Odia News Portal
Browsing Tag

political news odisha

ପିପିଲି ବାଜି ପାଇଁ ୪ ବରିଷ୍ଠ ନେତାଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର: ପିପିଲି ପାଇଁ ବିଜେଡି ଦଳ ପୁରାପୁରି ପ୍ରସ୍ତୁତ । ପିପିଲି ଗଡ଼ ଜିତିବା ପାଇଁ ଦଳ ପକ୍ଷରୁ ୪ଜଣ ବରିଷ୍ଠ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ।ତେବେ ଏହି ଗୁରୁ ଦାୟିତ୍ୱ ବହନ କରିବେ ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ସହ ଦଳର ଉପସଭାପତି ଦେବୀ ମିଶ୍ର,

‘ମୋ ବସ୍’ରୁ ଯାତ୍ରୀଙ୍କୁ ଠେଲିଦେଲେ କର୍ମଚାରୀ !

ଭୁବନେଶ୍ବର: ଚଳନ୍ତା ବସ୍ ରୁ ଯାତ୍ରୀଙ୍କୁ ଠେଲିଦେଲେ ମୋ ବସ୍’ କର୍ମଚାରୀ ।ଚଳନ୍ତା ବସରୁ ଜଣେ ଯାତ୍ରୀଙ୍କୁ ବସ୍ କର୍ମଚାରୀ ତଳକୁ ଠେଲି ଦେଇଥିବା ଅଭିଯୋଗ ଆସିଛି । ଫଳରେ ଯାତ୍ରୀଙ୍କ ଡାହାଣ ଗୋଡ ଉପରେ ଚଢ଼ିଯାଇଥିଲା ବସ୍ । ୧୭ ନମ୍ବର ମୋ ବସ ନାରେ ଏମିତି ଅଭିଯୋଗ ଆଣିଛନ୍ତି ଯାତ୍ରୀ ଜଣଙ୍କ ।

ଜାଣନ୍ତୁ କାହିଁକି ସମସ୍ତ ଶୁଭ କାର୍ଯ୍ୟରେ ହୁଏ ଗେଣ୍ଡୁ ଫୁଲର ବ୍ୟବହାର ?

ଭୁବନେଶ୍ବର: ବିଶେଷ କରି ମନ୍ଦିର ହେଉ ଅଥବା ଘରେ କୌଣସି ପୂଜା ଆୟୋଜନ ଗେଣ୍ଡୁ ଫୁଲର ବ୍ୟବହାର କରାଯାଇଥାଏ।ତେବେ କେବଳ ଗେଣ୍ଡୁ ଫୁଲ ନୁହଁ ଗୋଲାପ, ମନ୍ଦିର, ଟଗର ଓ ଅନ୍ୟାନ୍ୟ ଫୁଲ ମଧ୍ୟ ବ୍ୟବହୃତ ହୁଏ। ତେବେ ସବୁ ପୂଜାରେ ଗେଣ୍ଡୁ ଫୁଲ କାହିଁକି ବ୍ୟବହାର କରଯାଏ ଆପଣ ସେ ବିଷୟରେ ଜାଣିଛନ୍ତି

ଗାନ୍ଧୀ ଚେତନାର ସଫଳ ପ୍ରୟୋଗ କ୍ଷେତ୍ର ଓଡ଼ିଶା : ରାଜ୍ୟପାଳ

ଭୁବନେଶ୍ବର:ମହାତ୍ମା ଗାନ୍ଧୀଙ୍କ ଚେତନାର ସଫଳ ପ୍ରୟୋଗ ଓ ପ୍ରକାଶ ହୋଇଥିଲା ଓଡ଼ିଶାରେ । ଓଡ଼ିଶାର ଆତ୍ମିକ ଶକ୍ତି ଓ ସାମର୍ଥ୍ୟରୁ ସେ ପ୍ରେରଣା ସଂଗ୍ରହ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ବିଶେଷ ଭାବରେ ମଧୁବାବୁ ଓ ଗୋପବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ

ଖୋର୍ଦ୍ଧା ରୋଡ୍ ଏବଂ ନୟାଗଡ଼ ଟାଉନ ମଧ୍ୟରେ ବିଦ୍ୟୁତିକରଣ କାର୍ୟ୍ୟ ଶେଷ

ନୟାଗଡ଼ ଟାଉନ୍ - ମହିପୁର ବିଦ୍ୟୁତିକରଣ ଶୀଘ୍ର ଶେଷ ହେବ | ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ୍ ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ରେଳ ବିଦ୍ୟୁତିକରଣ କାର୍ୟ୍ୟ ଯାଞ୍ଚ |