Odia News Portal
Browsing Tag

police

ରାଜଧାନୀରେ ଚିତ୍‍ପଟାଙ୍ଗ ମାରିଲାଣି ପୁଲିସ୍‍ ଗୁଇନ୍ଦା ବ୍ୟବସ୍ଥା

ଭୁବନେଶ୍ୱର()  ରାଜଧାନୀରେ ନିଇତି ଘଟୁଥିବା ଅପରାଧ ଯୋଗୁଁ ସହରବାସୀ ଥରହର ହେଉଥିବାବେଳେ ଏବେ ପୁଲିସ୍‍ ପ୍ରଶାସନର ଗୁଇନ୍ଦା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠିଲାଣି । ହୁଗୁଳା ଗୁଇନ୍ଦା ବ୍ୟବସ୍ଥା ଯୋଗୁଁ ଅପରାଧିମାନେ ସକ୍ରିୟ ହେଉଥିଲେ ମଧ୍ୟ ସେମାନଙ୍କୁ ଧରାଯାଇ ପାରୁନାହିଁ ବୋଲି କୁହାଯାଉଛି…

ବଜାର ବୁଲିଲେ ପୁଲିସ କମିଶନର

ଭୁବନେଶ୍ୱର()  ଶାରଦୀୟ ପୂଜା ପାଖେଇ ଆସୁଛି । ପୂଜା ମାର୍କେଟ ପାଇଁ ବଜାର ସରଗରମ ହେବ । ଭିଡ଼ ଅସମ୍ଭାଳ ହେବ । ଏମିତିରେ ରାଜଧାନୀରେ କୋହଳ କୋଭିଡ୍‌ କଟକଣା ଚାଲିଥିବା ବେଳେ ପାର୍ବଣ ଋତୁରେ ସ୍ଥିତି ଅଣାୟତ ହୋଇପାରେ । ଏମିତି ଆଶଙ୍କା କମିଶନରେଟ୍‌ ପୁଲିସର ଟେନସନ ବଢ଼ାଇ ଦେଇଛି । ଏନେଇ ଖୋଦ୍‌…

ବାଧ୍ୟତାମୂଳକ ଅବସର ନେବେ ୫୦ ବର୍ଷରୁ ଅଧିକ ବୟସର ପୋଲିକର୍ମୀ

ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଡିଜିପି ହେଡକ୍ୱାର୍ଟରେ ଏଭଳି କୁଖ୍ୟାତ ପୋଲିସର ତାଲିକା ପଠାଇବାକୁ ସମସ୍ତ ପୋଲିସ ୟୁନିଟ୍, ଆଇଜି ରେଞ୍ଜ ଓ ଏଡିଜିଙ୍କୁ ଚିଠି ଲେଖିଛନ୍ତି । ୩୧ ମାର୍ଚ୍ଚ…

କମିଶନରେଟ୍‌ ପୁଲିସରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର() କମିଶନରେଟ୍‌ ପୁଲିସରେ ବଡ଼ ଧରଣର ଅଦଳବଦଳ । ବଦଳିଲେ ୨ଜଣ ଅତିରିକ୍ତ ଡିସିପିଙ୍କ ସହ ୧୯ ଇନ୍ସପେକ୍ଟର ଏବଂ ୬ଜଣ ଏସଆଇ ଓ ଜଣେ ଏଏସଆଇ ମଧ୍ୟ ବଦଳିଲେ । କିଛିଦିନ ପୂର୍ବରୁ ଟ୍ୱିନ୍‌ସିଟିରେ ବଦଳିଥିଲେ ଡିସିପି ।

ଓଡ଼ିଶା ପୋଲିସର ୯୦୫ ପଦବୀରେ ନିଯୁକ୍ତି ପାଇଁ ଅନୁମତି

ଭୁବନେଶ୍ୱର() ରାଜ୍ୟରେ ଆଉ ୬ଟି ନୂଆ ଥାନା ପ୍ରତିଷ୍ଠା କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ଥିବା ୬ଟି ଥାନାର ପରିସୀମାକୁ ଦୁଇ ଭାଗରେ ଭାଗ କରାଯିବ । ସମ୍ପୃକ୍ତ ଥାନାଗୁଡ଼ିକ ହେଲା ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା,…

ପୋଲିସ ସେବା ଭବନ ବନ୍ଦ

ଭୁବନେଶ୍ୱର() ଭୁବନେଶ୍ୱର ଓ କଟକରେ  ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସଂକ୍ରମଣ ଏଡ଼ାଇବାକୁ ୪୮ଘଣ୍ଟା ବନ୍ଦ ହେବ ପୋଲିସ ସେବା ଭବନ । ଜୁଲାଇ ୧୧ସକାଳ ୯ଟାରୁ ୧୩ତାରିଖ ସକାଳ ୯ଟା ଯାଏଁ ବନ୍ଦ ରହିବ । ୪୮ଘଣ୍ଟା ଯାଏଁ କାର୍ଯ୍ୟାଳୟକୁ କର୍ମଚାରୀ ଓ ଅନ୍ୟ ଲୋକଙ୍କ ପ୍ରବେଶ…

ଓଡ଼ିଶା ପୁଲିସକୁ ବଡ଼ ସଫଳତା, ମାଓ କ୍ୟାମ୍ପ ଠାବ

ଫୁଲବାଣୀ()   ଓଡ଼ିଶା ପୁଲିସକୁ ବଡ଼ ସଫଳତା । ପୋଲିସ ଡିଜିପି ଅଭୟଙ୍କ ନିର୍ଦ୍ଦେଶ ତଥା କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂହଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ (ଏସଓଜି) କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସମରବନ୍ଧା ଜଙ୍ଗଲ ଅଞ୍ଚଳରେ…

ରାଜ୍ୟ ସରକାରଙ୍କ ନିଷ୍ପତି ନ ଆସିବା ଯାଏ ବନ୍ଦ ରହିବ ଦୋକାନ

ଭୁବନେଶ୍ବର()  ଆଜିଠାରୁ ଦେଶରେ ସର୍ତ୍ତମୂଳକ ଭାବେ ସମସ୍ତ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ଗତକାଲି ଏନେଇ ବିଜ୍ଞପ୍ତି ଜାରି କରିବା ପରେ ଓଡିଶାରେ ଦୋକାନ ବଜାର ଖୋଲିବା ନେଇ ବର୍ତ୍ତମାନ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ ଦେଶବ୍ୟାପୀ ତାଲାବନ୍ଦ କଟକଣା ଜାରି…

ପୋଲିସ ପୋଷାକରେ ସବୁଠାରୁ ଅଧିକ ହଟ ଲାଗନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ() ପୋଲିସର ଖାକି ପୋଷାକରେ କେବଳ ଅଭିନେତାମାନେ ନୁହେଁ ବରଂ ଅଭିନେତ୍ରୀମାନେ ମଧ୍ୟ ବହୁତ ସୁନ୍ଦର ଏବଂ ହଟ୍ ଦେଖାଯାଆନ୍ତି। ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯେକି ଗ୍ଲାମର ପୋଷାକ ପରି ଖାକି ପୋଷାକରେ ଅଧିକ ସୁନ୍ଦର ଓ ହଟ ଲାଗନ୍ତି । ତେବେ ଆସନ୍ତୁ ଜାଣିବା ପ୍ରିୟଙ୍କା ଚୋପ୍ରା…