Odia News Portal
Browsing Tag

Punjab

ଚରଣଜିତ ସିଂହ ଚନ୍ନୀ ହେଲେ ପଞ୍ଜାବର ପ୍ରଥମ ଦଳିତ ଶିଖ୍ ମୁଖ୍ୟମନ୍ତ୍ରୀ

ଅମୃତସର: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଚରଣଜିତ ସିଂହ ଚନ୍ନୀ । ଏନେଇ ସୂଚନା ଦେଇଛନ୍ତି ପଞ୍ଜାବ ଦାୟିତ୍ୱରେ ଥିବା ପ୍ରଭାରୀ ହରିଶ ରାୱତ । ତେବେ ସେ ପ୍ରଥମ ଦଳିତ ଶିଖ୍ ଭାବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହାପୂର୍ବରୁ ସେ ବିଧାନସଭା ଦଳର ନେତା ଭାବରେ ମଧ୍ୟ ନିର୍ବାଚିତ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନାକଲେ ଅମ୍ବିକା ସୋନି

ଅମୃତସର: ପଞ୍ଜାବରେ କଂଗ୍ରେସ ମୁଖ୍ୟମନ୍ତ୍ରୀ କାହାକୁ କରିବ ସେ ନେଇ ବଡ ଚିନ୍ତାରେ ବଡି ଯାଇଛି । ଗାନ୍ଧୀ ପରିବାରର ଘନିଷ୍ଠ କୁହାଯାଉଥିବା ଅମ୍ବିକା ସୋନି ମୁଖ୍ୟମନ୍ତ୍ରୀ ହେବାକୁ ମନା କରି ଦେଇଛନ୍ତି । ପଞ୍ଜାବ ରାଜନୀତିରେ ସେ ପାଦ ଦେବାକୁ ଚାହାନ୍ତି ନାହିଁ ବୋଲି ପାର୍ଟି ହାଇକମାଣ୍ଡଙ୍କୁ…

ଅମରିନ୍ଦର ସିଂଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗୁରୁବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୨ ତାରିଖରେ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲା। ସେ ପଞ୍ଜାବରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମଧ୍ୟ…

ସ୍ୱର୍ଣ୍ଣ ମନ୍ଦିରରେ ସିଦ୍ଧୁ

ଅମୃତସର: ପଞ୍ଜାବର କଂଗ୍ରେସ ପିସିସି ସଭାପତି ହେବା ପରେ ଆକ୍ସନ ମୁଡରେ ସିଦ୍ଧୁ । ଦଳକୁ ମଜବୁତ କରିବା ସହ ତୃଣମୂଳ ସ୍ତରର ନେତାଙ୍କ ସହ ମିଶି ସମସ୍ୟା ସମ୍ପର୍କରେ ପଚାରି ବୁଝୁଛନ୍ତି । ତେବେ ପଞ୍ଜାବ ରାଜନୀତିରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ନବନିଯୁକ୍ତ କଂଗ୍ରେସ…

ସିଦ୍ଧୁଙ୍କୁ ନେଇ ଅଡୁଆରେ ପଞ୍ଜାବ କଂଗ୍ରେସ

ଆଗାମୀ ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ହେଲେ ତାହା ପୂର୍ବରୁ ରାଜ୍ୟ କ୍ଷମତାରେ ଥିବା କଂଗ୍ରେସ ଭିତରେ ଦ୍ୱନ୍ଦ ତେଜିବାରେ ଲାଗିଛି । ବିଶେଷ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସଂ ଓ ନବଜୋତ ସିଂ ସିଦ୍ଧୁଙ୍କ ଭିତରେ ଲାଗି ରହିଥିବା କଳହ ଥମିବାରେ ନାଁ ନେଉନି ।…

ପଞ୍ଜାବରେ ସରକାର ଆସିଲେ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୃତି ଦେଲେ କେଜ୍ରିୱାଲ

ଅମୃତସର: ପାଖେଇ ଆସୁଛି ପଞ୍ଜାବ ସାଧାରଣ ନିର୍ବାଚନ । ଏଥରକ ପଞ୍ଜାବରେ ନିର୍ବାଚନ ଲଢ଼ିବାକୁ ଯାଉଛି ଆମ ଆଦମୀ ପାର୍ଟୀ । ଦିଲ୍ଲୀରେ ସରକାରରେ ଥିବା ଆପ ସରକାର ପଞ୍ଜାବରେ ନିର୍ବାଚନ ଲଢ଼ିବା ପୂର୍ବରୁ ରାଜ୍ୟବାସୀଙ୍କୁ ବହୁ ପ୍ରତିଶ୍ରୃତି ଘୋଷଣା କରିଛି । ୨୦୨୨ରେ ପଞ୍ଜାବରେ ବିଧାନସଭା ନିର୍ବାଚନ…

ଅଡୁଆରେ ପଞ୍ଜାବ ସରକାର, ଚୁପ୍ ରହିଛନ୍ତି ରାହୁଲ ଗାନ୍ଧୀ

ଅମୃତସର: ଶସ୍ତାରେ ଟିକା କିଣି ଘରୋଇ ହସ୍ପିଟାଲରେ ବିକ୍ରି କରୁଛନ୍ତି ପଞ୍ଜାବ ସରକାର । ୪ ଶହ ଟଙ୍କାରେ ଟିକା କିଣି ଘରୋଇ ହସ୍ପିଟାଲରେ ହଜାରେ ଟଙ୍କାରେ ବିକୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପଞ୍ଜାବରେ ଏବେ ଗାଁରେ ଅଧିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ…

ପଞ୍ଜାବର ୮ ଜିଲ୍ଲାରେ ଜାରି ହେଲା ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ପଞ୍ଜାବର ଆଉ ୪ଟି ଜିଲ୍ଲାରେ ଜାରି ହୋଇଛି ନାଇଟ୍ କର୍ଫ୍ୟୁ । ଫଳରେ ରାଜ୍ୟର ମୋଟ୍ ୮ଟି ଜିଲ୍ଲାରେ ହୋଇଛି ନାଇଟ୍ କର୍ଫ୍ୟୁ । ଲୁଧିଆନା, ପଟିଆଲା, ମୋହାଲି, ଫତେଗଡ ସାହିବ, ଜଳନ୍ଧର, ନୱନ ସହର, କପୁରତାଲା ଓ ହୋସିଆରପୁରରେ ରାତି ୧୧ରୁ ସକାଳ ୫ଟା…