Odia News Portal
Browsing Tag

political news

ପୁତ୍ର ସନ୍ତାନର ବାପା ହେଲେ ଓଲିଉଡ଼ ଷ୍ଟାର ବାବୁଶାନ୍

ଭୁବନେଶ୍ବର: ପୁତ୍ର ସନ୍ତାନର ବାପା ହୋଇଛନ୍ତି ଓଲିଉଡ଼ ଷ୍ଟାର ବାବୁଶାନ୍। ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ବାବୁଶାନ୍ ଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଛି । ଏନେଇ ସୋସିଆଲ୍‌ ମିଡିଆରେ ପୁଅର ଭିଡିଓ ଭାଇରାଲ୍‌ ହୋଇଥିଲା । ଏହାପରେ ଓଲିଉଡ କ୍ଷେତ୍ରରୁ ଶୁଭେଚ୍ଛାର…

ପିପିଲିରୁ ୫୦ ଲକ୍ଷ ଜବତ ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡ଼ି

ପିପିଲି: ପିପିଲିରୁ ଜବତ ହୋଇଥିବା ୫୦ ଲକ୍ଷ ଟଙ୍କା ସହ ବିଜେପି ପ୍ରାର୍ଥୀଙ୍କ ଲିଙ୍କ୍ ରହିଛି ବୋଲି ଅଭିଯୋଗ ହୋଇଛି । ଟଙ୍କା ଜବତ ମାମଲାରେ ଅଟକ ୨ ଅଭିଯୁକ୍ତଙ୍କ ସହ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲିଙ୍କ୍ ଥିବା ଅଭିଯୋଗ ହୋଇଛି । ଅଟକ ୨ଯୁବକଙ୍କ ସହ ଆଶ୍ରିତଙ୍କ ଫଟୋ ଏବେ…

ବାଚସ୍ପତି ପାତରଅନ୍ତର କରୁଥିବା ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ବର: ବିଧାନସଭାରେ ବାଚସ୍ପତି ପାତରଅନ୍ତର କରୁଥିବା ବଡ଼ ଅଭିଯୋଗ ଆଣିଲା ବିଜେପି ଦଳ।ଆଜି ଧାରଣାରୁ ଓହରିବା ପରେ ସାମ୍ବାଦିକ ସମ୍ମିଳନୀ କରି କିଛି ଏହିଭଳି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ । ପ୍ରଦୀପ୍ତ ନାୟକ କହିଛନ୍ତି, ବିଧେୟକ ପାରିତ ହେଲେ ଜଣେ…

ଜାଣନ୍ତୁ ତମ୍ବା ପାତ୍ରରେ ପାଣି ପିଇବା ସ୍ବାସ୍ଥ୍ୟପ୍ରତି କାହିଁକି ହିତକର

ଭୁବନେଶ୍ବର: ତମ୍ବା ପାତ୍ରର ବ୍ୟବହାର ବହୁ ପୁରାତନ ଯୁଗରୁ ଆମେ କରି ଆସିଛ। ତମ୍ବା ପାତ୍ରରେ ଖାଇବା ଓ ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏବେ ବି ଅଧିକାଂଶ ଲୋକ ତମ୍ବା ପାତ୍ରରେ ପାଣି ପାଇଥାନ୍ତି କାରଣ ତମ୍ବା ଶରୀରରେ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ। ତମ୍ବା ପାତ୍ରରେ…