Odia News Portal
Browsing Tag

political news odisha

ଦିଲ୍ଲୀରେ ଲକ୍‌ଡାଉନ୍‌ ମେ ୩ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀରେ ବୃଦ୍ଧି ହେଲା ଲକ୍‌ଡାଉନ୍‌ ଅବଧି । ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଲକ୍‌ଡାଉନକୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି ଦୈନିକ ମାମଲା କମିଥିଲେ ମଧ୍ୟ ସଂକ୍ରମଣ ହାର ଅଧିକ ଥିବାରୁ ସତର୍କତା ମୂଳକ ପଦକ୍ଷେପ ଭାବେ ଜାତୀୟ ରାଜଧାନୀରେ ଲକଡାଉନକୁ ମେ ୩

୨୬ରେ ପ୍ରାର୍ଥୀପତ୍ର ଦାଖଲ କରିବେ କଂଗ୍ରେସ ଯୋଦ୍ଧା ବିଶ୍ୱକେଶନ

ପିପିଲି: ଅଜିତଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ନେଇ କଂଗ୍ରେସର ମଙ୍ଗ କିଏ ଧରିବ ସେ ନେଇ ଚର୍ଚ୍ଚା ଲାଗିରହିଥିଲା । ସ୍ୱର୍ଗତ ଅଜିତ୍ ମଙ୍ଗରାଜଙ୍କ ପରିବାରରୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ଆଶାରେ ରହିଥିଲା ରାଜ୍ୟ କଂଗ୍ରେସ । ହେଲେ ଦିବଂଗତ ନେତା ଅଜିତ୍ ମଙ୍ଗରାଜଙ୍କ ପରିବାରରୁ

ଦେଶପ୍ରତି ସମ୍ବଲପୁର ପୋଲିସର କର୍ତ୍ତବ୍ୟନିଷ୍ଠାକୁ ସଲାମ୍

ସମ୍ବଲପୁର: ଓଡିଶାରୁ ୩ଟି ରାଜ୍ୟକୁ ଯୋଗାଣ ହେଉଥିବା ଅକ୍ସିଜେନ୍ ଟ୍ୟାଙ୍କରକୁ ଜିଲ୍ଲା ସୀମା ଯାଏ ଏକ୍ସକର୍ଟ କରି ନିରଙ୍କୁଶ ରାସ୍ତା ଦେଇଛି ସମ୍ବଲପୁର ପୁଲିସ । ବର୍ତ୍ତମାନ ସମୟରେ ଜୀବନ ରକ୍ଷାକାରି ଅକ୍ସିଜେନ୍ ଯେମିତି ସଠିକ ସମୟରେ ପରିବହନ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦେଶକୁ ଆଶ୍ବସ୍ତ

ମୋଦିଙ୍କ ଫୋକସରେ ଗ୍ରାମୀଣ ଭାରତର ବିକାଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ପଞ୍ଚାୟତରାଜ ଦିବସରେ ଭିଡିଓ କନଫରେନ୍ସିଂ ଜରିଆରେ ସ୍ଵାମୀତ୍ୱ ଯୋଜନା ଅନ୍ତର୍ଗତ ଇ-ସମ୍ପତ୍ତି କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି। ଏହି ଅବସରରେ ୪.୯ ଲକ୍ଷ ସମ୍ପତ୍ତି ମାଲିକଙ୍କୁ ସେମାନଙ୍କର ଇ-ପ୍ରପର୍ଟି କାର୍ଡ ଦିଆଯାଇଥିଲା,

ଖୋର୍ଦ୍ଧାରୁ ଧରାପଡିଲା କୋଟିଏ ଟଙ୍କାର ଧଳାଜହର

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଧରାପଡିଲା କୋଟିଏ ଟଙ୍କାର ଧଳା ଜହର । ପ୍ରାୟ ୧ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି ଏସ୍‌ଟିଏଫ୍‌ ଟିମ୍‌ । ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ଏସ୍‌ଟିଏଫ୍‌ ୪ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ୍‌ସୁଗାର

ରେକର୍ଡ଼ ଭାଙ୍ଗିଲା କରୋନା: ଦିନକରେ ୬୬୪୭ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬୪୭ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୧୩୪୧ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୯୨ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୮୫୫ ଜଣ କ୍ବାରେଣ୍ଟାଇନ୍‌ରେ

ସପ୍ତାହାନ୍ତ ସଟଡାଉନ୍: ଚେକ୍‌ ପୋଷ୍ଟରେ ଜୋରଦାର ଚେକିଂ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ସପ୍ତାହାନ୍ତ ସଟଡାଉନ୍ । ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ସଟଡାଉନ୍ । ଏହା ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଉଛି । ଟ୍ୱିନ୍‌ ସିଟି କଟକ ଏବଂ ଭୁବନେଶ୍ବରରେ ସଟ୍‌ଡାଉନ୍‌ କଡାକଡି ଯାଞ୍ଚ କରାଯାଉଛି |

ସପ୍ତାହନ୍ତ ସଟଡାଉନରେ ଘଣ୍ଟାଏ କୋହଳ

*ଘଣ୍ଟାଏ କୋହଳ ସମୟରେ ମର୍ଣ୍ଣିଂ ୱାର୍କ ଓ ସାଇକେଲିଂ କରିପାରିବେ ଲୋକେ | *ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା | *ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ ୫ଟା ଯାଏଁ ଲାଗିବ ଓ୍ୱିକେଣ୍ଡ୍ ସଟଡାଉନ୍ |