Latest ପିପିଲି ପ୍ରଚାରର ମଙ୍ଗ ଧରିବେ ବିଜେଡ଼ି ସୁପ୍ରିମୋ ନବୀନ swadhikarnews Apr 2, 2021 0 ବିଜେଡ଼ିର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡ଼ିଲେ ସାଂସଦ ଅନୁଭବ ମହାନ୍ତି
Latest ଆହତ ସେବାୟତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ଶ୍ରୀମନ୍ଦିର ପ୍ରଶାସନ swadhikarnews Mar 28, 2021 0 ପୁରୀ: ଆଜି ଶ୍ରୀମନ୍ଦିରରେ ରୀତିନୀତି ପାଳନ କରୁଥିବା ସମୟରେ ଜାମ୍ବେଶ୍ୱର ମହାପାତ୍ର ନାମକ ଜଣେ ସେବାୟତଙ୍କ ଉପରେ ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୁର୍ତ୍ତି ଖସି ପଡିବାରୁ ସେ ଆହତ ହୋଇଥିଲେ। ସୂଚନା ପାଇବା ପରେ ଶ୍ରୀମନ୍ଦିରରେ ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ଉକ୍ତ!-->!-->!-->!-->!-->…
Latest ମୋ ପୁଅ ପାଇଁ ମୋର ଆର୍ଶୀବାଦ ସବୁବେଳେ ରହିଛି: ପ୍ରତିଭା swadhikarnews Mar 28, 2021 0 ପୁଅ ପ୍ରାର୍ଥୀ ହୋଇଥିବାରୁ,ମା ଭାବେ ମୁଁ ବହୁତ ଖୁସି
Latest ରାଜଧାନୀରେ ଚଳିତ ବର୍ଷର ପ୍ରଥମ କାଳବୈଶାଖୀ swadhikarnews Mar 27, 2021 0 ଆଗାମୀ କିଛି ଦିନ ପାଇଁ ମିଳିବ ତାତିରୁ ନିସ୍ତାର ।
Latest କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସହ ଆଇୟୁସିଏନର ଚୁକ୍ତିନାମା swadhikarnews Mar 27, 2021 0 ଭୁବନେଶ୍ୱର: ଓଡିଶାର ଅତି ପରିଚିତ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କୁ ନିକଟରେ ଇଣ୍ଟରନ୍ୟାସନାଲ୍ ୟୁନିଅନ୍ ଫର୍ କନଜରଭେସନ୍ ଅଫ୍ ନେଚର (ଆଇୟୁସିଏନ୍) ଦ୍ୱାରା ସମ୍ମାନିତ କରାଯାଇଛି । ଯାହା ପରେ ଇଣ୍ଟରନ୍ୟାସନାଲ୍ ୟୁନିଅନ୍ ଫର୍ କନଜରଭେସନ୍ ଅଫ୍ ନେଚର ସହ ସୁସ୍ମିତାଙ୍କ ଚୁକ୍ତିନାମା!-->…
Latest ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ଲୋକ ବେଶ୍ ଖାସ୍ swadhikarnews Mar 27, 2021 0 ଭୁବନେଶ୍ବର: ୨୦୨୧ ମସିହାର ତୃତୀୟ ମାସ ମାର୍ଚ୍ଚ । ତେବେ ଏହି ମାସରେ ଜନ୍ମ ହୋଇଥିବା ସମସ୍ତେ ବହୁତ୍ ଖାସ୍ ବୋଲି କୁହାଯାଇଥାଏ ।ମାର୍ଚ୍ଚ ମାସରେ ପ୍ରଖ୍ୟାତ ଗୀତ ଓ ସଙ୍ଗିତକାର ଜଷ୍ଟିନ ବିବର, ଶ୍ରଦ୍ଧା କପୁର, ଅନୁପମ ଖେର, ଅମୀର ଖାନ ଓ ଲେଡି ଗାଗାଙ୍କ ପରି ଅନେକ ପ୍ରସିଦ୍ଧ ଲୋକଙ୍କ ଜନ୍ମ!-->…
Latest ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା swadhikarnews Mar 23, 2021 0 ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ସମୟରେ ଦେଶରେ ଦିନକୁ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଆୟତ କରିବାକୁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ମୁତାବକ, ଏପ୍ରିଲ!-->!-->!-->…
Latest ଆମେରିକାରେ ଗୁଳିକାଣ୍ଡ, ୧୦ ମୃତ swadhikarnews Mar 23, 2021 0 ଆମେରିକା: ଆମେରିକାର କଲରାଡୋ ସୁପର ମାର୍କେଟରେ ଭୟଙ୍କର ଗୁଳିକାଣ୍ଡ । ଜଣେ ସନ୍ଦିଗ୍ଧ ବ୍ୟକ୍ତି ଦ୍ୱାରା ହୋଇଥିବା ଗୁଳିକାଣ୍ଡ ଯୋଗୁଁ ଜଣେ ପୋଲିସ ଅଧିକାରୀଙ୍କ ସମେତ ୧୦ ଜଣଙ୍କର ଘାଟ ସ୍ଥଳରେ ମୃତ୍ୟୁ ହୋଇଛି । ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ଜଣେ ସନ୍ଧିଗ୍ଧକୁ ପୋଲିସ ହେପାଜତକୁ!-->!-->!-->!-->!-->!-->!-->…
Latest ଟୁଇନସିଟିକୁ ଫେରିବ ଲକ୍ ଡାଉନ ! swadhikarnews Mar 22, 2021 0 ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ଉପରେ ନଜର
Latest ଗ୍ୟାସ୍ ଟ୍ୟାଙ୍କର ସହ ଆମ୍ୱୁଲାନ୍ସ ମୁହାଁମୁହିଁ ଧକ୍କା, ୪ ମୃତ swadhikarnews Mar 21, 2021 0 ଅନୁଗୁଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନୁଗୁଳ ଜରପଡା ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ,ସମ୍ବଲପୁରରୁ!-->!-->!-->!-->!-->…