ପୁଣି ମୁହାଁମୁହିଁ ହେଲେ ସୋଫିଆ-ସୁବାସ
ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ୍ ଓ ମେୟର ସୁବାସ ସିଂହଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ପୁଣି ଥରେ କଟକ ରାଜନୀତିକୁ ସରଗରମ କରିଛି। ସହରରେ ଜଳବନ୍ଦି ସମସ୍ୟା, ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ପରିମଳ ବ୍ୟବସ୍ଥାର ଶୋଚନୀୟ ସ୍ଥିତିକୁ ନେଇ ସୋଫିଆ ମେୟରଙ୍କୁ ସମାଲୋଚନା କରିଥିବା…