Odia News Portal
Browsing Tag

Otv

ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଭାତ

କଟକ: ଏସସିବିରେ ଚିକତ୍ସିତ ହେଉଥିବା ଓଟିଭି କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଅରିନ୍ଦମଙ୍କ କଥା ମନେପକେଇ କାନ୍ଦିଛନ୍ତି ପ୍ରଭାତ । ମେଡିକାଲରୁ ଡିସଚାର୍ଜ ହେବା ପରେ ପ୍ରଭାତ କହିଛନ୍ତି, ଅରିନ୍ଦମ ଓ ମୁଁ ଏକାଠି ସବୁ ଜାଗାକୁ ନ୍ୟୁଜ କଭର କରିବାକୁ ଯାଉ।…

ପଞ୍ଚଭୂତରେ ଲୀନ ହେଲେ ଅରିନ୍ଦମ

କେନ୍ଦୁଝର: ସରିଲା ଶେଷକୃତ୍ୟ । ଜନ୍ମମାଟିରେ ପଞ୍ଚଭୂତରେ ଲୀନ ହେଲେ ଦୁଃସାହାସୀ ସାମ୍ବାଦିକ ଅରିନ୍ଦମ ଦାସ । ଆଜି ଭୋର୍ ପ୍ରାୟ ୪ଟା ୨୦ ମିନିଟ୍ରେ ଅରିନ୍ଦମଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ପହଞ୍ଚିଥିଲା। ଏହାପରେ ଏକ ଶୋଭାଯାତ୍ରାରେ…

ସାମ୍ବାଦିକ ଯେବେ ଖବର ହୁଏ, ଗଣମାଧ୍ୟମ ନୀରବି ଯାଏ

ଭୁବନେଶ୍ୱର: ଖବର ଲୋକଲୋଚନକୁ ଆଣୁଥିଲେ । ହେଲେ ଆଜି ସେ ନିଜେ ବନିଗଲେ ଖବର । ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ବିୟୋଗ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ସମସ୍ତେ କାନ୍ଦୁଛନ୍ତି । ସେ ସାଧାରଣ ଜନତା ହୁନ୍ତୁ ବା ନେତା ସମସ୍ତେ କାନ୍ଦୁଛନ୍ତି । ଆଉ ଗଣମାଧ୍ୟମରେ କାମ କରୁଥିବା…

ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଡଙ୍ଗୀ

ଭୁବନେଶ୍ୱର() ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଡଙ୍ଗୀ । ଓଡିଶା ଇନଫ୍ରା ଟେକ୍ ନିର୍ଦ୍ଦେଶକ ପଦରୁ ଆଜି ଇସ୍ତଫା ଦେଇଛନ୍ତି ମନୋରଞ୍ଜ । ଅସୁସ୍ଥତା କାରଣରୁ ଇସ୍ତଫା ଦେଇଥିବା ଚିଠିରେ ଦର୍ଶାଯାଇଛି । ଦୀର୍ଘଦୀନ ହେବ ମଧୁମେହ ଓ ଉଚ୍ଚ ରକ୍ତଚାପରେ ସେ ଆକ୍ରାନ୍ତ ହୋଇଥିଲେ । ଇଓଡବ୍ଲୁ…

ହାଜର ହେଲେନି ଜଗି

ଭୁବନେଶ୍ୱର() ପୁଣି ଆଳ ଦେଖାଇଲେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍‌ EOWରେ ଆଜି ହାଜର ହେଲେନି ଜଗି । ହାଜର ପାଇଁ ଇମେଲ୍ ଜରିଆରେ ସମୟ ମାଗିଲେ । ଏହାସହ କ୍ରାଇମ୍‌ବ୍ରାଞ୍ଚ୍‌ ଅଫିସ ନୁହେଁ, ଓଟିଭି ଅଫିସରେ ପଚରାଉଚରା…

ସାମ୍ବାଦିକତାର ସବୁ ସୀମା ଅତିକ୍ରମ କଲା ଓଟିଭି

ଭୁବନେଶ୍ବର ()ସାମ୍ବାଦିକତାର ସବୁ ସୀମା ଅତିକ୍ରମ କଲା ଓଟିଭି । ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ରଭାବିତ ଅଂଚଳ ଗସ୍ତକୁ ନେଇ ଏବେ ଅଡୁଆରେ ପଡିଛି ଓଟିଭି । ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଚଂଳ ପରିଦର୍ଶନ କରିଥିବା ନେଇ ସନ୍ଦେହ ପ୍ରକାଶ କରିଥିଲା ଓଟିଭି । କୁହାଗଲା ଅଗଷ୍ଟ ୩୧ ତାରିଖରେ ନବୀନ…