ପୋଲିସ କମିଶନରଙ୍କୁ ବଦନାମ ପଛରେ ଷଡଯନ୍ତ୍ରର ଗନ୍ଧ
ଭୁବନେଶ୍ୱର () ରାଜଧାନୀ ଲଗାତାର ଭାବେ ଛୋଟ ବଡ ଅପରାଧ ଘଟୁଥିବାବେଳେ ଏହାକୁ ବଳିଗଲାଣି ପୁଲିସ୍ ବାବୁମାନଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ । ବିଶେଷକରି ସବୁ ଘଟଣା ପାଇଁ ପୁଲିସ୍ କମିଶନରଙ୍କ ମୁଣ୍ଡରେ ଯେଭଳି ନଡିଆ ଭଙ୍ଗା ଯାଉଛି ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ଦେଖିଲା…
