୀଲ ଦେଶମୁଖ

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଗିରଫ । ମନି ଲଣ୍ଡରିଂ ମାମଲାରେ ୧୨ ଘଣ୍ଟା ଧରି ଅନୀଲ ଦେଶମୁଖଙ୍କୁ ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେ ସନ୍ତୋଷଜନକ ଉତର ନଦେଇ ପାରିବାରୁ ତାଙ୍କୁ ଗିରଫ କରାଯାଇଛି । ବହିଷ୍କୃତି ପୋଲିସ ଅଧିକାରୀ ସଚିନ୍ ୱାଜେଙ୍କ ସହ

କେମିତି ଚିହ୍ନିବେ ସବୁଜ ବାଣ

ଦିନକ ପରେ ଦୀପାବଳି । ବାଣ ଫୁଟାଇବାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଥିଲା ତାକୁ ଦୂର କରିଛନ୍ତି ହାଇକୋର୍ଟ । ଏହା ପରେ ଦୀପାବଳି, ଛଟପୂଜା ଓ କାର୍ତିକପୂର୍ଣ୍ଣିମା ପାଇଁ ରାଜ୍ୟ ସରକାର ଗାଇଡଲାଇନ ଆଣିଛନ୍ତି । ଏହି ସମୟରେ କେବଳ ସୁବଜ ବାଣ ଫୁଟାଇବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଅନ୍ୟ

ଛାତିରୁ ବାହାରିଲା ଲୁହା ରଡ

ହରିୟାଣା ରୋହତକ୍ ସ୍ଥିତ ପିଜିଆଇ ହସ୍ପିଟାଲରେ ଡାକ୍ତରମାନେ ଏକ ବିରଳ ଓ କଷ୍ଟସାଧ୍ୟ ଅସ୍ତ୍ରୋପଚାର କରି ଜଣେ ଯୁବକଙ୍କୁ ଛାତିରେ ପଶି ରହିଥିବା ୪୦ ଫୁଟ ଲମ୍ବର ଦୁଇଟି ଲୁହା ରଡ୍ ବାହାର କରିପାରିଛନ୍ତି । ଅପରେସନ୍ ପ୍ରକ୍ରିୟା ଦୀର୍ଘ ୫ ଘଣ୍ଟା ଧରି ଚାଲିଥିଲା । ସୋନିପତ୍ ଜିଲ୍ଲାର କରନ୍