Odia News Portal
Browsing Tag

polasara

ସନ୍ଦେହଘେରରେ ଦମ୍ପତିଙ୍କ ମୃତ୍ୟୁ, ତଳେ ପଡିଛି ସ୍ତ୍ରୀର ମୃତଦେହ ଓ ଝୁଲନ୍ତା ଅବସ୍ଥାରେ ସ୍ୱାମୀ

ଗଞ୍ଜାମ: ପୋଲସରା ଥାନା ସୋଡ଼କ ଗାଁରେ ଘଟିଛି ଅଘଟଣ । ଘର ଭିତରୁ ଉଦ୍ଧାର ହେଲା ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ । ସ୍ତ୍ରୀର ମୃତଦେହ ତଳେ ପଡ଼ିଥିବା ବେଳେ ସ୍ୱାମୀର ମୃତଦେହ ଝୁଲନ୍ତା ଅବସ୍ଥାରେ ଓହଳିଛି । ତେବେ ସେମାନଙ୍କ ମୃତ୍ୟୁ କିଭଳି ହେଲା ତାହା ଅସ୍ପଷ୍ଟ ରହିଛି । ଗାଁ ଲୋକେ ପୋଲିସକୁ ଖବର…

ସରକାରୀ ସହାୟତାରୁ ବଞ୍ଚିତ ୬୮ ବର୍ଷର ବୃଦ୍ଧ ତ୍ରିନାଥ!ଲେମ୍ବୁ କଞ୍ଚାଲଙ୍କାରେ ବିତୁଛି ଜୀବନ

ପୋଲସରା : ଗଂଜାମ ଜିଲ୍ଲା ପୋଲସରା ଏନ୍.ଏ.ସିର ୧୪ ନଂ ଓ୍ବାଡ଼ ନିଗମ ନଗର ସାହିରେ ଦିର୍ଘ ୫ ବର୍ଷ ହେଲା ନିଜ ଝିଅ ଜ୍ବାଇଁ ଘରେ ବୃଦ୍ଧ ତ୍ରିନାଥ ଓ ତାଙ୍କ ସ୍ତ୍ରୀ ଉଭୟେ ରହି ଆସୁଛନ୍ତି । ଅଭାବ ଅନାଟନରେ ପରିବାରର ବୋଝକୁ ମୁଣ୍ଡରେ ଧରି ପୋଲସରା ଗୋପବନ୍ଧୁ ହାଇସ୍କୁଲ ଛକ ଉପରେ ଲେମ୍ବୁ…

ଆପଣଙ୍କ ସହଯୋଗରେ ଆଇସିୟୁରୁ ନୂଆ ଜୀବନ ପାଇ ପାରନ୍ତେ ନରେନ୍ଦ୍ର

ପୋଲସରା: କାଳ ସାଜିଲା ଅଜଣା ଗାଡି ଧକ୍କା । ଆଇ.ସି.ୟୁରେ ପଡିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଜୁଲୁଣ୍ଡା ଗାଁର ନରେନ୍ଦ୍ର ପୋଲାଇ । ଏକ ଅଜଣା ଗାଡି ଧକ୍କା ଫଳରେ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ନରେନ୍ଦ୍ର । ମସ୍ତିଷ୍କରେ ଆଘାତ ଲାଗିବା କାରଣରୁ ଗୁରୁତର ଅବସ୍ଥାରେ…