Odia News Portal
Browsing Tag

odisha

ନଭେମ୍ବର ୧ରୁ ୟୁଜି ଓ ୧୫ରୁ ପିଜି କ୍ଲାସ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ସାରା ରାଜ୍ୟରେ ଅଣ୍ଡର ଗ୍ରାଜୁଏଟ (ୟୁଜି) ଛାତ୍ରଛାତ୍ରୀଙ୍କ କ୍ଲାସ୍ ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ ତାରିଖରୁ ପୋଷ୍ଟ ଗ୍ରାଜୁଏଟ (ପିଜି) ପିଲାଙ୍କ ପାଠପଢ଼ା ଆରମ୍ଭ ହେବ । ତେବେ ପ୍ରଥମ ବର୍ଷର ୟୁଜି ଓ ପିଜି ପିଲାଙ୍କ ପାଠପଢ଼ା ହେବ । 

ଶିକ୍ଷାନୁଷ୍ଠାନରେ କରୋନା କଟକଣା ଏବେ ବାଟବଣା

ଭୁବନେଶ୍ୱର : କଲେଜରେ କୋଭିଡ କଟକଣା ଏବେ ଏକ ପ୍ରକାର ବାଟବଣା । ପିଲାଙ୍କ ମୁହଁରେ ନା ରହୁଛି ମାସ୍କ ନା ରଖୁଛନ୍ତି ଶାରୀରିକ ଦୂରତା । ବିଶେଷକରି ସଂକ୍ରମଣର କେନ୍ଦ୍ରବିନ୍ଦୁ ପାଲଟିଥିବା ରାଜଧାନୀର ପ୍ରାୟ ସମସ୍ତ କଲେଜରେ ଏହି ଅବସ୍ଥା । ତେଣୁ ଯଦି ପୁଣିଥରେ କରୋନା ଉପରମୁହାଁ ହୁଏ ତେବେ

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୫୪୯ ନୂଆ କୋରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସ୍କର ୭୦ ଜଣ ଅଛନ୍ତି । ସଙ୍ଗରୋଧରୁ ୩୧୮ ଓ ସ୍ଥାନୀୟ ଅଂଚଳରୁ ୨୩୧ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୬ ଓ କଟକ ଜିଲ୍ଲାରୁ ୭୦

ଆଜି ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ

ପୁରୀ: ଆଜି ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଆୟୋଜିତ ହେଉଛି । ବିଜେଡିକୁ ତୃଣମୂଳସ୍ତରରେ ଆହୁରି ଶକ୍ତିଶାଳୀ କରିବା ପାଇଁ ଗୁରୁମନ୍ତ୍ର ଦିଆଯିବ । ଏଥିରେ ନୟାଗଡ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ମାହାଙ୍ଗା ବିଧାୟକ

କୋଇ ଜଙ୍ଗଲରୁ 2 ହରିଣ ଶିକାରୀ ଗିରଫ

ଗତକାଲି ରାତି ହିନ୍ଦୋଳ ସାରାଂଖିତ ଜଙ୍ଗଲରୁ 2 ହରିଣ ଶିକାରୀକୁ ଗିରଫ କରିବାରେ ହିନ୍ଦୋଳ ବନବିଭାଗ ସଫଳ ହୋଇଛି । ଉକ୍ତ ବ୍ୟକ୍ତି ଦୁଇଜଣ ହେଲେ 1. ସାମ ବାଦାନୀ,ବୟସ(50ବର୍ଷ), ପିତା-ଭାସ୍କର ବାଦାନୀ ,ହାତୁରା, PS- ହିନ୍ଦୋଳ, ଯିଏକି PS- ବନାପୁର (ଭଗବତୀ), ଜିଲ୍ଲା-ଖୋର୍ଧାର ସ୍ଥାୟୀ

