Odia News Portal
Browsing Tag

pipili by poll election

୨୦ ଜଣିଅାଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

ପିପିଲି: ପାଖେଇ ଆସୁଛି ପିପିଲି ଉପନିର୍ବାଚନ । ବର୍ଷା ଓ କରୋନା କଟକଣା ମଧ୍ୟରେ ସରଗରମ ହେଉଛି ନିର୍ବାଚନୀ ମଇଦାନ । ବାଜି ଜିତିବା ଲାଗି ସମସ୍ତ ଦଳ ନିଜ ନିଜର ରଣକୌଶଳ ପ୍ରଦର୍ଶନ କରୁଛନ୍ତି । ଏହାରି ଭିତରେ ଭୋଟରଙ୍କ ମନମୋହିବା ଲାଗି ୨୦ ଜଣିଅାଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି…

ଲକଡାଉନରୁ ବାଦ୍ ପଡ଼ିଲା ପିପିଲି ଉପନିର୍ବାଚନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଘୋଷଣା ହୋଇଛି । ଚଳିତ ମେ ମାସ ୫ତାରିଖ ବୁଧବାର ସକାଳ ଠାରୁ ୧୯ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଘରଠାରୁ ୫୦୦ମିଟର ଦୂରତା ମଧ୍ୟରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ଅତ୍ୟାବଶ୍ୟକ…

ପିପିଲି ଉପନିର୍ବାଚନକୁ ନେଇ ୩ଦଳର ରାଜନୀତି

ଭୁବନେଶ୍ୱର: ଏବେ ନହେଉ ପିପିଲି ଉପନିର୍ବାଚନ । ପିପିଲି ଉପନିର୍ବାଚନକୁ ନେଇ କିଛି ଏମିତି ଦାବି ରଖିଛି କଂଗ୍ରେସ ଦଳ | ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ପ୍ରେସମିଟ୍ ଜରିଆରେ କହିଛନ୍ତି ଦଳ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି, ହେଲେ ଲୋକଙ୍କ ଜୀବନକୁ ବାଜି ଲଗେଇ ନୁହେଁ ।…

ମେ’୧୬ରେ ପିପିଲି ଭୋଟ୍, ୧୯ରେ ରେଜଲ୍ଟ

ଭୁବନେଶ୍ୱର: ପୁଣି ଆଉଥରେ ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ ତାରିଖ । ଆସନ୍ତା ମେ’ ୧୬ରେ ହେବ ପିପିଲି ଉପ-ନିର୍ବାଚନ ।ସେହିଭଳି ମେ’ ୧୩ ତାରିଖ ସନ୍ଧ୍ୟାରୁ ହିଁ ପିପିଲି ପ୍ରଚାର ବନ୍ଦ ହେବ ବୋଲି ନିର୍ଵାଚନ କମିଶନଙ୍କ ନିର୍ଦ୍ଦେଶ | ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର…

ପିପିଲି ଉପନିର୍ବାଚନ ପାଇଁ ରାଲି କରିବନି ବିଜେଡି

ଭୁବନେଶ୍ୱର: ରାଜ୍ୟରେ କରୋନାର ସଂକ୍ରମଣ ବଢିବାରେ ଲାଗିଛି। ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ତେବେ ଏହାକୁ ନଜରରେ ରଖି ପିପିଲି ଉପନିର୍ବାଚନ ପାଇଁ ବିଜେଡି କରିବନି ରାଲି ଓ କ୍ୟାମ୍ପେନ । ଏନେଇ ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀ…

ପିପିଲିରେ ଘୋଷଣା ହେବ ସାନି ଉପନିର୍ବାଚନ ତାରିଖ

*ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପଦକ୍ଷେପ | *ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ଏ ଦିଗରେ ପଦକ୍ଷେପ ନିଆଯିବ | *ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ସୂଚନା |