Odia News Portal
Browsing Tag

odisha

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୪ ଶହରୁ ତଳକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୭୪ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୨୧୮ ଓ ସ୍ଥାନୀୟ ଅଂଚଳରୁ ୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୬୫ ଜଣ ଶିଶୁ ଓ

ଲଘୁଚାପ ପ୍ରଭାବରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପୁଣି ଫେରିଛି ମୌସୁମୀ । ରାଜ୍ୟର କିଛି ସ୍ଥାନରେ ପୁଣି ଆରମ୍ଭ ହୋଇଛି ବର୍ଷା । ଅଧିକାଂଶ ସ୍ଥାନରେ କୋହଲା ପାଗ ମଧ୍ୟ ଦେଖିବାକୁ ମିଳିଛି । ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି । ଓଡ଼ିଶା ଉପରେ ଏହାର ସିଧା ପ୍ରଭାନ ନଥିଲେ ବି ଆଂଶିକ ପ୍ରଭାବ ପଡ଼ିବ । ୫ଦିନ

ଆଜି ରାଜ୍ୟରେ ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କିଛି ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୬୫ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୧୨ ଓ ସ୍ଥାନୀୟ ଅଂଚଳରୁ ୧୫୩ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୫୬ ଜଣ ଶିଶୁ ଓ କିଶୋର ।

ନବୀନ ନିବାସ ଅଭିମୁଖେ ହଜାର ହଜାର ଡ୍ରାଇଭର

ଭୁବନେଶ୍ୱର: ନବୀନ ନିବାସ ଅଭିମୁଖେ ଡ୍ରାଇଭର ମହାସଂଘ । ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଛନ୍ତି ହଜାର ହଜାର ଡ୍ରାଇଭର । ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଦଯାତ୍ରା କରି ଭୁବନେଶ୍ୱର ଆସିଛନ୍ତି

୧୯୯୯ ମହାବାତ୍ୟାକୁ ପୁରିଲା ୨୨ ବର୍ଷ

ଭୁବନେଶ୍ୱର: ଯୁଆଡ଼େ ଚାହିଁଲେ ଖାଲି କୁଡ଼ କୁଡ଼ ଶବ । ଦେଖିଲେ ଡର ଲାଗୁଥିଲେ ଆଉ ନଦେଖିଲେ ଲୁହ ବାହାରୁଥିଲା । ଆଉ ଆଜି ବି ଯଦି ସେହି କଥା ମନେ ପଡ଼ିଯାଏ ଦେହ ସିହରି ଉଠେ । ୧୯୯୯ ମସିହା ମହାବାତ୍ୟା । ସବୁକିଛି କିଛି ଉଜାଡ଼ି ଦେଇଥିଲା । ପିଲାଠାରୁ ବାପାଙ୍କୁ ଛଡ଼ାଇ ନେଇଥିଲା ଆଉ ବୃଦ୍ଧ ବାପା

ପାରାଦୀପ ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ

ପାରାଦୀପ: ଓଡ଼ିଶା ଗସ୍ତରେ ଆସି ପାରଦୀପରେ ପହଞ୍ଚିଛନ୍ତି କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ । ଆଜି ଦୁଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ଵରରୁ ହେଲିକପ୍ଟର ଯୋଗେ ଷଣ୍ଢକୁଦ ହେଲିପ୍ୟାଡରେ ପହଞ୍ଚିଥିଲେ । ଏହାପରେ ପାରାଦୀପ ବନ୍ଦରକୁ ଯାଇଥିଲେ ।

ଦୀପାବଳି ପରେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ଧରି ବନ୍ଦ ରହିଛି ସ୍କୁଲ । ଯଦିଓ ଟିକେ କୋହଳ ହେବାରୁ ଅଷ୍ଟମରୁ ଦଶମ ଶ୍ରେଣୀ କ୍ଲାସ ହେଉଛି ତଥାପି ଏବେ ବି ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି । ପିଲାମାନେ ଅନଲାଇନ କ୍ଲାସ କରୁଛନ୍ତି । ଏବେ ସରକାର ପ୍ରଥମରୁ ସପ୍ତମ

ପୁଣି ଏହିସବୁ ଜିଲ୍ଲାରେ ୩ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଗୁରୁବାର ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଏହା ସମୂଦ୍ର ପତନରୁ ୧.୫ କିମି ଯାଏ ବାୟୁ ମଣ୍ଡଳରେ ସକ୍ରିୟ ରହିଛି । ପ୍ରଭାବରେ ଓଡ଼ିଶା ସମେତ ଦକ୍ଷିଣ ଭାରତର ଏକାଧିକ ରାଜ୍ୟରେ ଲଗାଣ ବର୍ଷା ହେବା

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୩୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୭୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୬୩ ଜଣ ଶିଶୁ ଓ କିଶୋର କରୋନା

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ

ଭୁବନେଶ୍ୱର: ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ବାରିପଦାର ପିଠାବଟା ଓ ଯଶୀପୁରର କାଳିଆମି ଗେଟ ପଟୁ ପ୍ରବେଶ ପାଇଁ ଅନୁମତି ମିଳିବ । ସକାଳ ୭ଟାରୁ ୯ଟା ମଧ୍ୟରେ ପର୍ଯ୍ୟଟକ ପ୍ରବେଶ କରିପାରିବେ । ରାତ୍ରି ରହଣି ଲାଗି କେବଳ ଅନଲାଇନରେ ବୁକିଂ କରିହେବ ।