Odia News Portal
Browsing Tag

prize

କବିସମ୍ରାଟ ଉପେନ୍ଦ୍ର ଭଂଜ ସମ୍ମାନ ଘୋଷଣା

ଭୁବନେଶ୍ୱର: ୨୦୧୯ ଓ ୨୦ ପାଇଁ କବିସମ୍ରାଟ ଉପେନ୍ଦ୍ର ଭଂଜ ସମ୍ମାନ ଘୋଷଣା କରାଯାଇଛି । ଅଭିନୟ ଓ ନିର୍ଦ୍ଦେଶନା ପାଇଁ ସମ୍ମାନିତ ହେବେ ଅନନ୍ତ ମହାପାତ୍ର । ଓଡିଶୀ ନୃତ୍ୟ ପାଇଁ କୁମକୁମ ମହାନ୍ତିଙ୍କୁ କବିସମ୍ରାଟ ଭଂଜ ସମ୍ମାନ ମିଳିବ । ପ୍ରଥମ ଥର ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପାଇଁ…

୪ ଓଡ଼ିଆ ପୋଲିସକର୍ମୀ ପାଇବେ ପଦକ

ନୂଆଦିଲ୍ଲୀ: ୧୫୨ ପୁଲିସ କର୍ମଚାରୀଙ୍କୁ ତଦନ୍ତରେ ଔତ୍କର୍ଷ୍ୟ ପାଇଁ ମିଳିବ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ। ଅପରାଧର ଅନୁସନ୍ଧାନରେ ଉଚ୍ଚ ବୃତ୍ତିଗତମାନକୁ ପ୍ରୋତ୍ସାହିତ କରିବା ଏବଂ ଅନୁସନ୍ଧାନକାରୀଙ୍କ ଦ୍ବାରା ତଦନ୍ତରେ ଏହିପରି ଉତ୍କର୍ଷତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପଦକ…

୪ ଓଡ଼ିଆ ହକି ଖେଳାଳୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ପୁରଷ୍କାର ରାଶି ଘୋଷଣା

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ୪ ଓଡ଼ିଆ ହକି ଖେଳାଳୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ପୁରଷ୍କାର ରାଶି ଘୋଷଣା କରିଛନ୍ତି । ପୁରୁଷ ହକି ଦଳରେ ସ୍ଥାନ ପାଇଥିବା ଦୁଇ ଖେଳାଳୀ ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ଅଢ଼େଇ କୋଟି ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଛନ୍ତି…

ସ୍ମାର୍ଟସିଟି ପ୍ରତିଯୋଗିତାରେ ଭୁବନେଶ୍ୱରକୁ ମିଳିଲା ଆଉ ଏକ ଜାତୀୟ ପୁରସ୍କାର

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ପୁଣି ହାତେଇଲା ଜାତୀୟ ସ୍ତରୀୟ ଆୱାର୍ଡ଼ । କେନ୍ଦ୍ର ସହର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଦେଶର ପ୍ରମୁଖ ୧୧ଟି ସହର ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ସାଇକେଲ ଚଳାଇବାକୁ ପ୍ରୋତ୍ସାହିତ କରିବା ଓ ଏଥିପାଇଁ…

ଖେଳରତ୍ନ ଲାଗି ଅଶ୍ୱିନୀ ଓ ମିତାଲିଙ୍କ ନାମ ସୁପାରିସ୍‌

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ବିସିସିଆଇ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ମହିଳା ଦିନିକିଆ ଦଳର କ୍ୟାପଟେନ ମିତାଲି ରାଜଙ୍କ ନାମ ସୁପାରିସ କରିଛି । ଅନ୍ୟପକ୍ଷେ କେଏଲ ରାହୁଲ, ଯଶପ୍ରୀତ ବୁମରା ଓ ଶିଖର ଧାୱନଙ୍କ ନାମ ଅର୍ଜୁନ…

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଦୁଇ ଓଡ଼ିଆ ଖେଳାଳୀଙ୍କ ନାମ ସୁପାରିସ

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ପୁରସ୍କାର ଲାଗି ଦୁଇଜଣ ଓଡ଼ିଆ କ୍ରୀଡାବିତଙ୍କ ନାମ ସୁପାରିସ କରିଛି ରାଜ୍ୟ କ୍ରୀଡ଼ା ବିଭାଗ । ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ଆଥଲେଟ୍ ଦୂତି ଚାନ୍ଦ ଏବଂ ଅର୍ଜୁନ ପୁରସ୍କାର ପାଇଁ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ନାମ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ…

ଭାରତ ସ୍ମାର୍ଟସିଟି ପ୍ରତିଯୋଗିତାରେ ଭୁବନେଶ୍ୱରକୁ ୨ ପୁରଷ୍କାର

ଭୁବନେଶ୍ୱର: ଭାରତ ସ୍ମାର୍ଟସିଟି ପ୍ରତିଯୋଗିତାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ମିଳିଛି ୨ଟି ପୁରସ୍କାର । ସାମାଜିକ ଦୃଷ୍ଟି କୋଣରୁ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବେଷ୍ଟ ଗଭନାନ୍ସ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି । ଗୃହ ଓ ନଗର ମନ୍ତ୍ରାଳୟ ପକ୍ଷରୁ ଷଷ୍ଠ ବାର୍ଷିକ ପୁରଷ୍କାର…