ଓଡିଶା କ୍ୟାଡର ଆଇପିଏସ ଅଫିସର ହେଲେ କେ ସୁବ୍ରମଣି

ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ତଥା ଢେଙ୍କାନାଳ ଏସପି କେ. ଶିବ ସୁବ୍ରମଣିଙ୍କୁ ମିଳିଲା ନୂଆ ଦାୟିତ୍ୱ । ସିବିଆଇ ଏସପି ଭାବେ କେ. ଶିବ ସୁବ୍ରମଣିଙ୍କୁ ନୂଆ ଦାୟିତ୍ୱ ମିଳିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ୨୦୧୦ ବ୍ୟାଚର ଏହି ଆଇପିଏସ ଅଫିସର

ଦାବି ପୂରଣ ନ ହେଲେ ବସ୍ ସେବା ବନ୍ଦ

ନଭେମ୍ବର ୧୬ରୁ ରାଜ୍ୟରେ ବନ୍ଦ ହେବ ବସ୍ ସେବା । ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରାଜ୍ୟରେ ୧୪ ହଜାର ଘରୋଇ ବସ୍ ରହିଛି । କରୋନା କଟକଣା ହଟିବା ପରଠାରୁ ମାତ୍ର ୬୦ ପ୍ରତିଶତ ବସ୍‌ ଚାଲୁଛି । ସବୁ ବସ୍ କ୍ଷତିରେ ଚାଲୁଛି ବୋଲି ସଂଘ ସମ୍ପାଦକ

ଭାରତୀୟ ନୈସେନାରେ ଚାକିରୀର ସୁଯୋଗ

ଦେଶର ସେବା କରିବାକୁ ସ୍ୱପ୍ନ ଦେଖୁଥିବା ଯୁବଗୋଷ୍ଠୀଙ୍କ ପାଇଁ ଭାରତୀୟ ନୌସେନା (Indian Navy) ତରଫରୁ ସୁବର୍ଣ୍ଣ ସୁଯୋଗ ଜାରି କରାଯାଇଛି। ଭାରତୀୟ ନୌସେନା ଖାଲି ପଡ଼ିଥିବା ୩୦୦ ସେଲର ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ନୌସେନା ଦ୍ୱାରା ଏହି ନୋଟିଫିକେଶନ କିଛି ଦିନ

୩ ଅଭିଯୁକ୍ତଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

ମନୀଷ ଅନୁରାଗ ହତ୍ୟା ମାମଲାରେ ଖୋଲିବ ଅଧିକ ଗୁମର। ୩ ଅଭିଯୁକ୍ତଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ। ଏନେଇ ଇନ୍‌ଫୋସିଟି ଥାନା ପୋଲିସ କୋର୍ଟରେ ଆବେଦନ କରିଛି। ଅମ୍ରିତ, ମୁତ୍ୟୁଞ୍ଜୟ ଓ ଦିନେଶଙ୍କର ମିଛଧରା ପରୀକ୍ଷା କରାଇବାକୁ କୋର୍ଟରେ ଆବେଦନ କରାଯାଇଛି। ପୂର୍ବରୁ ୩ ସାଙ୍ଗଙ୍କୁ ୪

ଶରୀରର ଏହି ଅଙ୍ଗରେ ଝିଟିପିଟି ପଡିଲେ ହୋଇଯିବେ ମାଲାମାଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଝିଟିପିଟି ପଡ଼ିଯାଏ ତାହେଲେ କିଛି କ୍ଷେତ୍ରରେ ତାକୁ ଶୁଭ ତ କିଛି କ୍ଷେତ୍ରରେ ଅଶୁଭ କୁହାଯାଏ। ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡିଲେ ଶୁଭ ହୋଇଥାଏ ଓ କେଉଁ ଅଙ୍ଗରେ ପଡିଲେ ଅଶୁଭ ହୋଇଥାଏ ଆସନ୍ତୁ ଜାଣିବା। ୧. ମହିଳାମାନଙ୍କ